ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ, ଥାନାରେ ଅଟକ
ଭୁବନେଶ୍ୱର,୪ା୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଛାତ୍ରୀମାନଙ୍କୁ କାଷ୍ଟିଂ କାଉଚ୍ ଓ ଅଶାଳୀନ ଆଚରଣରେ ନିର୍ଯାତନା ଦେଉଥିବା ଅଭିଯୋଗରେ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କାର କରାଯାଇଛି।…
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କାଷ୍ଟିଂ କାଉଚ ଅଭିଯୋଗ: ୩ ଜଣିଆ ଟିମ୍ର ତଦନ୍ତ ଆରମ୍ଭ
ଭୁବନେଶ୍ୱର,୪ା୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଏବଂ ଅଶାଳୀନ ଆଚରଣ ନିର୍ଯାତନା ଅଭିଯୋଗ ଆଣି ଛାତ୍ରୀମାନେ କ୍ୟାମ୍ପସ୍ରେ ପ୍ରବଳ ହଙ୍ଗାମା କରିଛନ୍ତି। ଏହି ଘଟଣାକୁ ନେଇ କଲେଜରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ…
ଭାରତ ଗସ୍ତରେ ଆସିବା ପୂର୍ବରୁ ଏମିତି କହିଦେଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ
ମସ୍କୋ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ବଡ଼ ଚୁକ୍ତି ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି। ସେ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ଟାରିଫ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…
ଆଜି ଭାରତ ଆସୁଛନ୍ତି ପୁଟିନ୍: ମୋଦିଙ୍କ ସହ କରିବେ ବଡ଼ ଡିଲ୍!
ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗୁରୁବାରଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି। ରୁଷିଆ କ୍ୟାବିନେଟ ଉକ୍ତ ଏମ୍ଓୟୁକୁ ମଞ୍ଜୁରୀ ପ୍ରଦାନ…
ବିଧାନସଭାରେ ‘୬୯’ ଝଡ଼
ଭୁବନେଶ୍ୱର,୪ା୧୨ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ କହୁଛନ୍ତି। ତେବେ ସରକାର ଚଳିତବର୍ଷ ଚାଷୀଙ୍କଠାରୁ କେତେଟଙ୍କାରେ ଧାନ ସଂଗ୍ରହ କରିବେ, ତାହା ସ୍ପଷ୍ଟ କରନ୍ତୁ।…
ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ସିରିଜ୍ ୧-୧ରେ ବରାବର
ରାୟପୁର,୩।୧୨: ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସିରିଜ୍କୁ ୧-୧ରେ ବରାବର କରିଛି। ଭାରତ ଦେଇଥିବା ୩୫୯ ରନର ବିଶାଳ ଲକ୍ଷ୍ୟକୁ…
୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍ ମାର୍କକୁ ନେଇ ବ୍ୟାପକ ଆଲୋଚନା ଓ ଅସନ୍ତୋଷ ଦେଖାଦେଇଛି। ଗତ ମାସ ୧୬ ତାରିଖରେ…
ଅନେକ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ, ଯାତ୍ରୀଙ୍କୁ କ୍ଷମା ମାଗି…
ନୂଆଦିଲ୍ଲୀ,୩ା୧୨: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ଦୁଇ ଦିନ ଧରି ଏକ ଗମ୍ଭୀର ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି। କମ୍ପାନୀ ଅନେକ ଉଡ଼ାଣ ବିଳମ୍ବ ଏବଂ ବାତିଲକରଣ ଯୋଗୁ ହୋଇଥିବା ଅସୁବିଧାକୁ ସ୍ବୀକାର କରିଛି, ଯାହା ଯାତ୍ରୀମାନଙ୍କୁ ଅସୁବିଧାରେ…
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ ମୋଇତ୍ରା, ‘ବଙ୍ଗାଳୀଙ୍କୁ ଧମକ ଦେଇ…’
ଭୁବନେଶ୍ୱର,୩।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ…
ଟଳିଲେ ୧୨ ମାଓବାଦୀ, ଶହୀଦ ହୋଇଗଲେ ୩ ଯବାନ
ରାୟପୁର,୩ା୧୨: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନ୍କାଉଣ୍ଟରରେ ୧୨ ମାଓବାଦୀ ଟଳି ପଡ଼ିଥିବାବେଳେ ୩ ଡିଆର୍ଜି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି। ଦୁଇ ଯବାନ ଗୁରୁତର ଅଛନ୍ତି। ତେବେ ଘଟଣାସ୍ଥଳରୁ ଏସ୍ଏଲ୍ଆର ଥ୍ରୀ ନଟ୍ ଥ୍ରୀ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା; ପ୍ରଥମ ମ୍ୟାଚ୍ ଓଡ଼ିଶାରେ
ମୁମ୍ବାଇ,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଶୁବମନ୍ ଗିଲ୍ଙ୍କୁ ଉପ-ଅଧିନାୟକ ଭାବରେ…
ବଢ଼ିଲା ରାସନ କାର୍ଡ e-KYC ଅବଧି; ଖୁବଶୀଘ୍ର କରନ୍ତୁ, ନ ହେଲେ ମିଳିବନି ଚାଉଳ
ଭୁବନେଶ୍ୱର,୩।୧୨: ରାସନ କାର୍ଡଧାରୀଙ୍କ ପାଇଁ ଚାଲିଥିବା ଇ-କେୱାଇସି (e-KYC) ଯାଞ୍ଚ ପ୍ରକ୍ରିୟାର ସମୟସୀମାକୁ ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ଏକ ଲିଖିତ…
Archives


