Home Middle

ଚାଇନାରେ କୋଇଲା ଖଣି ଦୁର୍ଘଟଣା: ୧୬ ଶ୍ରମିକ ମୃତ…

ବେଜିଂ,୨୫।୯ : ଚାଇନାର ଗୁଇଝୋଉ ପ୍ରଦେଶର ପେନଝୋଉ ସହରରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଗୁଇଝୋଉ ପାନଜିଆଙ୍ଗ ରିଫାଇନ କୋଇଲା କମ୍ପାନୀର କର୍ମଚାରୀ ଥିଲେ। ଖଣି…

୨ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୫।୯ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି। ଏହା ସହିତ ପୋଲିସ ୫ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ଏହି ସୂଚନା ପ୍ରଦାନ କରିଛି। ସେମାନଙ୍କଠାରୁ ଦୁଇଟି ପିସ୍ତଲ, ତିନୋଟି…

ଗଣପତି ଦର୍ଶନ ପାଇଁ ଶିନ୍ଦେଙ୍କ ଘରେ ସଲମାନ-ଶାହାରୁଖ…

ମୁମ୍ବାଇ,୨୫।୯ : ଆଗାମୀ ଚଳଚ୍ଚିତ୍ର ଟାଇଗର ବନାମ ପଠାନରେ ମୁଖ୍ୟ ଅଭିନେତା ଭାବରେ ଶାହରୁଖ ଖାନ ଏବଂ ସଲମାନ ଖାନ ପୁଣି ପରଦାରେ ଏକାଠି ହେବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହାପୂର୍ବରୁ ଦୁହେଁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ମହାରାଷ୍ଟ୍ର…

ପୃଥିବୀରେ ଏକ୍ସ ମହାମାରୀ ଆତଙ୍କ ଘନେଇଲା, କରୋନା ତୁଳନାରେ ୨୦ ଗୁଣା ବିପଜ୍ଜନକ: ଡବ୍ଲ୍ୟୁଏଚଓର ଚେତାବନୀ…

ଜେନେଭା,୨୫।୯ : ଏକ ବିପଜ୍ଜନକ ରୋଗର ଆତଙ୍କ ଏବେ ସାରା ବିଶ୍ୱରେ ପୁଣି ଥରେ ସୃଷ୍ଟି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ନୂତନ ରୋଗକୁ ଏକ୍ସ ନାମରେ ଚିହ୍ନଟ…

ପାକିସ୍ତାନର ୪୦ ପ୍ରତିଶତ ଜନସଂଖ୍ୟା ଦାରିଦ୍ର ସୀମାରେଖା ତଳେ, ଉନ୍ନତି ପାଇଁ ନୀତି ପରିବର୍ତ୍ତନ ପାଇଁ ପରାମର୍ଶ…

ଇସଲାମାଦାବ,୨୫।୯ : ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଶ୍ୱ ବ୍ୟାଙ୍କ ମନ୍ତବ୍ୟ ଦେଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ କରିଛି ପାକିସ୍ତାନର ୪୦ ପ୍ରତିଶତ ଜନସଂଖ୍ୟା ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। ପାକିସ୍ତାନୀ ଗଣମାଧ୍ୟମ…

ଆମେରିକାରେ ପୃଥିବୀର ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର…

ଓ୍ବାଶିଂଟନ,୨୫।୯ : ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ ଆମେରିକାର ନ୍ୟୁ ଜର୍ସିରେ ପୃଥିବୀର ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର ଅକ୍ଟୋବର ୫ ରେ ଲୋକାର୍ପିତ ହେବ। ଏହି ମନ୍ଦିର ହେଉଛି ଆମେରିକାର ବୃହତ୍ତମ ହିନ୍ଦୁ ମନ୍ଦିର, ବିଏପିଏସ ସ୍ବାମୀନାରାୟଣ ଅକ୍ଷରଧାମ।…

ଏସିଆନ୍‌ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ: ଇତିହାସ ରଚିଲେ ଭାରତୀୟ ଶୁଟର

ଗାଙ୍ଗଝୋ,୨୫।୯: ଏସିଆନ୍‌ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଥିଲା। ଶୁଟିଂରେ ଦେଶକୁ ସ୍ବର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ଏବଂ ଦିବ୍ୟାଂଶ ଦେଶ ପାଇଁ ସ୍ବର୍ଣ୍ଣ ପଦକ…

ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ…

ମୋଦିଙ୍କୁ ୧୦ରୁ ୮ ମାର୍କ ଦେଲେ ନବୀନ

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବୈଦେଶିକ ନୀତି, ଅନ୍ୟାନ୍ୟ କାର୍ଯ୍ୟ ଓ ଦୁର୍ନୀତି ହ୍ରାସ ପାଇଁ ମୋଦିଙ୍କୁ ୧୦ରୁ ୮ ମାର୍କ ଦେଇଛନ୍ତି ନବୀନ। ହୋଟେଲ…

ଭାରତୀୟ ରୋୟର, ଶୁଟରଙ୍କ ଚମକ

ହାଙ୍ଗଝୋ, ୨୫।୯ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂର ପୁରୁଷ ଲାଇଟଓ୍ବେଟ…

ଆମେରିକୀୟ ବିଦ୍ୟାଳୟ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ ରୁ ୧୬ଜଣ ମୂଳ ଭାରତୀୟ ଛାତ୍ରୀଛାତ୍ର…

ଓ୍ବାଶିଂଟନ,୨୫।୯ : ଆମେରିକାର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ୩୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୬ ଜଣ ମୂଳ ଭାରତୀୟ ଅଟନ୍ତି। ଏହି ପ୍ରତିଯୋଗିତାର ନାମ ହେଉଛି…

ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ନାଇଜେରିଆରେ ୧୪ ଜଣଙ୍କୁ ହତ୍ୟା,୬୦ ଅପହୃତ…

ଆବୁଜା,୨୫।୯: ନାଇଜେରିଆରେ ଗୁଳି ଚାଳନା ଓ ଅପହରଣ ମାମଲା ସାମ୍ନାକୁ ଆସିଛି। କିଛି ଅଜଣା ବନ୍ଧୁକଧାରୀ ୧୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ଉତ୍ତର-ପଶ୍ଚିମ ଜାମଫାରା ରାଜ୍ୟରେ ୬୦ ଜଣଙ୍କୁ ଅପହରଣ କରାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri