Home Middle

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ…

ଓ୍ବେଗନରର ବିଦ୍ରୋହ ପରେ କେଉଁଠି ଅଛନ୍ତି ପୁଟିନ, କୁଆଡେ ଯାଇଛନ୍ତି ପ୍ରେଗୋଜିନ

ମସ୍କୋ,୨୬।୬: ରୁଷିଆର ପ୍ରାଇଭେଟ ଆର୍ମି ବୋଲି କୁହାଯାଉଥିବା ଓ୍ବେଗନର ଗ୍ରୁପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଶେଷ ହୋଇଛି ସତ ହେଲେ ଏବେବି ବିପଦ ଟଳିନାହିଁ। ଓ୍ବେଗନର ଗ୍ରୁପର ବିଦ୍ରୋହ ଶେଷ ହେବା ପରେ ରୁଷିଆରେ ଅଦ୍ଭୁତ ପ୍ରକାର ପରିବେଶ…

ଆସାମ ବନ୍ୟା ବିତ୍ପାତ: ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

ଗୁଆହାଟୀ,୨୬।୬ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟର ୨୨ ଟି ଜିଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସାଧାରଣ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ବନ୍ୟା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଛି।…

ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ ଭାରତର ମାନ୍ୟତା ହ୍ରାସ ପାଇଛି, ଅର୍ଥନୈତିକ ପ୍ରଦର୍ଶନ ରହିଛି ଦୁର୍ବଳ…

ନୂଆଦିଲ୍ଲୀ,୨୬।୬ : ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ (ଆଇଏମଡି) ବିଶ୍ୱ ପ୍ରତିଯୋଗିତା ମାନ୍ୟତା ଅନ୍ତର୍ଗତ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ପ୍ରକାଶ କରିଛି । ଏହାର ସାମଗ୍ରିକ ର଼୍ୟାଙ୍କିଙ୍ଗରେ ସିଙ୍ଗାପୁର ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଏଥି ସହିତ…

ପ୍ରଧାନମନ୍ତ୍ରୀ ପଦ ଲୋଭରେ ବିରୋଧୀ ହୋଇଛନ୍ତି ଏକଜୁଟ: ବିଆରଏସ ନେତା…

ହାଇଦ୍ରାବାଦ,୨୬।୬ : ଜୁନ ୨୩ ରେ, ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତି…

ଲସ ଆଞ୍ଜେଲସରୁ ସାନ ଫ୍ରାନସିସକୋ ଆସୁଥିବା ବିମାନର ଇଞ୍ଜିନ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ

ହ୍ୟୁଷ୍ଟନ,୨୬।୬: ହ୍ୟୁଷ୍ଟନରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଆମେରିକାର ଟେକ୍ସାସରେ ଏକ ବିମାନର ଇଞ୍ଜନିରେ ଫସିଯିବା କାରଣରୁ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମୃତ୍ୟୁ ରାତି ପ୍ରାୟ ୧୦ଟା ୨୫ରେ…

ମୋ ସ୍ବାମୀଙ୍କ ଉପରେ ଘୃଣାଭାବ ରଖିଛନ୍ତି ଆନ୍ନାମଲାଇ: ସେନ୍ଥଲ ବାଲାଜୀଙ୍କ ସ୍ତ୍ରୀଙ୍କ ଅଭିଯୋଗ…

ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଭାଜପା ମୁଖ୍ୟ ଏନ ଅନାମଲାଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଘୃଣାଭାବ ରଖିଛନ୍ତି॥ ଏକ ବିବୃତ୍ତିରେ…

ଭାଜପାର ଶେଷ ପାଣ୍ଡବ ରାଜ୍ୟସଭା ଏମପି ହରଦ୍ୱାର ଦୁବେଙ୍କ ପରଲୋକ…

ଭୋପାଳ,୨୬।୬ : ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ହରଦ୍ୱାର ଦୁବେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦଳ ଏବଂ ପରିଚିତ ଲୋକମାନଙ୍କ ମଧ୍ୟରେ ଶୋକର…

ଜମ୍ମୁ-କଶ୍ମୀରର ୬ଟି ସ୍ଥାନରେ ଏନଆଇଏ ରେଡ

ଶ୍ରୀନଗର,୨୬।୬: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)ସୋମବାର ଘାଟିରେ ପ୍ରାୟ ଅଧା ଡଜନ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ସମ୍ପର୍କିତ ଏକ ମାମଲାର ଯାଞ୍ଚ ଆଧାରରେ ଏହି ଚଢାଉ କରାଯାଇଛି। ସୋମବାର ସକାଳେ ଏଜେନ୍ସିର ଟିମ ସୁରକ୍ଷାକର୍ମୀଙ୍କ ସହ…

ପାକିସ୍ତାନରେ ମହିଳା ନିର୍ଯାତନା ବଢୁଛି, ୪ ମାସରେ ୯୦୦ରୁ ଅଧିକ ମାମଲା…

ଇସଲାମାବାଦ,୨୬।୬ : ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ବଢ଼ିବାରେ ଲାଗିଛି। ଦେଶରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ସ୍ଥାୟୀ ସାମାଜିକ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଚାରି ମାସରେ…

ବିଦେଶରୁ ଫେରି ମୋଦିଙ୍କ ପ୍ରଶ୍ନ, ଦେଶରେ କ’ଣ ଚାଲିଛି…

ନୂଆଦିଲ୍ଲୀ,୨୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଳମ୍ବିତ ରାତିରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନଙ୍କୁ ଭାରତରେ କ’ଣ ଚାଲିଛି ବୋଲି…

କେନିଆର ୨ ଗାଁରେ ଆକ୍ରମଣ, ଘରେ ନିଆଁ ଲଗାଇଲେ ବିଦ୍ରୋହୀ: ୫ ମୃତ…

ନାଇରୋବି,୨୬।୬ : କେନିଆର ଦୁଇଟି ଗାଁ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ଦକ୍ଷିଣ ପୂର୍ବ କେନିଆର ଦୁଇଟି ଗ୍ରାମରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଅଛନ୍ତି। ପୋଲିସ କହିଛି ଆକ୍ରମଣକାରୀମାନେ ସୋମାଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri