ସପ୍ତମ ରାଉଣ୍ଡ୍ ସୁଦ୍ଧା ଚିତପଟାଙ୍ଗ ବିରୋଧୀ, ଜୟ ଢୋଲକିଆ ୨୫ ହଜାରରୁ ଅଧିକ ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।…
+୨ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଇଣ୍ଟରନାଲ ମୂଲ୍ୟାୟନ, ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ
ଭୁବନେଶ୍ୱର,୧୪ା୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ପରୀକ୍ଷା ଆସନ୍ତା…
Nuapara By-Election: ୫ମ ରାଉଣ୍ଡ୍ରେ ବି ଜୟ ଢୋଲକିଆ ଆଗରେ, ଏତିକି ଭୋଟ୍ ପଛରେ ଅଛନ୍ତି ସ୍ନେହାଙ୍ଗିନୀ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍ ମିଳିଥିବାବେଳେ…
ନୂଆପଡ଼ା ଉପନିର୍ବାଚନ: ଚାଲିଛି ଗଣତି, ଜୟ ଢୋଲକିଆ କହିଲେ ଜନତା ମୋତେ…
ନୂଆପଡ଼ା,୧୪ା୧୧: ଶୁକ୍ରବାର ନୂଆପଡ଼ା ଉପନିର୍ବାଚନର ଗଣତି ଚାଲିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ୪ ରାଉଣ୍ଡରେ ପଛରେ ପଡ଼ିଯାଇଛନ୍ତି ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ…
ନୂଆପଡ଼ା ଉପନିର୍ବାଚନ: ତୃତୀୟ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ୧୦ ହଜାର ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ରାଉଣ୍ଡ୍ରୁ ହିଁ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ବଡ଼ ବ୍ୟବଧାନରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୦,୦୧୩ ଭୋଟ୍ରେ…
ସରିଲା ଐତିହାସିକ କଟକ ବାଲିଯାତ୍ରା: ୭୦ ଲକ୍ଷ ଦର୍ଶକ, ୩୦୦ କୋଟି ଟଙ୍କାର କାରବାର
କଟକ,୧୪ା୧୧: ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ…
ଚପଲ କାଢ଼ି, ‘ଜୟ ଜଗନ୍ନାଥ’ କହି ଓଡ଼ିଆ ଭଜନ ଗାଇଲେ ଶ୍ରେୟା ଘୋଷାଲ୍; ଝୁମିଲେ ଲକ୍ଷାଧିକ ଦର୍ଶକ
କଟକ,୧୪ା୧୧: ଐତିହାସିକ ବାଲିଯାତ୍ରାର ଅବଧି ବୃଦ୍ଧି ହେବା ପରେ ଗୁରୁବାର ଥିଲା ଏହାର ଶେଷ ସାଂସ୍କୃତିକ ସନ୍ଧ୍ୟା। ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚରେ ଆୟୋଜିତ ‘ବଲିଉଡ୍ ନାଇଟ୍’ରେ ବଲିଉଡ୍ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ନିଜ ସଙ୍ଗୀତର ଯାଦୁରେ ଲକ୍ଷାଧିକ…
ଦିଲ୍ଲୀ ବୋମା ବିସ୍ଫୋରଣ ଅଭିଯୁକ୍ତ ଉମର ମହମ୍ମଦର କାଶ୍ମୀର ଘର ଭାଙ୍ଗିଲା ସୁରକ୍ଷା ବାହିନୀ
ପୁଲୱାମା,୧୪ା୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମର ମହମ୍ମଦ ଓରଫ୍ ଉମର ଉନ୍-ନବିର ଜମ୍ମୁ ଓ କାଶ୍ମୀରସ୍ଥିତ ଘରକୁ ସୁରକ୍ଷା ବାହିନୀ ଆଜି ଭାଙ୍ଗି ଦେଇଛନ୍ତି। ଶୁକ୍ରବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମାଠାରେ ଥିବା…
ଆଜି ବିହାର ଭୋଟ୍ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପାଟ୍ନା,୧୪ା୧୧: ଦୀର୍ଘଦିନ ଧରି ବିହାର ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାର ଶୁକ୍ରବାର ଅବସାନ ଘଟିବ। ବିହାର ଫଳାଫଳ ଉପରେ ଦେଶବ୍ୟାପୀ ସମସ୍ତଙ୍କ ନଜର ରହିଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୮ଟାରୁ ପୋଷ୍ଟାଲ ବାଲଟ, ସାଢ଼େ ୮ଟାରୁ…
ବିହାର ବିଜୟ ପାଇଁ NDA ଶିବିରରେ ଉତ୍ସବର ମାହୋଲ: ୫୦୦ କିଗ୍ରା ଲଡୁ, ୫ ଲକ୍ଷ ରସଗୋଲା ପ୍ରସ୍ତୁତି
ପାଟ୍ନା,୧୪ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଥିବା ବେଳେ, ଏଗଜିଟ୍ ପୋଲ୍ରେ ଶାସକ ମେଣ୍ଟର ବିଜୟ ଆକଳନ ପରେ NDA ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ବିଜୟ ପାଳନ ପାଇଁ ପାଟନାରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଭାଜପା ରାଜ୍ୟ…
ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ଶୁକ୍ରବାର ସକାଳ ଅର୍ଥାତ୍ ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍ ଏବଂ ଏହାର ୩୦ମିନିଟ୍ ପରେ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଯିବ। ନୂଆପଡ଼ା ନ୍ୟାଶନାଲ କଲେଜଠାରେ ଭୋଟ ଗଣତି…
ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ
ବ୍ରୁସ୍ଲେସ୍,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍ଲାଣ୍ଟିକ୍ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା ଏବେ…
Archives


