କାଉଣ୍ଟିରେ ପୃଥ୍ବୀ ଶ’ଙ୍କ ଦ୍ୱିଶତକ
ନର୍ଥହାମ୍ପଟନ୍,୧୦ା୮(ପି.ଟି.): ଭାରତୀୟ ଦଳରୁ ଦୂରରେ ଥିବା ଓପନର ପୃଥ୍ବୀ ଶ କାଉଣ୍ଟିରେ ଦ୍ୱିଶତକ ହାସଲ କରିଛନ୍ତି। ବୁଧବାର ଇଂଲଣ୍ଡର ଓ୍ବ୍ାନ୍ ଡେ କପ୍ରେ ନର୍ଥହାମ୍ପଟନଶାୟର ପକ୍ଷରୁ ଖେଳୁଥିବା ଶ’ ୧୫୩ ବଲ୍ ଖେଳି ୨୪୪ ରନ୍ ସ୍କୋର କରିଛନ୍ତି। ଲିଷ୍ଟ ଏରେ…
ଭାରତଠାରୁ ହାରି ପାକିସ୍ତାନ ବିଦା
ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଭାରତ ପରାସ୍ତ କରିଛି। ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଧିନାୟକ…
ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୧୦।୮: ଦିନକ ପରେ ପୁଣି ଥରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର…
ସଂସଦରେ ଡେଟା ସୁରକ୍ଷା ବିଲ୍ ଗୃହୀତ
ନୂଆଦିଲ୍ଲୀ,୧୦ା୮: ଲୋକ ସଭାରେ ସୋମବାର ଗୃହୀତ ହୋଇଥିବା ଡେଟା ପ୍ରୋଟେକ୍ସନ ବିଲ୍, ୨୦୨୩ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ। ସୁପ୍ରିମକୋର୍ଟ ପ୍ରିଭେସି ଅଧିକାରକୁ ମୌଳିକ ଅଧିକାର ବୋଲି ସ୍ପଷ୍ଟ…
୭୮% ଗ୍ରାମାଞ୍ଚଳ ଭାରତୀୟ ଚାହାନ୍ତି ‘ଝିଅ ଗ୍ରାଜୁଏଟ ହେଉ’
ନୂଆଦିଲ୍ଲୀ,୧୦।୮: ଭାରତର ଗ୍ରାମାଞ୍ଚଳରେ ରହୁଥିବା ୭୮ ପ୍ରତିଶତ ଅଭିଭାବକ ଚାହାନ୍ତି ଯେ, ସେମାନଙ୍କ ଝିଅ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ। ଏହା ଏକ ସର୍ଭେରୁ ଜଣାପଡିଛି। ୨୦ଟି ରାଜ୍ୟର ୬୨୨୯ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହାର ରିପୋର୍ଟକୁ…
ଏଏସ୍ଆଇ ସର୍ଭେକୁ ନେଇ ଗଣମାଧ୍ୟମ ଉପରେ କଟକଣା ଲଗାଯାଉ
ବାରାଣସୀ, ୧୦।୮: ଜ୍ଞାନବାପି ମସ୍ଜିଦକୁ ନେଇ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରତ୍ନତତ୍ତ୍ୱ ବିଭାଗ ଗତ ୬ ଦିନ ହେଲା ଏହାର ଉପରେ ସର୍ଭେ ଜାରି ରଖିଛି। ପ୍ରତିଦିନ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରଣ ହୋଇ ଆସୁଛି। ଏହାକୁ…
ମୃତ୍ୟୁ ପରେ ବି ଚିକିତ୍ସା ଜାରି
ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ‘ମୃତ’ ଦର୍ଶାଯାଇଥିବା ରୋଗୀଙ୍କ ଚିକିତ୍ସା ଜାରି ରଖିବା ଏବଂ ଗୋଟିଏ ମୋବାଇଲ ନମ୍ବରରେ ଅନେକ…
ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା
ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ରୋକିବାରେ…
ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ୍ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୮(ଅସମାପିକା ସାହୁ): ବିଶ୍ୱ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ୍ ସୃଷ୍ଟି ହେବ…
ସ୍ବାଧୀନତା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିନା ଛୁଟି ନେଇ ୧୭ ଘଣ୍ଟା କାମ କରୁଛନ୍ତି ନରେନ୍ଦ୍ର ମୋଦି: ଶାହା
ନୂଆଦିଲ୍ଲୀ,୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସେ କହିଛନ୍ତି, ଦେଶର ୬୦ କୋଟି ଗରିବ ଲୋକଙ୍କୁ ନୂଆ ଆଶା ଦେଇଛନ୍ତି ମୋଦି ସରକାର। ମୁଁ ମଧ୍ୟ…
ଦିନରେ ମାଛି, ରାତିରେ ପୋକ, ମୋତେ ଏଠୁ ଶୀଘ୍ର ବାହାର କର
ଇସଲାମାବାଦ,୯ା୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ କହିଛନ୍ତି, ଦିନରେ ମାଛି ଏବଂ ରାତିରେ କୀଟପତଙ୍ଗରେ ପରିପୂର୍ଣ୍ଣ ଏହି କୋଠରୀରେ ରହିବାକୁ ଚାହୁଁନାହିଁ। ତୋସାଖାନା ମାମଲାରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ…
କଂଗ୍ରେସର ସ୍ବାର୍ଥ ଯୋଗୁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାଓ୍ବାର, ପ୍ରଣବ ମୁଖାର୍ଜୀ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୯।୮: କଂଗ୍ରେସର କ୍ଷମତା ସ୍ବାର୍ଥ ଯୋଗୁ ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାଓ୍ବାରଙ୍କ ପରି ବଡ ବଡ ନେତାମାନେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଏନଡିଏ ସାଂସଦଙ୍କ ସହ ଦୁଇଟି ପୃଥକ ବୈଠକ କରି…
Archives


