ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ
ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍ ଜବାବ ଦେବ ପାକିସ୍ତାନ। ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ଏହି ସପ୍ତାହରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ…
ଓପନଏଆଇର ବିକଳ୍ପ ହେବ ଏକ୍ସଏଆଇ: ଏଲନ ମସ୍କ
ସାନ ଫ୍ରାନ୍ସିସ୍କୋ,୧୫।୭: ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ ନିଜ ଏଆଇ ମଡେଲକୁ ବିକଶିତ କରିବା ପାଇଁ ଏଆଇ ସଫ୍ଟୱେୟାରରେ ଟେସଲା ସହ କାମ କରିବା ନେଇ ସୂଚନାଦେଇଛନ୍ତି। ଏଥିପାଇଁ ସେ ଟ୍ବିଟରରେ ସାର୍ବଜନୀନ ଟ୍ବିଟ୍ ବ୍ୟବହାର କରିବେ। ମସ୍କ…
ନବଜାତ ଶିଶୁଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ମାନସିକ ବିକାଶ ଶୀଘ୍ର ହୋଇଥାଏ
ଟେକ୍ସାସ,୧୫।୭: ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଜନ୍ମର କିଛି ମାସ ପରେ ଶିଶୁ ପିତାମାତାଙ୍କ ଅଙ୍ଗଭଙ୍ଗୀ ବୁଝିବା ଆରମ୍ଭ କରଥାଏ। ସେହି ଅନୁସାରେ ସେ ମଧ୍ୟ ହସିହସି ଏହାକୁ ଗଅହଣ କରିବାକୁ ଚେଷ୍ଟା କରେ। ଏକ…
ଅବୁଧାବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଅବୁଧାବି, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବେନ ଜାୟଦ ଅଲ ନାହୟାନଙ୍କ ସହ ଆଲୋଚନା କରିବା ପାଇଁ ଏକ ସରକାରୀ ଗସ୍ତରେ ଅବୁଧାବିରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା…
ବାଣିଜ୍ୟ ହ୍ରାସ ପାଇବାରୁ ଭାରତ ସହ ସମ୍ପର୍କ ସୁଧାରିବାକୁ ଅନୁରୋଧ କଲା ଚାଇନା
ବେଜିଂ/ରାଏଟରା, ୧୫।୭:ନିଜ ଅଭିସନ୍ଧିତ୍ସୁ କାର୍ଯ୍ୟକଳାପରୁ ବାଦ୍ ପଡୁ ନ ଥିବା ଚାଇନା ଏବେ ନିଜ ବେପାରରେ ଘାଟା ହେବା ଯୋଗୁ ଭାରତ ପାଖରେ ଗୁହାରି ଲଗାଇଛି। ଶ୍ରୀଲଙ୍କା ପରେ ଭାରତ ଚାଇନାର ଦ୍ୱିତୀୟ ବ୍ୟାପାର ପାଇଁ ବଡ ବଜାର ସୃଷ୍ଟି କରିଥିଲା।…
ଇରାନର ଚାବହାର ବନ୍ଦର ପରିଦର୍ଶନ କଲେ ଭାରତର ରାଷ୍ଟ୍ରଦୂତ
ତେହେରାନ,୧୫।୭: ଇରାନରେ ଚାବହାର ବନ୍ଦର ପରିଦର୍ଶନ କାଲ ଭାରତର ରାଷ୍ଟ୍ରଦୂତ ରୁଦ୍ର ଗୌରବ ଶ୍ରେଷ୍ଠ। ରାଷ୍ଟ୍ରଦୂତ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। #WATCH | Iran’s strategic Chabahar Port where a strong Indian…
କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ମନ୍ଦିରରେ କଲେ ଭଙ୍ଗାରୁଜା
ସିଡନୀ,୧୫।୭: କାନାଡାର ଗ୍ରେଟର ଟରଣ୍ଟୋ(ଜିଟଇସି)ର ବ୍ରେମ୍ପଟନ ସହରରେ ଶ୍ରୀ ଭଗବତ ଗୀତା ପାର୍କରେ ଲାଗିଥିବା ସଙ୍କେତ ଚିହ୍ନକୁ ଶୁକ୍ରବାର ଭାଙ୍ଗି ଦିଆଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଏହିପରି ଅପମାନର ଘଟଣା ମଧ୍ୟରୁ ଏହା ଏକ ତାଜା ଘଟଣା। ଶୁକ୍ରବାର ସକାଳେ ଏହି…
ଅକ୍ସଫୋର୍ଡ ୟୁନିଭରସିଟି ରିସର୍ଚ୍ଚ: ସି ସ୍ନେକ୍ର ରଙ୍ଗ ବଦଳାଇବା କ୍ଷମତା ହେଲା ବିକଶିତ
ଓ୍ବାଶିଂଟନ୍,୧୫।୭: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ଜେନୋମ ବାୟୋଲୋଜି ଏବଂ ଇଭୋଲ୍ୟୁଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସମୁଦ୍ରର ଥିବା ବିଷାକ୍ତ ସାପମାନେ ରଙ୍ଗ ବଦଳାଇବା କ୍ଷମତାକୁ ପୁନଃ ବିକଶିତ କରିଛନ୍ତି। ଯାହା ବହୁ…
ବଦଳିଲା ଟିଏମସିର ମୁଡ, ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଯୋଗ ଦେବେ ମମତା
କୋଲକାତା,୧୫।୭: ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ବେଙ୍ଗାଲୁରୁରେ ହେବାକୁ ଯାଉଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବେ। ଏହି ବୈଠକ ୧୮ ଜୁଲାଇରେ ହେବ। ସୂଚନାଯୋଗ୍ୟ, ମିଳିତ…
ଏକଲାପଣକୁ ଦୂର କରିବ ଏଆଇ ରୋବର୍ଟ
ଲଣ୍ଡନ,୧୫।୪:ଏକଲାପଣକୁ ଦୂର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ରୋବର୍ଟ। ବିଂଶ ଶତାଦ୍ଦୀର ମହାମାରୀ ସଦୃଶ ଏକଲାପଣ ଏବଂ ସାମାଜିକ ବିଚ୍ଛିନ୍ନତା ଦୂର କରିବା ନେଇ ଏହା କାର୍ଯ୍ୟ କରିବ। ପ୍ରାୟ ଏକ ତୃତୀୟାଂଶ ଲୋକଙ୍କୁ ଏହା ପ୍ରଭାବିତ କରିବ। ଗୁରୁତର…
ଆମେରିକାରେ ହିଟ୍ ଓ୍ବେଭ୍: ୪୩ଡିଗ୍ରୀ ପାର୍ କଲା ତାପମାତ୍ରା, ୧୧କୋଟି ଲୋକଙ୍କୁ ଲୁ’ ଆଲର୍ଟ ଜାରି
ଓ୍ବାଶିଂଟନ୍,୧୫।୭:ଆମେରିକାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୀଷଣ ଗରମ ଯୋଗୁ ଆମେରିକୀୟମାନେ ନାହିଁ ନ ଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ଆମେରିକାରୁ ୱାଶିଂଟନ ପର୍ଯ୍ୟନ୍ତ ସାରା ଦେଶ ପ୍ରବଳ…
୨୬ ରାଫେଲ ଜେଟ୍ କିଣିବା ଉପରେ ମୋହର ଲଗାଇଲା ଭାରତ
ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିଛି। ଶନିବାର ଭାରତ ସରକାର ଏହା ଘୋଷଣା କରିଛନ୍ତି। ଏହା ଅଧୀନରେ ଭାରତୀୟ ନୈସେନା…
Archives


