‘୯୦ ଦିନରେ ବେଲୁଚିସ୍ତାନ ଛାଡୁ ଚାଇନା, ନଚେତ ଯୁଦ୍ଧ ପାଇଁ ରହୁ ପ୍ରସ୍ତୁତ’, ଡ୍ରାଗନକୁ ଚେତାବନୀ ଦେଲା ବିଏଲଏ
ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ ବେଲୁଚିସ୍ତାନରୁ ନ ବାହାରେ ତେବେ ଏହାର ମୁଖ୍ୟ ସ୍ଥାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ…
ଖ୍ରୀଷ୍ଟ, କିସ୍ ସିନିୟର ଦଳଗତ ଚାମ୍ପିୟନ
ଭୁବନେଶ୍ୱର,୧୪ା୮(ସରୋଜ ଜେନା): ଆନ୍ତଃରାଜ୍ୟ ଆନ୍ତଃସ୍କୁଲ ଓ ୨୮ତମ ଓ୍ବାଇଜିଜିଟିଏ ର଼୍ୟାଙ୍କିଙ୍ଗ ଟେବୁଲ ଟେନିସ୍ ଚାମ୍ପିୟନଶିପ୍ ୨୦୨୩ର ଦ୍ୱିତୀୟ ଦିବସରେ ସିନିୟର ବର୍ଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଖ୍ରୀଷ୍ଟ କଲେଜ ଓ କିସ୍। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ…
ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ
ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ ପ୍ରିୟଙ୍କାକୁ…
ଆର୍ଡୋର ଏକାଡେମୀ କ୍ୱାର୍ଟରରେ
ଭୁବନେଶ୍ୱର, ୧୪ା୮ (ବିଜୟ ରଣା): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍ବଲ ଲିଗ୍ରେ ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ଆଡ୍ଡୋର ଏକାଡେମୀ (ସିନିୟର)…
ମାଉଣ୍ଟ ଏଲ୍ବ୍ରସ୍ରେ ସୌଭାଗ୍ୟ
ଭୁବନେଶ୍ୱର,୧୪ା୮ (ସରୋଜ ଜେନା): ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ ଏଲ୍ବ୍ରସ୍ରେ ଉଡିଛି ଜାତୀୟ ପତାକା। ନୟାଗଡର ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ ଏଲ୍ବ୍ରସ୍ ଚଢ଼ି ଇତିହାସ ସୃଷ୍ଟି…
ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ
ଫ୍ଲୋରିଡା,୧୪ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ନିର୍ଣ୍ଣାୟକ ମ୍ୟାଚରେ ଭାରତ ୧୬୫ ରନ୍ କରିଛି। ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଦଳ ୨୦ ଓଭରରେ ୯ ଉଇକେଟ ହରାଇ…
ଚିନ୍ମୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୪ା୮,(ବିଜୟ ରଣା): କାନାଡାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଓ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚିନ୍ମୟୀ ଭୂୟଁାଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚିନ୍ମୟୀ ଭୁବନେଶ୍ୱର ସହାରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ। ସେ…
ଗିଫ୍ଟ ମହାବିଦ୍ୟାଳୟରେ ଦିନିକିଆ କର୍ମଶାଳା
ଭୁବନେଶ୍ୱର,୧୪।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଫର୍ ଟେକ୍ନୋଲୋଜି’ ବା ଗିଫ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍ ଆଣ୍ଡ ଡି ବିଭାଗ ଅନୁକୂଲ୍ୟରେ ଏକ ଦିନିକିଆ କର୍ମଶାଳା (ସେମିନାର) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦେଶର ସାଇବର ଡିଫେନ୍ସ…
ଅଧିକାରୀଙ୍କ ଉପରେ ବର୍ଷିଲେ କିମ୍
ପ୍ୟୋଙ୍ଗୟାଙ୍ଗ,୧୪ା୮: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଦେଶରେ ଝଡ଼ ଯୋଗୁ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ରୋକିବାରେ ବିଫଳ ହୋଇଥିବା ଦାୟିତ୍ୱହୀନ ଅଧିକାରୀମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଅଧିକାରୀମାନଙ୍କୁ କିମ୍ ଦାୟିତ୍ୱହୀନ ବୋଲି କହିଛନ୍ତି। ଦେଶର ପୂର୍ବରେ ଥିବା ଆନ୍ବିୟନ…
ବାଂଲାଦେଶରେ ଡେଙ୍ଗୁ ଅଣାୟତ୍ତ: ୩୯୮ ଜଣଙ୍କର ଯାଇସାରିଲାଣି ଜୀବନ, ଗୋଟିଏ ଦିନରେ ୧୧ ମୃତ
ଢାକା,୧୪ା୮: ବାଂଲାଦେଶରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଏଠାରୁ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଡେଙ୍ଗୁ ରୋଗରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ସଂଖ୍ୟା ଏବେ ୩୯୮ରେ ପହଞ୍ଚିଛି। ୨୯୦୫ରୁ ଅଧିକ…
୧୫ ସିବିଆଇ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ
ନୂଆଦିଲ୍ଲୀ,୧୪ା୮ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୧୫ ଜଣ ଅଫିସର ଉଲ୍ଲେଖନୀୟ ତଦନ୍ତ ପାଇଁ ଚଳିତବର୍ଷ ସମ୍ମାନଜନକ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ପୁରସ୍କୃତ ହେବା ଲାଗି ମନୋନୀତ ହୋଇଛନ୍ତି। ପୁରସ୍କାର ପାଇବାକୁ ଥିବା ଅଫିସରମାନେ ହେଲେ ସିବିଆଇ ଏସ୍ପି ବିଦ୍ୟୁତ୍ ବିକାଶ,…
ରାଜ୍ୟରେ ଏନ୍ଆଇଏ ଚଢ଼ାଉ
ନୂଆଦିଲ୍ଲୀ,୧୪ା୮(ପି.ଟି.) : ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭେଦ ବଢ଼ାଇ ଦେଶରେ ଅସ୍ଥିରତା ସୃଷ୍ଟି ମାଧ୍ୟମରେ ଶାନ୍ତି ଭଙ୍ଗ କରିବା ପାଇଁ ପିପୁଲ୍ସ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଷଡ଼ଯନ୍ତ୍ର ଚଳାଇଥିବାବେଳେ ଏହାକୁ ଭଣ୍ଡୁର କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)…
Archives


