ମହିଳାମାନେ ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ…
ବର୍ଲିନ,୧୧।୩ : ମହିଳାମାନେ ବର୍ତ୍ତମାନ ଜର୍ମାନୀର ରାଜଧାନୀ ବର୍ଲିନରେ ଥିବା ସର୍ବସାଧାରଣ ସୁଇମିଂ ପୁଲରେ ଟପଲେସ ହୋଇ ପହଁରି ପାରିବେ। ନଗର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରେ ମହିଳାମାନଙ୍କୁ ଶୀଘ୍ର ପୁଷ୍କରିଣୀରେ କୌଣସି ପୋଷାକ ନ ପିନ୍ଧି ଗାଧୋଇବାକୁ ଅନୁମତି ଦିଆଯିବ। ଜଣେ…
୫ ଶହ ମୁହାଁ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୧।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ହିଟଲର ଆଉ ଷ୍ଟାଲିନଙ୍କ ସହ ମୋଦିଙ୍କୁ ତୁଳନା କଲା କଂଗ୍ରେସ
ନୂଆଦିଲ୍ଲୀ,୧୧ ।୩: କଂଗ୍ରେସ ନେତା ଜୟରାମ ରମେଶ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ର ନାମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ କରି ତାଙ୍କ ସମୟର ଏକ ଛତ୍ରବାଦୀ ଶାସକଙ୍କର ଏକ ତାଲିକା ଟୁଇଟରରେ ଶେୟାର…
ସିବିଆଇ ସମ୍ମୁଖରେ ଶନିବାର ବି ହାଜର ହେବେନି ତେଜସ୍ବୀ
ନୂଆଦିଲ୍ଲୀ,୧୧।୩: ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରର ଅଡୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର…
ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ପରମାଣୁ ବୋମା ବ୍ୟବହାର କରିପାରନ୍ତି ପୁଟିନ: ଆମେରିକା ଗୁଇନ୍ଦା ବିଭାଗର ଦାବି
ୱାଶିଂଟନ,୧୧ ।୩: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯେମିତି ଶେଷ ହେବାର ନାଁ ନେଉନି । ଏହାରି ଭିତରେ ଏବେ ଆମେରିକା ଗୁଇନ୍ଦା ବିଭାଗ ବଡ ଦାବି କରିଛି…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରେ ଜନଜାତି ସମ୍ପ୍ରଦାୟର ଜୀବନ ଜୀବିକା ଓ ଭିତ୍ତିଭୂମିର ବିକାଶ କରିବାକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ୧୪ ଲକ୍ଷ ୫୦ ହଜାର ଜନଜାତି ପରିବାରକୁ ଚାଷ…
ପ୍ରାଣଘାତି ହେଲା ଏଚ୩ଏନ୨ ଭାଇରସ: ଦେଶରେ ୨ ମୃତ, କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ
ନୂଆଦିଲ୍ଲୀ,୧୧ ।୩: ଦେଶରେ ଏଚ୩ଏନ୨ ଇନପ୍ଲୁଏଞ୍ଜା ସଂକ୍ରମଣ ପ୍ରାଣଘାତି ହୋଇଛି । ହରିୟାଣା ଓ କର୍ନାଟକରେ ଜଣେ ଜଣେ ରୋଗିଙ୍କ ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ଏଚ୩ଏନ୨ ସମେତ ବିଭିନ୍ନ ଫ୍ଲୁରେ ସଂକ୍ରମିତ ୩ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଲାଣି…
ସିସୋଡିଆଙ୍କୁ ମିଳିଲାନି ଜାମିନ: ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଦ୍ୱିପ୍ରହର ୨ଟାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ହାଜର କରିଯାଇଥିଲା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ସିବିଆଇ…
ଡିଫେନ୍ସ କୋପରେଶନ, ସୋଲାର ଏନର୍ଜି ସମେତ ଅନେକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୧୦ ।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲ୍ମନିଜ ଏବେ ଭାରତ ଗସ୍ତରେ ଅଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ପ୍ରତିରକ୍ଷା ସମ୍ପର୍କକୁ ମଜଭୁତ କରିବା । ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମିଳିତ ପ୍ରେସ…
ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା
ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍, ଲ୍ୟାଣ୍ଡମାଇନ୍, ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଦେଖିବାକୁ ପାଇଛନ୍ତି। ୧୯୫୦ କୋରିଆ ଯୁଦ୍ଧରେ ଏହି ସମସ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର…
ଦିନ ୨ଟାରେ ରୌଜ୍ ଏଭେନ୍ୟୁ କୋର୍ଟରେ ହାଜର ହେବେ ସିସୋଡିଆ: ୧୦ଦିନିଆ ରିମାଣ୍ଡ ମାଗିଲା ଇଡି
ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗରିଫଦାରୀ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟକୁ ସୂଚନା ଦେଇଛି। ଦିଲ୍ଲୀ ସ୍ଥିତ ରୌଜ ଏଭେନ୍ୟୁ କୋର୍ଟରେ ଅପରାହ୍ନ ୨ଟାରେ ତାଙ୍କୁ ହାଜର କରାଯିବ। ସିସୋଡିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି କୋର୍ଟରୁ…
ବିମାନରୁ ମିଳିଲା ଦୁଇ ଜୀବନ୍ତ ଗୁଳି
ସିଓଲ,୧୦ା୩: ଦକ୍ଷିଣ କୋରିଆର ଇଞ୍ଚନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ କରିବାକୁ ଥିବା ବିମାନରୁ ଦୁଇଟି ଜୀବନ୍ତ ଗୁଳି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ବିମାନ ଅଧିକାରୀମାନେ ତୁରନ୍ତ ବିମାନକୁ ସ୍ଥାନାନ୍ତର କରିଥିଲେ। କୁହାଯାଉଛି, ସେହି ସମୟରେ ବିମାନରେ ୨୩୦ ଜଣ ଯାତ୍ରୀ…
Archives


