ଆଇପିଏଲ ପ୍ଲେ ଅଫ୍ କେବେ, କେଉଁଠି ?…
କୋଲକାତା,୨୨।୫ : ଆଇପିଏଲ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖେଳାଯାଇଥିବା ୭୦ ଟି ଲିଗ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଗୁଜରାଟ ଟାଇଟାନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ଲେ…
ହାଇ ଭୋଲଟେଜ ପାୱାର ଲାଇନରେ ବାୟୁସେନା ଚପର ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ…
କାବୁଲ,୨୨।୫ : ଆଫଗାନିସ୍ତାନର ହାଇ ଭୋଲଟେଜ ପାୱାର ଲାଇନକୁ ବାୟୁସେନା ଚପର ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ଉତ୍ତର ସାମଙ୍ଗାନ ପ୍ରଦେଶରେ ପାଟ୍ରୋଲିଂ କରୁଥିବା ସମୟରେ ଏଭଳି ଘଟିଛି। ଏହି ଦୁର୍ଘଟଣାରେ…
ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ଗଣତନ୍ତ୍ରର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା: ସାମ ପିଟ୍ରୋଡା…
ଓ୍ବାଶିଂଟନ,୨୨।୫ : ସାମ ପିଟ୍ରୋଡା ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ଗସ୍ତର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା। ଜୁନ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ କରିବେ। ଏହି ଗସ୍ତକ୍ରମରେ ସେ…
ଜି-୭ ଶିଖର ସମ୍ମିଳନୀ ନେଇ ଚାଇନା କ୍ରୋଧିତ: ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ, ବଦନାମ ଅଭିଯୋଗ…
ବେଜିଂ,୨୨।୫ : ଜି-୭ ଶିଖର ସମ୍ମିଳନୀରେ ଚାଇନା କ୍ରୋଧିତ ହୋଇ ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛି। ଏହା ସହିତ ବଦନାମ ଅଭିଯୋଗ ମଧ୍ୟ କରିଛି। ବେଜିଂ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଚାଇନା ଉପ ବୈଦେଶିକ ମନ୍ତ୍ରୀ ସନ ୱିଡୋଙ୍ଗ…
୫ ଶହ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଗ୍ଲୋବାଲ ନେଟୱାର୍କ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢ଼େଇକୁ କରିବ ସହଜ, ଭାରତ ବି ସାମିଲ…
ନୂଆଦିଲ୍ଲୀ,୨୨।୫ : ଗ୍ଲୋବାଲ ନେଟୱାର୍କ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢ଼େଇକୁ ସହଜ କରିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଆନ୍ତର୍ଜାତୀୟ ପାଥୋଜେନ ସର୍ଭିଲାନ୍ସ ନେଟୱାର୍କ (ଆଇପିଏସଏନଏ) ଲଞ୍ଚ କରିଛି। ଏଥିରେ ଭାରତ ମଧ୍ୟ ସାମିଲ ହୋଇଛି। ସଂକ୍ରାମକ ରୋଗର ବିପଦରୁ ବିଶ୍ୱକୁ ରକ୍ଷା…
ଇନଫ୍ଲୁଏଞ୍ଜା ଏ, ବି-କରୋନା ଭୁତାଣୁ ଗୋଟିଏ ପରୀକ୍ଷାରେ ହେବ ଚିହ୍ନଟ: ଟେଷ୍ଟ କିଟ ଉତ୍ପାଦନ ପାଇଁ ଘରୋଇ କମ୍ପାନୀମାନଙ୍କଠାରୁ ପ୍ରସ୍ତାବ ଲୋଡିଲା ଆଇସିଏମଆର…
ନୂଆଦିଲ୍ଲୀ,୨୨।୫ : ଭାରତୀୟ ବୈଜ୍ଞାନିକମାନେ ଏକ କୌଶଳ ଆବିଷ୍କାର କରିଛନ୍ତି ଯାହା ମାଧ୍ୟମରେ କେବଳ ଗୋଟିଏ ନମୁନା ସ୍ବାଇନ ଫ୍ଲୁ ଏ, ବି ଏବଂ କରୋନା ଭୁତାଣୁ ସଂକ୍ରମଣକୁ ଚିହ୍ନଟ କରିପାରିବ। ଏପର୍ଯ୍ୟନ୍ତ ଆମେରିକା, ଚାଇନା, ଜାପାନ ଏବଂ ରୁଷିଆ ଭଳି…
ଶପଥ ନେଲେ ୩ ନୂଆ ମନ୍ତ୍ରୀ
ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସୋମବାର ରାଜ୍ୟର ତିନି ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍…
ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ …
ହାଇଦ୍ରାବାଦ,୨୨।୫ : ଉଚ୍ଚାଭିଳାଷୀ ମିଶନ ଅଧୀନରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ କରିପାରେ। ମହାକାଶଯାନ ସହିତ ଜଡିତ ସମସ୍ତ ଆବଶ୍ୟକୀୟ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ମହାକାଶଯାନରେ ପେଲୋଡ…
ଶପଥ ନେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର,୨୨ା୫(ବ୍ୟୁରୋ): ସୋମବାର ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଛି। ସର୍ବପ୍ରଥମେ ବିକ୍ରମ କେଶରୀ ଆରୁଖ ଶପଥ ନେଇଛନ୍ତି। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିକ୍ରମ କେଶରୀଙ୍କୁ ପଦ ଗୋପନୀୟତାର ଶପଥ…
୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁ ନ ଥିଲେ ମୋଦି: ପୂର୍ବତନ ମୁଖ୍ୟ ଶାସନ ସଚିବ…
ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର କହିଛନ୍ତି ୨୦୧୬ ମସିହାରେ ବିମୁଦ୍ରୀକରଣ ଘଟିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟ ଆଣିବା ସପକ୍ଷରେ ନ ଥିଲେ। କାରଣ ସେ ଅନୁଭବ…
ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…
ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି ସହିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ ବାଣିଜ୍ୟ ଏବଂ…
Archives


