ଦୀପାବଳିରେ ଝିଅର ମୁହଁ ଦେଖାଇଲେ ଦୀପିକା, ରଣବୀର
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଦୀପାବଳି ଅବସରରେ ତାଙ୍କ ଝିଅ ଦୁଆ (Dua) ସହିତ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଦୀପିକା ଓ ରଣବୀର ସେମାନଙ୍କର ମିଳିତ ଇନଷ୍ଟାଗ୍ରାମ…
କ୍ୱିକ୍ କମର୍ସ ବଢ଼ାଇବାକୁ ୬୦୦ ‘ଡାର୍କ ଷ୍ଟୋର୍’ ଖୋଲିଲା ରିଲାଏନ୍ସ; ବ୍ଲିଙ୍କିଟ୍, ସ୍ୱିଗି, ବିଗବାସ୍କେଟ୍ ପାଇଁ କଠିନ ପ୍ରତିଯୋଗିତା
ନୂଆଦିଲ୍ଲୀ,୨୧।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ରିଟେଲ୍ ଉଦ୍ୟୋଗ ରିଲାଏନ୍ସ ରିଟେଲ୍ ଦେଶରେ ‘କ୍ୱିକ୍ କମର୍ସ’ (Quick Commerce) ବ୍ୟବସାୟକୁ ବଢ଼ାଇବା ପାଇଁ ବ୍ଲିଙ୍କିଟ୍ (Blinkit), ସ୍ୱିଗି (Swiggy) ଓ ବିଗ୍ ବାସ୍କେଟ୍ (BigBasket) ଭଳି କମ୍ପାନୀକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି।…
ଏସିଆ କପ୍ ଟ୍ରଫି ବିବାଦ: ‘ଖେଳାଳି ପଠାଇ ଟ୍ରଫି ନେଇଯାଅ’, ବିସିସିଆଇକୁ ମୋହସିନ୍ ନକଭିଙ୍କ ଜବାବ
ନୂଆଦିଲ୍ଲୀ,୨୧।୧୦: ଏସିଆ କପ୍ ୨୦୨୫ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଟ୍ରଫି ମିଳିବା ନେଇ ବିବାଦ ଜାରି ରହିଛି। ବିସିସିଆଇ (BCCI) ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ ଏସୀୟ କ୍ରିକେଟ୍ ପରିଷଦ (ACC) ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ…
ଦୀପାବଳିରେ ରେକର୍ଡ ୬ ଲକ୍ଷ କୋଟିର ରେକର୍ଡ ବ୍ୟବସାୟ, ଗ୍ରାହକ ବାଛିଲେ ସ୍ୱଦେଶୀ ସାମଗ୍ରୀ
ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ଦୀପାବଳିରେ ସାରା ଦେଶର ବଜାରରେ ରେକର୍ଡ ବ୍ୟବସାୟ ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ରିପୋର୍ଟ ଅନୁଯାୟୀ, ଦୀପାବଳିରେ ମୋଟ ୬.୦୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ…
ନୂଆପଡ଼ା ଉପନିର୍ବାଚନ: ଭାଜପା ବିରୋଧରେ ବଡ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଏକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ…
ଲୋକପାଳଙ୍କ ପାଇଁ BMW କାର୍ କିଣିବାକୁ ଟେଣ୍ଡର, ଦୁର୍ନୀତି ବିରୋଧୀ ସଂସ୍ଥା ପାଇଁ ଦାମୀ କାର୍ କିଣାକୁ ନେଇ ବିବାଦ
ନୂଆଦିଲ୍ଲୀ,୨୧।୧୦: ଦୁର୍ନୀତି ନିବାରଣ ସଂସ୍ଥା ‘ଲୋକପାଳ’ ପାଇଁ ୭ଟି ବିଳାସପୂର୍ଣ୍ଣ BMW 330 Li (Long Wheel Base) କାର୍ କିଣିବାକୁ ସାର୍ବଜନୀନ ଟେଣ୍ଡର ଆହ୍ୱାନ କରାଯାଇଛି। ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଟି BMW କାର୍ର…
ଭାରତକୁ ଧୋକା ଦେଲା ଚାଇନା: ବନ୍ଧୁତାର ହାତ ବଢାଇ….
ନୂଆଦିଲ୍ଲୀ,୨୧।୧୦: ପଡ଼ୋଶୀ ଚାଇନା ଭାରତକୁ ଆଉ ଏକ ଝଟକା ଦେଇଛି। ଆମେରିକାର ହାଇ ଟାରିଫ୍ ପରେ ଭାରତ ନିକଟକୁ ଆସୁଥିବା ନୂଆଦିଲ୍ଲୀର ବୈଦ୍ୟୁତିକ ଯାନ ଏବଂ ବ୍ୟାଟେରୀ ଉପରେ ସବସିଡି ବିରୋଧରେ ଚାଇନା ବିଶ୍ୱ ବାଣିଜ୍ୟ ସଂଗଠନରେ ଅଭିଯୋଗ ଦାଖଲ କରିଛି।…
ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ: ଜଣେ ଅଟକ
ପୁରୀ,୨୧।୧୦: ପୁଣି ଶ୍ରୀମନ୍ଦିର ଭିତରକୁ ଯାଇଛି ମୋବାଇଲ ଫୋନ। ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ସେ ଧରାପଡ଼ିଛନ୍ତି। ଗୁମାସ୍ତା ଫୋନ୍ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। Dharitri…
କିଏ ସେ ସାନେ ତାକାଇଚି, ଯିଏ ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଟୋକିଓ,୨୧।୧୦: ଜାପାନ ପାଇଁ ମଙ୍ଗଳବାର ଏକ ଐତିହାସିକ ଦିନ ଥିଲା। ଜାପାନର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ଅଛନ୍ତି। ଅକ୍ଟୋବର ୨୧ରେ ଜାପାନ ସଂସଦ ସାନାଏ ତାକାଇଚିଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରି ଇତିହାସ…
ଜେଲରେ ଜୀବନ ହାରିଲେ ବିଚାରାଧୀନ ବନ୍ଦୀ
ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ସୋମବାର ରାତିରେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଅତାବିରା ଥାନା ଜହ୍ନାପଡା ଗ୍ରାମର ଗିରିଧାରୀ ରୋହିଦାସ(୩୮) । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ…
ପାଣିପାଗ ବିଭାଗର ସତର୍କ ସୂଚନା, ଆଜିଠାରୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧।୧୦: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଆସନ୍ତାକାଲି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ…
ବିହାର ନିର୍ବାଚନ ପୂର୍ବରୁ ଭାଜପାର ଚାଣକ୍ୟ ଚଳାଇଲେ ଜବରଦସ୍ତ ଚାଲ, ବିଦ୍ରୋହୀଙ୍କର ବଢିଲା ଚିନ୍ତା
ନୂଆଦିଲ୍ଲୀ,୨୧।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଭାରତୀୟ ଜନତା ପାର୍ଟି (ଭାଜପା)ର ଚାଣକ୍ୟ ଭାବରେ ଜଣାଶୁଣା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ସଫଳ ହୋଇଛି। ସେ ତିନି ଦିନିଆ ବିହାର ଗସ୍ତରେ…
Archives


