Home Middle

‘କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି…’, ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଜବାବ ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ, କ୍ଷେତରେ…

୨୦୨୪ରେ ପୁଣି କ୍ଷମତାକୁ ଫେରିବ ଭାଜପା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ ଭାଜପା ଫେରିବ। ୨୦୧୮ରେ ବି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ତାହା ସେମାନଙ୍କର ଫ୍ଲୋରଟେଷ୍ଟ…

ଅନାସ୍ଥା ପ୍ରସ୍ତାବ ଈଶ୍ୱରଙ୍କ ଆଶୀର୍ବାଦ: ମୋଦି

ନୂଆଦିଲ୍ଲୀ,୧୦।୮: ଶେଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ମତ ରଖିଛନ୍ତି। ଏହି ସମୟରେ ସେ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ମୁଁ ଦେଶର…

ସିଦ୍ଦାରାମାୟା-ଶିବକୁମାରଙ୍କ ବିରୋଧରେ ଥିବା ୯ଟି ମାମଲା ପ୍ରତ୍ୟାହାର କଲେ ସରକାର

ଉଭୟ ନେତାଙ୍କ ବିରୋଧରେ ପଞ୍ଜୀକୃତ କୋଭିଡ ୧୯ ନିୟମ ଉଲ୍ଲଂଘନ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ କର୍ନାଟକ ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ଅନ୍ୟମାନଙ୍କ…

ମୋଦିଙ୍କ ଲୋକ ସଭା ସ୍ପିଚ ପୂର୍ବରୁ ଭାଜପା ସେୟାର କଲା ପୁରୁଣା ଭିଡିଓ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବର ଜବାବ ଦେବା ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏକ ପୁରୁଣା ଭିଡିଓ ସେୟାର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକ ସଭାରେ ପୁରୁଣା…

କ୍ୟାନସର ପୀଡ଼ିତା ସ୍ତ୍ରୀଙ୍କୁ ନିଜ ହାତରେ ଖୁଆଇଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ,୧୦ା୮: ରୋଡ୍‌ ରେଜ୍‌ ମାମଲାରେ ଜେଲରୁ ବାହାରିବା ପରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁ ଆଜିକାଲି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଡକ୍ଟର…

ନିର୍ବାଚନ କମିଶନ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୦ା୮: ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ ଆୟୋଗ (ଇସି )ଙ୍କ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏକ ବିଲ୍‌ ଆଗତ କରିଛନ୍ତି। ସିସି ଏବଂ ଇସି ନିଯୁକ୍ତି ପାଇଁ ଗଠିତ…

ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ରାଜ୍ୟର ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।…

ଏନଡିଏକୁ ଝଟ୍‌କା! ଅନାସ୍ଥା ପ୍ରସ୍ତାବରେ ବିରୋଧିଙ୍କୁ ସମର୍ଥନ କଲା ଏନଡିଏର ସହଯୋଗୀ ପାର୍ଟି ଏମଏନଏଫ୍‌

ନୂଆଦିଲ୍ଲୀ,୧୦।୮: ତିନି ମାସରୁ ଉର୍ଦ୍ଧ ସମୟ ଧରି ଥମି ନ ଥିବା ମଣିପୁର ହିଂସା ଏବେ ରାଜନୈତିକ ବୟାନବାଜିରେ ପରିଣତ ହୋଇଛି। ହିଂସାକୁ ନେଇ ଦେଶର ପ୍ରଧାନ ସେବକଙ୍କ ନିରବତାରେ ଗୋଟିଏ ଗୋଟିଏ ରାଜ୍ୟ ଜିଅନ୍ତା ଦଗ୍ଧ ହେଉଥିବାବେଳେ କେନ୍ଦ୍ରର ବେପରୁଆପଣ…

ଥରିଲା ଫିଲିପାଇନ୍ସ

ମାନିଲା,୧୦ା୮: ଗୁରୁବାର ପୂର୍ବାହ୍ନରେ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଫିଲିପାଇନ୍ସର ସାରଙ୍ଗାନିର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୭ ରହିଥିବା ବେଳେ ୧୧୬.୫…

ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଚନ୍ଦ୍ର ଓ ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୧୦।୮: ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଏବଂ ଚନ୍ଦ୍ରର ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ପୂର୍ବ ଟ୍ବିଟର୍‌) ହ୍ୟାଣ୍ଡେଲରେ ଶୟାର କରିଛି।…

ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ୱିଟୋ,୧୦।୮: ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସାରେ କ୍ୱିଟୋରେ ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ଭିଲାଭିକେନ୍ସିଓଙ୍କୁ ହତ୍ୟା କରାଯାଇଛି। ଏକ ରାଜନୈତିକ ସମାବେଶରେ ଏହି ଘଟଣା ଘଟିଛି। ପ୍ରାୟ ଦୁଇ ସପ୍ତାହ ପରେ ଇକ୍ୟୁଏଡୋରରେ ରାଷ୍ଟ୍ରପତି ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?