ନିଜ ରାଷ୍ଟ୍ରଦୂତଙ୍କୁ ନାଇଜରରୁ ଫେରାଇ ଆଣିଲା ଫ୍ରାନ୍ସ…
ପ୍ୟାରିସ, ୨୫।୯: ଆଫ୍ରିକୀୟ ଦେଶ ନାଇଜରରେ ସାମରିକ କ୍ଷମତା ଦଖଲର ପ୍ରାୟ ଦୁଇମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ଘୋଷଣା କରିଛନ୍ତି ନାଇଜରରୁ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି କହିଛନ୍ତି ଆଗାମୀ କିଛି…
ସିରିଜ୍କୁ ଆଗୁଆ କବ୍ଜା କଲା ଭାରତ
ଇନ୍ଦୋର,୨୪।୯: ଇନ୍ଦୋରର ହୋଲକାର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ୯୯ ରନ୍ରେ ବିଜୟୀ ହୋଇଛି। ଫଳରେ ୨-୦ରେ ଅଗ୍ରଣୀ ହୋଇ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି।…
ଏହି କମ୍ପାନୀରେ ସିଇଓ ଭାବେ ନିଯୁକ୍ତି ହେଲା ଏଆଇ ରୋବଟ
ପୋଲାଣ୍ଡ,୨୪।୯: ଏଆଇ ବା ଆଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦୁନିଆରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଭବିଷ୍ୟତରେ ଲୋକମାନେ ଚାକିରି ହରାଇବାକୁ ଭୟ କରୁଛନ୍ତି। କର୍ମଚାରୀଙ୍କ ତୁଳନାରେ ଏଆଇ ରୋବଟ ଖୁବ ସହଜରେ ଏବଂ ଖୁବ୍ ଶୀଘ୍ର କାମ ଶେଷ କରୁଛି।…
ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା
ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ ୨୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଷଡଯନ୍ତ୍ର ପଛରେ ଇସଲାମିକ ଆତଙ୍କବାଦୀ…
କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ।…
ଭାରତରେ ଉତ୍ପାଦନ ବଢେଇବ ଆପଲ
ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର ସୂଚନା…
ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ
ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ,…
‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ
ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି…
ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ ଖଲିସ୍ତାନୀ…
ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍ର ବିଜୟ ଟାର୍ଗେଟ୍
ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଶୁଭମାନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ଦମ୍ଦାର ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ଉଇକେଟ୍…
ସଂସଦରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ବିଧୁରୀ
ନୂଆଦିଲ୍ଲୀ,୨୪।୯: ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ସାଂସଦ ରମେଶ ବିଧୁରୀଙ୍କ ବିଏସପି ସାଂସଦ ଡାନିସ୍ ଅଲିଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଅଧିବେଶନ ପରେ ବିଧୁରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…
କାନାଡାରେ ବଢିପାରେ ଧର୍ମକୁ ନେଇ ରକ୍ତପାତ, ସତର୍କ କରାଇଲେ କାନାଡାର ସାଂସଦ
ଅଟାଓ୍ବା,୨୪।୯: ଭାରତ-କାନାଡା ବିବାଦ ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ନେଇ କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି। ତେବେ ଦେଖାଯାଉଛି କି କାନାଡାର ବିରୋଧୀ ଦଳର…
Archives


