Home Middle

ବୁଲେଟ ଶାସନ -ଭିଡ଼ ହିଂସା ଶାସନ ଗଣତନ୍ତ୍ର ବିରୋଧୀ: ମଲ୍ଲିକାର୍ଜୁନ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଦେଶର ସମ୍ବିଧାନ ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ଲୋକମାନଙ୍କ…

ଅତିକ-ଅଶ୍ରଫ ହତ୍ୟା ମାମଲା: ୩ ଜଣିଆ ନ୍ୟାୟିକ ଆୟୋଗ ଗଠନ କଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ନ୍ୟାୟିକ ଆୟୋଗ ଗଠନ କରାଯାଇଛି। ଏହି ତିନି ଜଣିଆ ନ୍ୟାୟିକ ଆୟୋଗ ଦୁଇ ମାସ ମଧ୍ୟରେ ଘଟଣାର…

ରାଜନୈତିକ ଉଦ୍ଦେଶ୍ୟ ନେଇ ଆଇନ ସହିତ ଖେଳିବା ଗଣତନ୍ତ୍ର ପାଇଁ ବିପଜ୍ଜନକ: ପ୍ରିୟଙ୍କା ଗାନ୍ଧୀ…

ନୂଆଦିଲ୍ଲୀ,୧୬।୪ : ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ଏମ୍‌ପି ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିବାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଦେଶର ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋର ଦଣ୍ଡ…

୩୨ ବିଧାୟକ-୭୦ କାଉନସିଲରଙ୍କୁ ଗିରଫ କରିଛି ପୋଲିସ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୧୬।୪ : ଏକ୍ସାଇଜ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ମାମଲାରେ ସିବିଆଇର ପଚରାଉଚରା ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି। ଏହାପୂର୍ବରୁ ସିବିଆଇ ପ୍ରଶ୍ନ ପଚରାଯିବା ସହ ତାଙ୍କୁ…

ସତ୍ୟପାଲ ମଲ୍ଲିକଙ୍କ ଠାରୁ ନଜର ହଟାଇବା ପାଇଁଁ ସରକାରଙ୍କ ଚତୁର ରଣନୀତି: ମେହବୁବା

ଶ୍ରୀନଗର, ୧୬।୪:ମାଫିଆ ରାଜନେତା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପିଡିପି ପ୍ରମୁଖ ମେହବୁବା ସିଧାସଳଖ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶରେ ଅରାଜକତା ଦେଖାଦେଇଛି। ଜୟ ଶ୍ରୀରାମ ନାରା…

ପରିବେଶ ପ୍ରତି ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା କରାଯାଇ ପାରିବ: କେନ୍ଦ୍ରମନ୍ତ୍ରୀ…

ଟୋକିଓ,୧୬।୪ : ପରିବେଶ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ହେବା ଆବଶ୍ୟକ । ଜାପାନର ସାପୋରୋରେ ଅନୁଷ୍ଠିତ ଜି-୭ ବୈଠକରେ ଭାରତ ଏହି କଥା କହିଛି। ଜଳବାୟୁ, ଶକ୍ତି ଏବଂ ପରିବେଶ ପ୍ରସଙ୍ଗରେ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର…

ହତ୍ୟାକାରୀ ଦୁଇଭାଇଙ୍କୁ ମାରି ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ହେବାକୁ ଚାହୁଁଥିଲେ: ୟୁପି ପୋଲିସ

ନୂଆଦିଲ୍ଲୀ, ୧୬।୪: ଅତିକ ଅହମ୍ମଦ ଓ ଅଶରଫଙ୍କ ୩ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ୟୁପି ପୋଲିସ ପଚରାଉଚରା କରିଛି। ତେବେ ୟୁପି ପୋଲିସ କହିବାନୁସାରେ, ହତ୍ୟାକାରୀ ପପୁଲାର୍‌ ଗ୍ୟାଙ୍ଗଷ୍ଟର୍‌ ହେବା ପାଇଁ ଦୁଇଭାଇଙ୍କୁ ହତ୍ୟା କରିଛନ୍ତି। ଯେତେବେଳେ ୟୁପି ପୋଲିସ…

ଅତିକଙ୍କୁ ହତ୍ୟା ଲଜ୍ଜାଜନକ ଘଟଣା: ଗର୍ଜିଲେ ମମତା ଦିଦି…

କୋଲକାତା,୧୬।୪ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ-ରାଜନେତା ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ୟୁପ ଭାଜପା ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଅଖିଳେଶ ଯାଦବଙ୍କ ପରେ…

ଆଗାମୀ ମ୍ୟାଚ୍‌ରେ ଦଳରୁ ବାହାରିବେ ପୃଥ୍ବୀ!

ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଆରସିବି ଭଲ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍‌ରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଥିଲା। ଆଇପିଏଲ ୨୦୨୩ରେ…

୨୩ ତମ ମ୍ୟାଚରେ ଜିଟି-ଆରଆର ମୁହାଁମୁହିଁ…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଗତ ବର୍ଷର ଫାଇନାଲିଷ୍ଟ ହୋଇଥିବାରୁ ଉଭୟଙ୍କ ମଧ୍ୟରେ…

ଅଙ୍ଗନଓ୍ବାଡି କେନ୍ଦ୍ରରେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଏପ୍ରିଲ ୧୭ରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାଠପଢ଼ା ସକାଳ ୭ଟାରୁ ଦିନ ୧୦ ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳମାନେ ସେମାନଙ୍କ ଜିଲାର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକର ସମୟ…

ଅସଦଙ୍କୁ ହତ୍ୟା କରିବାର କ’ଣ କାରଣ ଥିଲା: କପିଲ ସିବଲ…

ନୂଆଦିଲ୍ଲୀ,୧୬।୪ : ଅତିକ ଅହମ୍ମଦଙ୍କ ପୁଅ ଅସଦଙ୍କ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ଯେ ୧୯ ବର୍ଷ ବୟସର ଜଣେ ଯୁବକ କିପରି ଦେଶର ସୁରକ୍ଷା ପ୍ରତି ବିପଦ ହୋଇପାରେ? ଯଦି ଆପଣ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri