ଇସ୍ରାଏଲରୁ ୨୩୦ ଭାରତୀୟଙ୍କୁ ନେଇ ଭାରତ ଫେରିବ ବିମାନ, ସମସ୍ତ ଖର୍ଚ୍ଚ ବହନ କରିବେ ସରକାର
ଜେରୁଜେଲମ,୧୨।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେଠାରେ ଫସିରହିଥିବା ଭାରତୀୟଙ୍କୁ ନେଇ ପ୍ରଥମ ଚାର୍ଟର ବିମାନ ଗୁରୁବାର ରାତିରେ ବେନ ଗୁରିୟନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରିବ। ସୂଚନାନୁସାରେ, ପ୍ରଥମ ସେବା…
ଇସ୍ରାଏଲର ରକେଟ ମାଡରେ ହମାସର ଶକ୍ତିଶାଳୀ ଫୋର୍ସ ‘ନୁଖବା ଇଲାଇଟି’ ଧ୍ୱସଂ
ଗାଜା,୧୨।୧୦: ଇସ୍ରାଏଲ ଓ ନର ସଂହାର ଚଲାଇଥିବା ପାଲେଷ୍ଟାଇନମଧ୍ୟରେ ଷଷ୍ଠ ଦିନ ମଧ୍ୟ ଯୁଦ୍ଧ ଜାରି ରହିଛି। ହମାସ ଇସ୍ରାଏଲୀଙ୍କୁ ବନ୍ଧକ ରଖି ରକେଟ ଆକ୍ରମଣ ପାଇଁ ଧମକ ଦେଉଥିବାବେଳେ ଇସ୍ରାଏଲ ହମାସକୁ ହଟାଇବାକୁ ଶପଥ ନେଇଛି। ତେବେ ହମାସର ଆକ୍ରମଣରେ…
ଅଷ୍ଟ୍ରେଲିଆ ପ୍ଲେଇଙ୍ଗ-୧୧ରେ ୨ ପରିବର୍ତ୍ତନ,ଦକ୍ଷିଣ ଆଫ୍ରିକାର ଜଣେ ନୂଆ ଖେଳାଳି…
ଲକ୍ଷ୍ନୌ,୧୨।୧୦ : ବିଶ୍ୱକପ ୨୦୨୩ର ଦଶମ ମ୍ୟାଚ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି…
ଆଇଏସଆଇ-ତାଲିବାନ ସମ୍ପର୍କକୁ ଅଣଦେଖା ନ କରୁ ଭାରତ: ଆଫଗାନିସ୍ତାନର ନିର୍ବାସିତ ରାଷ୍ଟ୍ରପତି ଅମରୁଲ୍ଲା
ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନର ନିର୍ବାସିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପାକିସ୍ତାନ ଓ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସମ୍ପର୍କକୁ ନେଇ ଭାରତକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଭାରତ ଅଣଦେଖା କରିବା ଉଚିତ ନୁହେଁ। ଆଇଏସଆଇ…
ତିନି ବର୍ଷରେ ୧୦ ଦେଶକୁ ୧୧୨ ବିଲିୟନ ଡଲାରର ରପ୍ତାନି କରିବ ଭାରତ…
ନୂଆଦିଲ୍ଲୀ,୧୨।୧୦ : ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ। ଏହି ଦେଶଗୁଡିକରେ ଭାରତୀୟ ମିଶନଗୁଡିକ ବଜାର…
ପିଲା କ‘ଣ ପଢ଼ିବେ ତାହାର ନିଷ୍ପତ୍ତି ନେବ କଂଗ୍ରେସ: ଜାତୀୟ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ କର୍ନାଟକ ସରକାରଙ୍କ ୧୫ ଜଣିଆ କମିଟି…
ବେଙ୍ଗାଲୁରୁ,୧୨।୧୦ : କର୍ନାଟକରେ କଂଗ୍ରେସ ସରକାର ଜାତୀୟ ଶିକ୍ଷା ନୀତିକୁ ପରିବର୍ତ୍ତନ କରିବା ଏବଂ କର୍ନାଟକ ରାଜ୍ୟ ଶିକ୍ଷା ନୀତି ପ୍ରସ୍ତୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାର…
ଭାଜପା ନେତା ସରତାଜ ସିଂଙ୍କ ପରଲୋକ…
ଭୋପାଳ,୧୨।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରତାଜ ସିଂଙ୍କର ଆଜି ଅର୍ଥାତ ଗୁରୁବାର ସକାଳେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ ବୟସରେ ଭୋପାଳରେ…
ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ
ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା…
ମୋ’ ଉପରକୁ ଗୁଳି ଚଳାଯାଉଛି, ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ନିକଟକୁ ଏମିତି ବାର୍ତ୍ତା ପଠାଇଲେ ମହିଳା ସୈନିକ
ଜେରୁଜେଲମ,୧୨ା୧୦: କ୍ରମାଗତ ୬ ଦିନ ଧରି ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟ ମଧ୍ୟରେ ଇସ୍ରାଏଲରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ସୈନିକ ମଧ୍ୟ ନିହତ ହୋଇଛନ୍ତି। ସେନ୍ୟବାହିନୀର ୭୭ତମ ବାଟାଲିୟନରେ କାର୍ଯ୍ୟ କରୁଥିବା ୧୯…
ଯଦି ଆମେ ଦୁର୍ନୀତିଗ୍ରସ୍ତ, ଆମ ସହ ଆଲୋଚନା କାହିଁକି: ଭାଜପାକୁ ସୁପ୍ରିୟାଙ୍କ ପ୍ରଶ୍ନ…
ମୁମ୍ବାଇ,୧୨।୧୦ : ମହାରାଷ୍ଟ୍ରର ଶରଦ ପାୱାର ନେତୃତ୍ୱାଧୀନ ଏନସିପି ଦଳର ନେତା ସୁପ୍ରିୟା ସୁଲେ ଦୁର୍ନୀତି ମାମଲାରେ ଭାଜପାକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯଦି ଏନସିପି ଦଳ ଦୁର୍ନୀତିଗ୍ରସ୍ତ ତେବେ ଭାଜପା ଆମ ଦଳ ସହ କାହିଁକି ଆଲୋଚନା କରୁଛି।…
ଗାଜା ପାଓ୍ବାର ପ୍ଲାଣ୍ଟରୁ ଇନ୍ଧନ ଶେଷ
ଗାଜା,୧୨ା୧୦: ଗାଜାର ଏକମାତ୍ର ପାଓ୍ବାର ପ୍ଲାଣ୍ଟରେ ଇନ୍ଧନ ସରିଯାଇଛି। ଖାଲି ଏତିକି ନୁହେଁ ଗାଜାକୁ ବିଦ୍ୟୁତ୍, ଜଳ, ଖାଦ୍ୟ ଏବଂ ଇନ୍ଧନ ଯୋଗାଣକୁ ଇସ୍ରାଏଲ ଅବରୋଧ କରିବାରୁ ନାନା ସମସ୍ୟା ଦେଖାଦେଇଛି। ବର୍ତ୍ତମାନ କେବଳ ଜେନେରେଟର ମାଧ୍ୟମରେ ଏହି କ୍ଷେତ୍ରରେ ବିଦ୍ୟୁତ୍…
ଫେଷ୍ଟିଭ ସିଜିନରେ ଏହି ଜିନିଷଗୁଡିକର ହେବନି ଦରବୃଦ୍ଧି
ନୂଆଦିଲ୍ଲୀ,୧୨।୧୦: ପାର୍ବଣ ଆସିଛି। ତେବେ ପାର୍ବଣ ପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ…
Archives


