ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼: ୯ ଥରରେ ୧ ଘଣ୍ଟା ୩୩ ମିନିଟ୍ ଗୃହ ମୁଲତବୀ
ଭୁବନେଶ୍ୱର,୫ା୧୨(ସୁନିତ୍ ମିଶ୍ର):ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି। ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏକ ହୋଇ ବିଧାନସଭା ପରିସରରେ…
ଆମେ ଯୁଦ୍ଧ ଆରମ୍ଭ କରିନାହୁଁ, ଲକ୍ଷ୍ୟ ପୂରଣ ହେଲେ ଶେଷ କରିବୁ: ପୁଟିନ
ନୂଆଦିଲ୍ଲୀ,୪।୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ଉପରେ ବର୍ଷିଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିନାହିଁ। ବରଂ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରଭାବରେ ୟୁକ୍ରେନ ହିଁ…
ଡିସେମ୍ବର ୬ରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
ଭୁବନେଶ୍ୱର, ୪।୧୨: ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ସପ୍ତମ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇ ଡିସେମ୍ବର ୧୭, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା…
ପୁଟିନଙ୍କୁ ସ୍ବାଗତ କରିବା ପରେ ଖୁସିରେ ଗଦଗଦ ହୋଇ ଏମିତି କଥା କହିଦେଲେ ମୋଦି: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ସେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇ ନ ଥିଲେ ବରଂ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ଦୁଇ ନେତା…
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର: ମିଳିବ ବଡ଼ ଆଶ୍ୱସ୍ତି
ଭୁବନେଶ୍ୱର,୪।୧୨: ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥିପାଇଁ ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ…
ବିମାନବନ୍ଦରରେ ମୋଦି-ପୁଟିନ କେବଳ ହାତ ମିଳାଇଲେ ନାହିଁ, ଯାହା ଘଟିଲା ସାରା ବିଶ୍ୱ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO
ନୂଆଦିଲ୍ଲୀ,୪।୧୨: ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଉପରେ ନଜର ରଖିଛି। ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ସେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇ ନ…
ଦିଲ୍ଲୀ ବିମାନ ବନ୍ଦରରୁ ମୋଦି-ପୁଟିନ ଗୋଟିଏ କାରରେ କଲେ ଯାତ୍ରା
ନୂଆଦିଲ୍ଲୀ,୪ା୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଗୁରୁବାର ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନ ଦିଲ୍ଲୀ ବିମାନ ବନ୍ଦରରୁ ଗୋଟିଏ ଅଫିସିଆଲ କାର୍ରେ ଏକାଠି ବାହାରିଥିଲେ। ଚଳିତ…
ଭାରତରେ ପହଞ୍ଚିଲେ ପୁଟିନ, କୁଣ୍ଢେଇ ପକେଇଲେ ମୋଦି
ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାର…
ରୁଷିଆଠାରୁ S-500 ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ, ଏହା ସାଟେଲାଇଟ୍କୁ ମଧ୍ୟ ଧ୍ୱଂସ କରିଦେବ
ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ଡିସେମ୍ବର ୪, ୨୦୨୫ରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ରୁଷର ସର୍ବାଧୁନିକ S-500 ‘ପ୍ରୋମେଥିୟସ୍’ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସମ୍ଭାବ୍ୟ ଚୁକ୍ତି ଉପରେ ଆଲୋଚନା କରାଯିବାର…
ଓଡ଼ିଶାରେ ଗଡୁଛି ୨.୧୯ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ: ଭୁବନେଶ୍ୱରରେ ୧୨ଟି ଚାର୍ଜିଂ ଷ୍ଟେସନ୍
ଭୁବନେଶ୍ୱର,୪ା୧୨: ଓଡ଼ିଶାରେ ଏପର୍ଯ୍ୟନ୍ତ ୨.୧୯ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ (EV) ପଞ୍ଜୀକୃତ ହୋଇ ରାସ୍ତାରେ ଚାଲୁଛି। ଗୁରୁବାର ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରିକ୍ ଯାନ…
ବିଧାନସଭାରେ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ସାମ୍ବାଦିକଙ୍କ ପାଇଁ ପେନସନ୍…
ଭୁବନେଶ୍ୱର,୪ା୧୨: ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ…
ବିରାଟ, ରୋହିତଙ୍କୁ ହଇରାଣ କର ନାହିଁ; ସବୁ ହଜିଯିବ: ରବି ଶାସ୍ତ୍ରୀଙ୍କ ଚେତାବନୀ
ମୁମ୍ବାଇ,୪ା୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଥିବା ତଥା ସେମାନଙ୍କ ଫର୍ମ ଓ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କ ଉପରେ ତୀବ୍ର ବର୍ଷିଛନ୍ତି।…
Archives


