ଜଳୁଛି ମଣିପୁର-ଜମ୍ମୁରେ ଯବାନ ଶହୀଦ, ଦି କେରଲା ଷ୍ଟୋରି ନେଇ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ: ଓଓ୍ବାଇସିଙ୍କ ସମାଲୋଚନା…
ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଏହି ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦି କେରଲା ଷ୍ଟୋରି ଭଳି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମଣିପୁର ହିଂସା: ସରକାରୀ କ୍ୱାର୍ଟର୍ସରୁ ଘୋଷାଡି ଆଣି ଆୟକର ବିଭାଗ ଅଫିସରଙ୍କୁ ହତ୍ୟା
ଇମ୍ଫାଲ,୬।୫: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି। ଏହି ଘଟଣା ବିଷୟରେ ଭାରତୀୟ ରାଜସ୍ବ ସେବା ସଂଘ(ଆଇଆର୍ଏସ୍) ଟୁଇଟ୍ କରିି ସୂଚନା ଦେଇଛି। ସଂଘ ଏହି…
ଆର୍ଥିକ ସହାୟତାର ଲୋଭ ଦେଖାଇଲେ ପାକିସ୍ତାନ ଗସ୍ତରେ ଥିବା ଚାଇନା ବିଦେଶ ମନ୍ତ୍ରୀ…
ବେଜିଂ/ଇସଲାମାବାଦ,୬।୫ : ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଙ୍ଗଙ୍କ ଇସଲାମାବାଦ ଗସ୍ତ ପାକିସ୍ତାନରେ ବହୁତ ଆଶା ସୃଷ୍ଟି କରିଛି। ଏଠାରେ ପହଞ୍ଚିବା ପରେ ଚିନ କହିଛନ୍ତି ସେ ପାକିସ୍ତାନର ଆର୍ଥିକ ଅସୁବିଧା ବିଷୟରେ ଜାଣିଛନ୍ତି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା ତାଙ୍କର…
ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…
ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି ସରକାରୀ…
ଯୁଦ୍ଧକ୍ଷେତ୍ରରେ ଚିତ୍ର ଦେଖିପାରିବେ କମାଣ୍ଡର, ଶତ୍ରୁଙ୍କ ସ୍ଥିତି ଆକଳନ କରି ହେବ ପ୍ରହାର…
ନୂଆଦିଲ୍ଲୀ,୬।୫ : ସମୟ ବଦଳିବା ଏବଂ ଚ୍ୟାଲେଞ୍ଜ ବଢ଼ିବା ମଧ୍ୟରେ ଭାରତୀୟ ସେନାକୁ ଆଧୁନିକୀକରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଅନ୍ତର୍ଗତ ସେନା ଏହିପରି ଅନେକ ପ୍ରକଳ୍ପର କାର୍ଯ୍ୟ କରୁଛି, ଯାହା ସମାପ୍ତ ହେବା ପରେ ଆମର ସେନା ଆଧୁନିକ…
ଟସ ଜିତିଲା ସିଏସକେ, ପ୍ରଥମେ ବୋଲିଂ…
ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ…
ଯୋଜନା ପରିବର୍ତ୍ତନ ହୋଇ ନ ଥିଲେ, ସେନାରେ ଥାଆନ୍ତି: ଶିନ୍ଦେ…
ମୁମ୍ବାଇ,୬।୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଯଦି ଟ୍ରେନିଂ ନେବାକୁ ଯାଉଥିବା ସମୟରେ ସେ ନିଜ ଯୋଜନା ପରିବର୍ତ୍ତନ କରି ନ ଥାନ୍ତେ, ତେବେ ସେ ହୁଏତ ଭାରତୀୟ ସେନାରେ କାର୍ଯ୍ୟ କରୁଥାନ୍ତେ। ତେବେ ତାଙ୍କ ନିଷ୍ପତ୍ତି ନେଇ…
‘ବିଚାରପତିଙ୍କର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି’, ଲାଇଭ ଷ୍ଟ୍ରିମିଂକୁ ନେଇ କହିଲେ ସିଜେଆଇ
ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଆଜି ଜଜ ଭାବେ ଆମର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଆମେ ସୋସିଆଲ ମିଡିଆ ସମୟରେ କାମ କରୁଛୁ। କୋର୍ଟରେ ଆମେ ଯାହାବି କରୁଛୁ ଏହାର ଗୋଟିଏ ଗୋଟିଏ ଶବ୍ଦ ସାର୍ବଜନିକ…
ଦିଲ୍ଲୀରେ ଡିସି-ଆରସିବି ମୁହାଁମୁହିଁ, ବିରାଟଙ୍କ ଯୋଗୁଁ ସମର୍ଥନ ବିଭାଜନ ହେବା ଆଶଙ୍କା…
ନୂଆଦିଲ୍ଲୀ,୬।୫ : ଆଇପିଏଲ୍ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବ। ଦଳ ସାମ୍ନାରେ ଦୁଇଟି ବଡ଼ ଚ୍ୟାଲେଞ୍ଜ…
ଏଲ କ୍ଲାସିକୋ ମ୍ୟାଚରେ ସିଏସକେ-ଏମଆଇ ଲଢ଼େଇ…
ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ…
ଦୈନିକ ସଂକ୍ରମଣ ୩ ହଜାରରୁ କମ,ସକ୍ରିୟ ମାମଲା ୩୧ ହଜାର ତଳେ…
ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ ମୃତ
ଜେରୁଜେଲମ୍,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ସପ୍ତାହ ପୂର୍ବରୁ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମାବର୍ତ୍ତୀ ଆକ୍ରମଣର…
Archives


