Home Middle

୨୯ ତାରିଖ ସମସ୍ତ ସ୍କୁଲ୍‌ ଛୁଟି: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୬।୮: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଉପଲକ୍ଷରେ ରାଜ୍ୟ ସରକାର ୨୯ ଅଗଷ୍ଟ (ଶୁକ୍ରବାର) ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ୍‌ ରଖିବାକୁ ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗର ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

8th Pay Commission: ୨୦୨୮ ପୂର୍ବରୁ ବଢିବନି ଦରମା କି ପେନସନ୍ !

ନୂଆଦିଲ୍ଲୀ,୨୬।୮: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ୮ମ ବେତନ କମିଶନ ଲାଗୁ ହେବା ନେଇ ବଡ଼ ଅପଡେଟ ସାମ୍ନାକୁ…

ବିଜେଡିରେ ଛାତ୍ର ସଂଗଠନ ପାଇଁ ବଡ଼ ନିଷ୍ପତ୍ତି ନେଲେ ନବୀନ, ଏହି ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୬।୮: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ୍ ଯୁବ ଓ ଛାତ୍ର ସଂଗଠନରେ ନୂଆ ନେତୃତ୍ୱ ଗଠନ କରିଛନ୍ତି। ଏହି ନିଯୁକ୍ତି ଅନ୍ତର୍ଗତ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ଏବଂ ଈପ୍ସିତା ସାହୁଙ୍କୁ…

୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ପୁନରୁଦ୍ଧାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୮: ରାଜ୍ୟର ଐତିହାସିକ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂସ୍କୃତି ବିଭାଗ ଏକ ନୂଆ ହେରିଟେଜ୍‌ ପଲିସି ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଷୟରେ ଆଲୋଚନା ପାଇଁ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ସୋମବାର ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି(ଆଇଟି)ର ବିକାଶ ଲାଗି ନୂତନ ଆଇଟି ନୀତି ଆଣିଛନ୍ତି। ଭୁବନେଶ୍ୱର ଲୋକସେବା…

ଗାଜା ଦୁର୍ଭିକ୍ଷ

ମଧ୍ୟପ୍ରାଚ୍ୟର ଯୁଦ୍ଧବିଧ୍ୱସ୍ତ ପାଲେଷ୍ଟାଇନ୍‌ର ଗାଜାରେ ଏବେ ମନୁଷ୍ୟକୃତ ଦୁର୍ଭିକ୍ଷ ବା ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ୭ ଅକ୍ଟୋବର ୨୦୨୩ର ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ଜାତିସଂଘ କହିଛି । ଦୀର୍ଘ…

ଚାଇନାକୁ ଧମକାଇଲାଣି ଆମେରିକା, ଡ୍ରାଗନ ଭାରତର ନିକଟତର ହେବାରୁ ବଢୁଛି ଚିନ୍ତା?

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ, ବର୍ତ୍ତମାନ ଏହାର ସମୟସୀମା ଶେଷ ହେବାକୁ ଯାଉଛି। ଏହାର ଠିକ ପୂର୍ବରୁ, ଟ୍ରମ୍ପ ଚାଇନାକୁ ଧମକ…

ତିବ୍ବତରେ ବିଶାଳ ଡ୍ୟାମ ନିର୍ମାଣ କରୁଛି ଚାଇନା: ଭାରତରେ ସୃଷ୍ଟି ହେଲା ଜଳଯୁଦ୍ଧର ଆଶଙ୍କା

ନୂଆଦିଲ୍ଲୀ,୨୫ା୮: ଚାଇନା ତିବ୍ଦତର ମେଦୋଗ କାଉଣ୍ଟିରେ ବ୍ରହ୍ମପୁତ୍ର ନଦୀ (ତିବ୍ଦତୀୟ ନାମ: ୟାରଲୁଙ୍ଗ ଜାଙ୍ଗବୋ) ଉପରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଭାରତ ଓ ବାଂଲାଦେଶରେ ଜଳ ସୁରକ୍ଷା ନେଇ ଗଭୀର ଚିନ୍ତା ସୃଷ୍ଟି…

କ୍ୟାବିନେଟ୍‌ରେ ୪ଟି ପ୍ରସ୍ତାବ ପାରିତ: ଇଲେକ୍ଟ୍ରୋନିକ୍‌, IT ପଲିସିକୁ ଅନୁମୋଦନ

ଭୁବନେଶ୍ୱର,୨୫।୮: ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ପରେ ଏହି ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋନିକ୍‌ ଓ ଆଇଟି ବିଭାଗର ୨ଟି ଏବଂ ସଂସଦୀୟ ବ୍ୟାପାର ଓ ସାଧାରଣ…

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୀପାବଳି ପୂର୍ବରୁ ମିଳିବ…

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଗୁଜରାଟରେ ପହଞ୍ଚିଥିଲେ। ଅହମ୍ମଦାବାଦ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ରୋଡ ଶୋ ପାଇଁ ବାହାରିଥିଲେ। ରୋଡ ଶୋ କରୁଥିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦି…

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ, ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡି…

ଭୁବନେଶ୍ୱର,୨୫।୮: ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଶ୍ରମିକମାନେ ଯେଉଁ ରାଜ୍ୟକୁ ଦାଦନ ପାଇଁ…

EDକୁ ଦେଖି ଛାତରୁ ଡେଇଁଲେ ବିଧାୟକ: ଆଉ ତା’ପରେ ଘଟିଗଲା…

କୋଲକାତା,୨୫।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୁଣି ଥରେ ସ୍କୁଲରେ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିରେ ହୋଇଥିବା ଅଭିଯୋଗ ଘୋଟାଲାର ତଦନ୍ତକୁ ଦ୍ରୁତ ଗତିରେ ଆଗକୁ ବଢାଇଛି। ସୋମବାର ED ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ବରୱାନ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri