ଫେରିଲା ମୌସୁମୀ
ଭୁବନେଶ୍ୱର,୧୩।୧୦(ଅନିଲ ଦାସ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ଆରମ୍ଭ କରିଛି। ଗୁରୁବାର ଓଡ଼ିଶାର କିଛି ଅଂଶରୁ ମୌସୁମୀ ଅପସରିଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦିନେ ୨ ଦିନରେ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ…
ଇସ୍ରାଏଲ୍ରୁ ଫେରିଲେ ୨୧୨ ଭାରତୀୟ: ମୋଦି ସରକାରଙ୍କୁ ଦେଲେ ଧନ୍ୟବାଦ
ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଏମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ…
ଦେଶରେ ଘୃଣାକୁ ପ୍ରୋତ୍ସାହିତ କରିବାରେ ମେଟା ଦୋଷୀ, ଜୁକରବର୍ଗଙ୍କୁ ପତ୍ର ଲେଖିଲା ‘ଇଣ୍ଡିଆ’ ମେଣ୍ଟ
ନୂଆଦିଲ୍ଲୀ,୧୨।୧୦: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଗୁରୁବାର ଏକ ଚିଠି ଲେଖିଛି। ଏହି ଚିଠିକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା…
ଚନ୍ଦ୍ରବାବୁ ନାଇଡୁଙ୍କ ଅଡୁଆ ବଢିଲା
ଅମରାବତୀ,୧୨।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। ଫାଇବରନେଟ ସ୍କାମ ମାମଲାରେ ଗୁରୁବାର ଏସିବି କୋର୍ଟ ସିଆଇଡିକୁ ମାମଲାରେ ଚନ୍ଦ୍ରବାବୁଙ୍କ ପାଇଁ ପିଟି ୱାରେଣ୍ଟ ଜାରି…
ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ
ଲକ୍ଷ୍ନୌ,୧୨।୧୦: ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୦୨୩ ବିଶ୍ୱକପ୍ର ଗୁରୁବାର ଦଶମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୩୪ ରନ୍ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ…
‘ସେ ପର୍ଯ୍ୟନ୍ତ ପାଣି ମିଳିବନି ଯେ ପର୍ଯ୍ୟନ୍ତ…’, ଗାଜାକୁ ଇସ୍ରାଏଲର ଚେତାବନୀ
ଜେରୁଜେଲମ,୧୨।୧୦: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନୂତନ ରଣନୀତି ଆପଣେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଯେ ପର୍ଯ୍ୟନ୍ତ ଇସ୍ରାଏଲ ବନ୍ଧକମାନଙ୍କୁ ମୁକ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ଗାଜାରେ ଘେରାବନ୍ଦୀ…
ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ଇଚ୍ଛା ଏକ ସ୍ବପ୍ନ ହୋଇ ରହିଯିବ: ଶରଦ ପାୱାର
ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାରଙ୍କ ଇଚ୍ଛା କେବଳ ଏକ ସ୍ବପ୍ନ ହୋଇ ରହିଯିବ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୁରୁବାର ଏଭଳି କହିଛନ୍ତି। ପୁତୁରା ତଥା ଅଜିତ ପାଓ୍ବାରଙ୍କୁ କଟାକ୍ଷ କରି ଶରଦ…
ଇସ୍ରାଏଲର ଟାର୍ଗେଟ୍ରେ ସିରିଆ, ୨ ବିମାନ ବନ୍ଦର ଉପରେ କଲା ଏୟାରଷ୍ଟ୍ରାଇକ
ଜେରୁଜେଲମ,୧୨।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ହମାସର ଯୁଦ୍ଧ ପରେ ଇସ୍ରାଏଲ ବର୍ତ୍ତମାନ ଆକ୍ରମଣାତ୍ମକ ହୋଇପଡିଛି। ଇସ୍ରାଏଲ ମଧ୍ୟ…
ଜୟଶଙ୍କରଙ୍କୁ ମିଳିବ ‘ଜେଡ୍’ ବର୍ଗର ସୁରକ୍ଷା
ନୂଆଦିଲ୍ଲୀ,୧୨।୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ତାଙ୍କୁ ବର୍ତ୍ତମାନ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ‘ଓ୍ବାଇ’ ବର୍ଗର ସୁରକ୍ଷା ପାଇଥିଲେ। ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା…
ଅରବିନ୍ଦ କେଜ୍ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଝଟକା
ଅହମ୍ମଦାବାଦ,୧୨।୧୧: ଗୁଜରାଟ ହାଇକୋର୍ଟରୁ ଏଏପି ନେତା ଅରବିନ୍ଦ କେଜ୍ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଡିଗ୍ରୀ ମାନହାନୀ ମାମଲାରେ ଉଭୟ ଏଏପି ନେତାଙ୍କୁ ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ…
ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ
ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯…
ହମାସ୍-ଇସ୍ରାଏଲ ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି ତାଇଓ୍ବାନ
ତାଇପେ,୧୨ା୧୦: ଗାଜାରୁ ହମାସ୍ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ଜୋର୍ଦାର ଆକ୍ରମଣ ଯୋଗୁ ତାଇଓ୍ବାନ ମଧ୍ୟ ପୂର୍ବର ଯୁଦ୍ଧ ଉପରେ ତୀକ୍ଷ୍ଣ ନଜର ରଖିଛି। ଚାଇନାଠାରୁ ଧମକ ପାଇବା ପରେ ତାଇଓ୍ବାନ ଏହି ଯୁଦ୍ଧ ଉପରେ ନଜର ରଖିଛି। ଗତ ସପ୍ତାହରେ…
Archives


