ଶକ୍ତି-ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବିକାଶଶୀଳ ଦେଶଙ୍କ ସହ କାର୍ଯ୍ୟ କରିବ ଭାରତ: ଜୟଶଙ୍କର
ପାନାମା ସିଟି,୨୬।୪ : ଶକ୍ତି ଏବଂ ଖାଦ୍ୟ ନିରାପତ୍ତା ହେଉଛି ଦୁଇଟି ବଡ଼ ଆହ୍ବାନ। ବିକାଶଶୀଳ ଦେଶଗୁଡିକ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ଭାରତୀୟ ବହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଆଗାମୀ ଦିନରେ ଭାରତ ସେହି…
ଛତିଶଗଡ ଦାନ୍ତଓ୍ବୋଡାରେ ମାଓବାଦୀ ଆକ୍ରମଣ, ୧୧ ଯବାନ ଶହୀଦ
ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦାନ୍ତଓ୍ବୋଡାରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏହି ମାଓବାଦୀ ଆକ୍ରମଣରେ ୧୧ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। କୁହାଯାଉଛି କି ମାଓବାଦୀମାନେ ଦାନ୍ତଓ୍ବୋଡାର ଅରନପୁର ଜଙ୍ଗଲରେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆଇଇଡି ବିସ୍ଫୋରଣ ଯୋଗୁ…
ରାହୁଲଙ୍କ ବୟସ ୫୦ ବର୍ଷ, ହେଲେ ବୁଦ୍ଧି ୫ ବର୍ଷ ପିଲା ଭଳି: ଶିବରାଜ…
ବେଙ୍ଗାଲୁରୁ,୨୬।୪ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଖୁବ କମ ସମୟ ବାକି ଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଉଛନ୍ତି। ବୁଧବାର ଭାଜପାର ବହୁ ବଡ ନେତା ନିର୍ବାଚନୀ ପ୍ରଚାରକୁ ଡେଇଁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…
ୟୁପିରେ ପ୍ରଭୁ ଶ୍ରୀରାମ, କର୍ନାଟକରେ ହନୁମାନ: ନିର୍ବାଚନୀ ସଭାରେ କହିଲେ ଯୋଗୀ…
ନୂଆଦିଲ୍ଲୀ,୨୬।୪ : କର୍ନାଟକ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଜାରି ରହିଛି। ଏହିକ୍ରମରେ ଭାଜପାର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କର୍ନାଟକରେ ଦଳୀୟ…
ନିଜ ରକ୍ତରେ ଲେଖିଦେବି ଶେଟ୍ଟାର କେବେ ବି ଜିତିବେନି: ୟେଦୁରପ୍ପା…
ବେଙ୍ଗାଲୁରୁ,୨୬।୪ : କର୍ନାଟକରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହିକ୍ରମରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ବିଏସ ୟେଦୁରପ୍ପା କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ…
ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ରହିଥିବା କେସିଆର କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ, ହେଲେ ଦଳ ରଖିଲା ଏମିତି ମତ
ନୂଆଦିଲ୍ଲୀ, ୨୬।୪:୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ନୀତୀଶ ବିରୋଧୀ ଦଳ ନେତାଙ୍କ ସହ ଭେଟ କରି ସମସ୍ତଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ…
ପ୍ରକାଶ ସିଂଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡରେ ପହଞ୍ଚିଲେ ମୋଦି
ଚଣ୍ଡିଗଡ଼,୨୬।୪:ଶିରୋମଣି ଅକାଳୀ ଦଳର ପ୍ରତିଷ୍ଠାତା ଏବଂ ପଞ୍ଜାବର ତୁଙ୍ଗ ନେତା ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ସିଂ ଖଟ୍ଟର ଏବଂ…
ଆଇପିଏଲର ୩୬ ତମ ମ୍ୟାଚ: ଆରସିବି-କେକେଆର ଲଢ଼େଇ…
କୋଲକାତା,୨୬।୪ : ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭେଟିବ। ବିଜୟ ଅଭିଯାନକୁ ଫେରିବା ପାଇଁ କୋଲକାତା ଆଶା ରଖିଛି। ଅନ୍ୟପକ୍ଷରେ ଆରସିବି ଗତ ଦୁଇଟି ମ୍ୟାଚ…
ସୁଦାନରେ ଜୈବିକ ବୋମା ବିକଶିତ କରାଯିବା ଆଶଙ୍କା: ଡବ୍ଲୁଏଚଓ ଚେତାବନୀ…
ଜେନେଭା,୨୬।୪ : ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ହିଂସା ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଏକ ଭୟଙ୍କର ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି, ସୁଦାନରେ ରାପିଡ ସପୋର୍ଟ ଫୋର୍ସ ରାଜଧାନୀ ଖାର୍ତୁମରେ ଥିବା ଜାତୀୟ ଜନସ୍ବାସ୍ଥ୍ୟ ଲାବୋରେଟୋରୀକୁ ଜବରଦଖଲ କରି ଜୈବିକ…
ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା କଲେ ହାଇକୋର୍ଟ
କୋଲକାତା,୨୬।୪: ଜଣେ ବ୍ୟକ୍ତିଙ୍କୁ ଅବୈଧ ଗିରଫ କରି ଅଡୁଆରେ ପଶ୍ଚିମବଙ୍ଗ ସରକାର। କୋଲକାତା ହାଇକୋର୍ଟ ମଙ୍ଗଳବାର ସରକାରଙ୍କୁ ୨ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି ସରକାର ନିଜ କ୍ଷମତାର ଅପବ୍ୟବହାର କରି ସାଧାରଣ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…
ରୋହିତ ବିରତି ନେବା ଆବଶ୍ୟକ: ଗାଭାସ୍କର…
କୋଲକାତା,୨୬।୪ : ମଙ୍ଗଳବାର ଆଇପିଏଲj ୩୫ତମ ମ୍ୟାଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଭାରତର ପୂର୍ବତନ ଅଧିନାୟକ ତଥା ଭେଟେରାନ…
କେଜରିଓ୍ବାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ: ଶରଦ ପାଓ୍ବାର…
ମୁମ୍ବାଇ,୨୬।୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଅରବିନ୍ଦ କେଜରିୱାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ଏଏପି ଅଭିଯୋଗ…
Archives


