Home Middle

ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ମୋଦି ଉପନାମ ମନ୍ତବ୍ୟ ସହ ଜଡିତ ମାନହାନି ମାମଲାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତ ରଖିବାକୁ ଏକ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ।…

ବିଦେଶୀ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ବୃଦ୍ଧିକଲେ ପୁଟିନ

ମସ୍କୋ,୨୧ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କଞ୍ଚାମାଲ ଏବଂ ସାମଗ୍ରୀର ଆମଦାନି ଏବଂ ରପ୍ତାନୀକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ କଞ୍ଚାମାଲ ଏବଂ ସାମଗ୍ରୀ ଆମଦାନୀ ତଥା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଏକ ନିର୍ଦ୍ଦେଶରେ ଦସ୍ତଖତ…

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୭(ଅନିଲ ଦାସ):ଲୋକସେବା ଭବନରେ ଶୁକ୍ରବାର ସା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି ।…

୧୫ ମିନିଟ୍‌ରେ ୩ଥର ଥରିଲା ଜୟପୁର

ଜୟପୁର,୨୧।୭: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଜୟପୁରରେ ଭୋର ୪.୦୯ ରୁ ୪.୨୫ ମଧ୍ୟରେ ତିନି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳକୁ…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଏପର୍ଯ୍ୟନ୍ତ ୪ ଗିରଫ

ଇମ୍ଫାଲ,୨୧।୭: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ମଣିପୁର ସରକାର ଏବଂ…

ଶରଦଙ୍କୁ ବଡ଼ ଝଟକା, ୭ ବିଧାୟକ ଅଜିତଙ୍କୁ କଲେ ସମର୍ଥନ

ମୁମ୍ବାଇ,୨୦।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର ଦଳ ଉପରେ ନିଜର ଦାବି କରୁଛନ୍ତି। ଏହି ସମୟରେ…

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିବେ ଏସ୍‌ସି

ନୂଆଦିଲ୍ଲୀ,୨୦।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ବି.ଆର ଗବଇ ଏବଂ ପ୍ରଶାନ୍ତ କୁମାର ମିଶ୍ରା ଶୁଣାଣି ବେଞ୍ଚରେ ରହିବେ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ…

ମୋଦିଙ୍କୁ ଭେଟିବେ ଏନଡିଏ ନେତାଙ୍କ ୧୦ ଭିନ୍ନ ଭିନ୍ନ ଗ୍ରୁପ, ୨୦୨୪ ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୨୦।୭: ବିରୋଧୀ ଦଳ ନେତାଙ୍କ ବୈଠକର ଠିକ ପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱର ଏନଡିଏ ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ସମସ୍ତ ଦଳ…

ମଣିପୁର ଘଟଣାକୁ ନେଇ ବିରୋଧୀଙ୍କୁ ଭାଜପା କହିଲା, କ’ଣ ଚାହୁଁଛନ୍ତି…

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇ ମହିଳାଙ୍କ ସହ ଘଟିଥିବା ଲଜ୍ୟାଜନକ ଘଟଣାକୁ ନେଇ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପାର୍ଲାମେଣ୍ଟରେ ବୟାନ ଦେବାକୁ ଦାବି…

ହଠାତ୍‌ ବେଜିଂ ପହଞ୍ଚି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ବେଜିଂ,୨୦।୭: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନରି କିସିଂଜରଙ୍କୁ ସାକ୍ଷାତ୍‌ କରିଛନ୍ତି। ଆମେରିକାର ଜଳବାୟୁ ଦୂତ ଜନ କେରିଙ୍କର ଚାଇନାରେ କାର୍ଯ୍ୟକାଳ ଶେଷ ହେବା ପରେ ଚାଇନା ରାଷ୍ଟ୍ରପତି ଓ ଆମେରିକାର ପୂର୍ବତନ ବୈଦେଶିକ…

କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଅଧିକାରୀମାନଙ୍କ ଉପରେ ନିୟନ୍ତ୍ରଣ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶର ମାମଲାକୁ ସୁପ୍ରିମକୋର୍ଟ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଏକ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭା ପରିସରରୁ ସେବାକୁ ବାଦ ଦେବା ଠିକ…

ପାକିସ୍ତାନ ଫେରିଯିବେ ସୀମା ହାଇଦାର

ନୂଆଦିଲ୍ଲୀ,୨୦।୭: ପାକିସ୍ତାନ ଫେରିଯିବେ ସୀମା ହାଇଦାର। ପବିଜି ଖେଳି ସୀମା ପାର୍‌ କରି ଭାରତ ଆସିଥିବା ସୀମାଙ୍କୁ ପାକିସ୍ତାନ ଫେରାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ଭାରତରୁ ଡିପୋର୍ଟ କରାଯିବା ନେଇ ଚର୍ଚ୍ଚା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri