ଜ୍ଞାନବାପି ସର୍ଭେକୁ ସୁପ୍ରିମକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ,୫ା୮: ସପ୍ତଦଶ ଶତାବ୍ଦୀରେ ଜ୍ଞାନବାପି ମସ୍ଜିଦ ନିର୍ମାଣ ପୂର୍ବରୁ ସେଠାରେ ମନ୍ଦିର ଥିଲା କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ମସ୍ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ। ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର…
ସବୁବେଳେ ସତ୍ୟର ବିଜୟ
ନୂଆଦିଲ୍ଲୀ,୫ା୮: ଆପରାଧିକ ମାନହାନି ମାମଲାରେ ମିଳିଥିବା ଦଣ୍ଡ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସବୁବେଳେ ସତ୍ୟର ବିଜୟ ହୋଇଆସିଛି। ଆଜି ନ ହେଲେ କାଲି କିମ୍ବା ପରଦିନ ସତର…
କୋର୍ଟର ଶୁଣାଣି ପରେ ଲାଲୁଙ୍କ ଘରେ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୪।୮: ଲାଲୁଙ୍କ ସହ ଡିନର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ଝିଅ ମିସା ଭାରତୀଙ୍କ ପାଣ୍ଡାରା ପାର୍କ ବାସଭବନରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାରୁ ସୁପ୍ରିମକୋର୍ଟରୁ ରାହୁଲଙ୍କୁ ମିଳିଛି…
ତୋଶାଖାନା ମାମଲା: ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି
ଇସଲାମବାଦ,୪।୮: ପୂର୍ବତନ ଇମ୍ରାନ ଖାନଙ୍କୁ ମିଳିଛି ଆଶ୍ୱସ୍ତି। ପାକିସ୍ତାନର ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କୁ ତୋଶାଖାନା ମାମଲାରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଇମ୍ରାନଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରାଯାଇଥିବା ଶୁଣାଣିକୁ ହାଇକୋର୍ଟ ରଦ୍ଧ କରିଛନ୍ତି।
ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେବ, କହିଲେ ଆତ୍ମ ସମ୍ମାନ ବିକି ପାରିବି ନାହିଁ
ମୁମ୍ବାଇ,୪।୮: ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେବ। ଶୁକ୍ରବାର ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। କୋର୍ଟ ପରିସରରେ ଉପସ୍ଥିତ…
କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ
ନୂଆଦିଲ୍ଲୀ,୪।୮: କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ। ତାଙ୍କର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ପର୍ସନାଲ ପବ୍ଲିକ ମନ୍ତ୍ରଣାଳୟ ଶୁକ୍ରବାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଅଜୟ ଏହି…
ଏବେ ଅପେକ୍ଷା ସଦସ୍ୟତା ପଦକୁ: ଖାର୍ଗେ
ନୂଆଦିଲ୍ଲୀ,୪।୮: ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ଦଳର ପ୍ରାୟ ସମସ୍ତ ନେତା ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଏହା କେବଳ ରାହୁଲ ଗାନ୍ଧୀଙ୍କର ବିଜୟ…
ମିଶନ ଚନ୍ଦ୍ରାୟାନ: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩
ନୂଆଦିଲ୍ଲୀ,୪।୮: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩। ଶନିବାର ଦେଶ ପାଇଁ ସବୁଠାରୁ ବଡ ଦିନ। ଆସନ୍ତାକାଲି ଇସ୍ରୋ ବଡ ସଫଳତା ହାସଲ କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଏନେଇ ସୂଚନା ଦେଇଛି। ଇସ୍ରୋ କହିଛି,…
ଡିଇଆରସି ଭାବେ ନିଯୁକ୍ତ ହେଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜୟନ୍ତ ନାଥ
ନୂଆଦିଲ୍ଲୀ,୪।୮: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜୟନ୍ତ ନାଥଙ୍କୁ ସୁପ୍ରିମକୋର୍ଟ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (ଡିଇଆରସି)ର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ପାରିତ ହୋଇଛି।
ଏବେ କ୍ୟାନସର ଭଲ କରିବ ଏହି ଔଷଧ
ନୂଆଦିଲ୍ଲୀ,୪।୮: ଏବେ କ୍ୟାନସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି।…
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ରାହୁଲ
ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ବିଧାନ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସର୍ବୋଚ୍ଚ ଦଣ୍ଡ ପ୍ରଦାନ ପାଇଁ ନିମ୍ନ କୋର୍ଟଙ୍କ ବିଚାରପତି…
କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ
ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି। ଭାରତ ସ୍ବାଧୀନତାର ୭୬…
Archives


