ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ
ମଙ୍ଗ କକ୍ (ହଂକଂ), ୨୨ା୬(ପି.ଟି.): ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ଇମର୍ଜିଂ ଏସିଆ କପ୍ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ବୁଧବାର ଖେଳା ଯାଇଥିବା ଟାଇଟଲ୍ ମୁକାବିଲାରେ ଦଳ ବାଂଲାଦେଶକୁ ୩୧ ରନ୍ରେ ପରାସ୍ତ କରିଛି। ଭାରତୀୟ ସ୍ପିନର…
କୁଏତ୍ ଜିତିଲା ଉଦ୍ଘାଟନୀ ମ୍ୟାଚ
ବେଙ୍ଗାଲୁରୁ, ୨୨।୬ (ପି.ଟି.): ସାଫ୍ (ସାଉଥ୍ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ୍ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ ଜିତିଛି କୁଏତ। ଏହି ଦଳ ୩-୧ ଗୋଲରେ ନେପାଳକୁ ପରାସ୍ତ କରିଛି। ଆମନ୍ତ୍ରଣୀୟ ଦଳ ଭାବେ ପ୍ରଥମଥରପାଇଁ ସାଫ୍…
ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ହରାଇଲା ଭାରତ
ବେଙ୍ଗାଲୁରୁ, ୨୨।୬: ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏହାର ସାଫ୍ ଫୁଟବଲ ଚାମ୍ପିୟନଶିପ୍ ଅଭିଯାନ ଆରମ୍ଭ କରିଛି। ଘଟଣା ବହୁଳ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୦ ଗୋଲରେ ପାକିସ୍ତାନକୁ…
ଦଳିତ ଯୁବତୀଙ୍କୁ ପୋଲିସର ଗଣବଳାତ୍କାର ପରେ ହତ୍ୟା
ଜୟପୁର, ୨୨ା୬ : ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ପୀଡ଼ିତାଙ୍କ…
ପ୍ରଶ୍ୱାସରେ ମାଇକ୍ରୋପ୍ଲାଷ୍ଟିକ୍
ଓ୍ବାଶିଂଟନ୍,୨୨।୬,ଜ୍ୟୋର୍ତିମୟୀ ସେଠୀ: ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍ର ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ୍ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ହୋଇ ମାଇକ୍ରୋ ବା ଅତି କ୍ଷୁଦ୍ର ପ୍ଲାଷ୍ଟିକ୍ରେ ପରିଣତ ହେଉଛି। ଏହି ଅତି କ୍ଷୁଦ୍ର…
ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୋଦି
ପଣଜୀ, ୨୨ା୬(ପି.ଟି.): ୨୦୨୪ ପୂର୍ବରୁ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବୁଧବାର ଗୋଆରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀସ୍ତରୀୟ ବୈଠକର ଉଦ୍ଘାଟନ ଅଧିବେଶନରେ ମୋଦିଙ୍କ ରେକର୍ଡ ହୋଇଥିବା ବାର୍ତ୍ତା ପରିବେଷଣ…
ଗୁରୁଗ୍ରାମରେ ବର୍ଷାବିତ୍ପାତ
ନୂଆଦିଲ୍ଲୀ,୨୨।୬ : ଦିଲ୍ଲୀ ଗୁରୁଗ୍ରାମ ରାସ୍ତାରେ ବୁଧବାର ବହୁଘଣ୍ଟା ଧରି ଲଗାଣ ବର୍ଷା ହେବା ପରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ସ୍ଥାନରେ ପାଣି ଜମାହେବା ଫଳରେ ଗାଡ଼ି ମୋଟର ଯିବା ଆସିବା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।…
ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକାର ସମର୍ଥନ
ଓ୍ବାଶିଂଟନ/ନ୍ୟୁୟର୍କ, ୨୨ା୬,(ଅରୂପାନନ୍ଦ ଦେଠୀ): ଏକ ମହାଶକ୍ତି ଭାବେ ଭାରତର ଉତ୍ଥାନକୁ ଆମେରିକା ସମର୍ଥନ କରେ ଓ ଆଗାମୀ ଦିନରେ ଏହା ଜାରି ରହିବ। ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ କଥାବାର୍ତ୍ତା ପୂର୍ବରୁ ପରରାଷ୍ଟ୍ର…
ମଣିପୁର ଜଳୁଛି, ମୋଦି ପାରୁନାହାନ୍ତି
ନୂଆଦିଲ୍ଲୀ/ କୋହିମା/ ଗୁଆହାଟୀ,୨୨ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଦୀର୍ଘ ୫୦ ଦିନ ହେଲା ଜଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ନୀରବ ରହି ଏହି ହିଂସା ପ୍ରଭାବିତ ରାଜ୍ୟକୁ ଅଣଦେଖା କରୁଛନ୍ତି। ମୋଦି ନିଜ କର୍ତ୍ତବ୍ୟ ସମ୍ପାଦନରେ ସମ୍ପୂର୍ଣ୍ଣ…
ଶାହାଙ୍କୁ ଭେଟିଲେ ଜିତନ୍ରାମ ମାନ୍ଝି
ନୂଆଦିଲ୍ଲୀ, ୨୨ା୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ଆୟୋଜନ କରୁଥିବାବେଳେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍ଏଏମ୍) ଅଧ୍ୟକ୍ଷ ଜିତନ୍ରାମ ମାନ୍ଝି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ତାଙ୍କ ପାଇଁ ଶକ୍ତ ଧକ୍କା…
ମୋଦି ସରକାର ଗରିବ ବିରୋଧୀ: କଂଗ୍ରେସ
ନୂଆଦିଲ୍ଲୀ, ୨୨ା୬(ପି.ଟି.) : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ବିରୋଧୀ ବୋଲି ବୁଧବାର କଂଗ୍ରେସ ଅଭିଯୋଗ କରିଛି। ଖୋଲା ବଜାର ବିକ୍ରି ଯୋଜନା (ଓଏମ୍ଏସ୍ଏସ୍)ରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ବିକ୍ରି ବନ୍ଦ କରିଦେଇଛନ୍ତି। କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ…
ସ୍ଥାନୀୟ ସରକାରଙ୍କ ଆଇନ ମାନିବା ବ୍ୟତୀତ ଟୁଇଟରର ଅନ୍ୟ ପନ୍ଥା ନାହିଁ: ଏଲନ୍ ମସ୍କ
ନ୍ୟୁୟର୍କ, ୨୨ା୬ : ଯେକୌଣସି ଦେଶରେ ସ୍ଥାନୀୟ ସରକାରଙ୍କ ଆଇନକୁ ମାନିବା ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମର ଅନ୍ୟ ବିକଳ୍ପ ନାହିଁ ବୋଲି ଟୁଇଟର ମୁଖ୍ୟ ଏଲନ୍ ମସ୍କ ବୁଧବାର କହିଛନ୍ତି। ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ସମୟରେ…
Archives


