ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍, ସୂଚନା ଦେଇ ପୂର୍ତ୍ତମନ୍ତ୍ରୀ କହିଲେ ଏଣିକି…
ଭୁବନେଶ୍ୱର,୧୩ା୧୧: ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍କୋ ପର୍ଯ୍ୟନ୍ତ…
ଲାଲକିଲ୍ଲା ବିସ୍ଫୋରଣ: ବାବ୍ରି ମସଜିଦ୍ ପ୍ରତିଶୋଧ ପାଇଁ ୩୨ଟି କାର୍ ଲଗାଇ ବିସ୍ଫୋରଣ ଯୋଜନା!
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ…
ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା?
ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭାରତର…
୧୦ ଡିଗ୍ରୀ ତଳେ ରାଜ୍ୟର ୪ ସହର
ଭୁବନେଶ୍ୱର,୧୩ା୧୧: ରାଜ୍ୟରେ ବଢ଼ୁଛି ଶୀତ। ଗୁରୁବାର ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଥିବାବେଳେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ତାପମାତ୍ରା ୭.୧ ଡିଗ୍ରୀ ରହିଛି। ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ…
ନୂଆପଡ଼ା ରେଳ ଷ୍ଟେଶନରେ ପଶିଲେ ଭାଲୁ, ପରେ…
ନୂଆପଡ଼ା,୧୩ା୧୧ (ମକାରୁ ବେମାଲ): ନୂଆପଡ଼ା ରେଳ ଷ୍ଟେଶନ ପରିସରରେ ବୁଧବାର ଭାଲୁ ଆତଙ୍କ ଦେଖାଦେଇଛି। ସୂଚନା ଅନୁସାରେ ଅପରାହ୍ନ ସାଢ଼େ ୪ଟା ସମୟରେ ରେଳ ଷ୍ଟେଶନ ପରିସରକୁ ନିକଟସ୍ଥ ଜଙ୍ଗଲରୁ ୩ଟି ଭାଲୁ ପଶି ଆସିଥିଲେ। ସେମାନେ କୌଣସି କ୍ଷୟକ୍ଷତି କରି…
ବାବ୍ରି ମସଜିଦ୍ ପ୍ରତିଶୋଧ ପାଇଁ ଦିଲ୍ଲୀ ବିସ୍ଫୋରଣ, ଏହି ୬ଟି ସ୍ଥାନରେ ରକ୍ତସଂହାର କରିବାକୁ ହୋଇଥିଲା ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଖୁଲାସା କରିଛନ୍ତି। ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ସନ୍ଦିଗ୍ଧ ‘ଡାକ୍ତର ମଡ୍ୟୁଲ୍’ ଆସନ୍ତା ଡିସେମ୍ବର ୬ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ…
ଚାଇନାର ଉଡ଼ାଇଲା ‘ରହସ୍ୟମୟ ଡ୍ରାଗନ୍’: ବିଶ୍ୱରେ ଖେଳିଗଲା ହଇଚଇ
ବେଜିଂ,୧୩।୧୧: ଚାଇନାର ନୂତନ ଅତ୍ୟାଧୁନିକ ଷ୍ଟେଲ୍ଥ ଡ୍ରୋନ GJ-11ର ଏକ ଭିଡିଓ ପ୍ରକାଶ କରି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ପିପୁଲ୍ସ ଲିବରେସନ ଆର୍ମି ବାୟୁସେନା (PLAAF) ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ ଏହା ଚାଇନାର J-20 ଷ୍ଟେଲ୍ଥ ଫାଇଟର…
ଦିଲ୍ଲୀ ବିସ୍ଫୋରଣ: i20 ଚଳାଉଥିଲେ ଡାକ୍ତର ଉମର, DNA ଟେଷ୍ଟରୁ ଜଣାପଡ଼ିଲା ସତ
ନୂଆଦିଲ୍ଲୀ,୧୩। ୧୧: ଗତ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ i20 କାରରେ ହୋଇଥିବା ବିସ୍ଫୋରଣରେ ଉମର ମହମ୍ମଦ ନାମକ ଜଣେ ଡାକ୍ତର ହିଁ ଗାଡ଼ି ଚଳାଉଥିଲେ ବୋଲି DNA ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ସୂତ୍ରରୁ ଏହି ଖବର ଜଣାପଡିଛି। ଏହି ବିସ୍ଫୋରଣରେ…
ASO ପରୀକ୍ଷାକୁ ବାତିଲ: ଏହି ଦିନ ହେବ ସାନି ପରୀକ୍ଷା
ଭୁବନେଶ୍ୱର, ୧୩। ୧୧(ତ୍ରିନାଥ ମହାନ୍ତି): ଜୁଲାଇ ୧୩ରେ ହୋଇଥିବା ଏଏସ୍ଓ ପରୀକ୍ଷାକୁ ବାତିଲ କରାଯାଇଛି। ପୁଣି ସାନି ପରୀକ୍ଷା ଡିସେମ୍ବର ୭ରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଭୁବନେଶ୍ୱର, ୧୩।୧୧: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OAVET) ୨୦୨୬ ଏବଂ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OMAVET) ୨୦୨୬ ପାଇଁ ଅନଲାଇନ୍ ଫର୍ମ ପୂରଣ ଗୁରୁବାର ଠାରୁ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (BSE),…
ମାଳତୀପାଟପୁରରେ ୪ ପଶ୍ଚିମବଙ୍ଗ ବସ୍ ଜବତ, ୧୫ ଲକ୍ଷରୁ ଅଧିକ ଜରିମାନା
ପୁରୀ,୧୩।୧୧: ଓଡ଼ିଶାର ପୁରୀ ଜିଲାର ମାଳତୀପାଟପୁର ବସ୍ ଷ୍ଟାଣ୍ଡରୁ ଗୁରୁବାର ପଶ୍ଚିମବଙ୍ଗ ପଞ୍ଜୀକରଣ ଥିବା ୪ଟି ବସ୍ ଜବତ କରାଯାଇଛି। ବେଆଇନ ଭାବେ ଚଳାଚଳ କରୁଥିବା ଏହି ବସ୍ଗୁଡ଼ିକ ଉପରେ ମୋଟ ୧୫,୪୬,୮୪୭ ଟଙ୍କା ଜରିମାନା ଲାଗୁ କରାଯାଇଛି। ଗୁପ୍ତ ସୂଚନା…
ଏହି ଦିନ ଖେଳାଯିବ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି ୨୦
ଭୁବନେଶ୍ୱର, ୧୩।୧୧(ସୁନିତ୍ ମିଶ୍ର):ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ଓଡ଼ିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଆୟୋଜିତ ହୋଇଯାଇଛି। ତେଣୁ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ…
Archives


