Home Middle

ଗାଜାରେ ମନୁଷ୍ୟକୃତ ବିପର୍ଯ୍ୟୟକୁ ରୋକାଯାଇ ପାରିବ ନାହିଁ, ବିଦ୍ୟୁତ-ପାଣି-ଇନ୍ଧନ ବନ୍ଦ କରିବା ପରେ ଇସ୍ରାଏଲକୁ ସତର୍କ କରାଇଲା ହୁ

ତେଲ ଅଭିଭ,୧୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଇସ୍ରାଏଲକୁ ସତର୍କ କରାଇଛି। ଗାଜା ଷ୍ଟ୍ରିପରେ ବିଦ୍ୟୁତ, ପାଣି, ଇନ୍ଧନ ଓ ଖାଦ୍ୟ ଯୋଗାଣ ବନ୍ଦ କରିଦେବା ଯୋଗୁ ସ୍ବାସ୍ଥ୍ୟସେବା ସଙ୍କଟରେ ଅଛି। ହୁ ଏକ ବିବୃତ୍ତି ଜାରି କରି କହିଛି, ଗାଜାରେ ସ୍ବାସ୍ଥ୍ୟ…

ଅକ୍ଟୋବର ୨୭ ପର୍ଯ୍ୟନ୍ତ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସଞ୍ଜୟ ସିଂ ଜଣେ…

ଇସ୍ରାଏଲରୁ ଫେରିଲେ ୯ ଓଡ଼ିଆ

ଭୁବନେଶ୍ୱର,୧୩ା୧୦: ଅପରେଶନ ଅଜୟର ପ୍ରଥମ ପର୍ଯ୍ୟାୟରେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ ଭାରତ ଫେରିଛନ୍ତି। ସେମାନେ ଦିଲ୍ଲୀରେ ସେମାନଙ୍କର ଲୋମ ଟାଙ୍କୁରା ଦୁଃଖ ବଖାଣିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ସାଇରନ୍‌ ବାଜିବାରୁ ସମସ୍ତ…

ବ୍ରିଟେନରେ ଅଜବ ସଙ୍କଟ, ଅପରାଧୀଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯାଉଛି

ଲଣ୍ଡନ,୧୩ା୧୦: ବ୍ରିଟେନରେ ଏକ ଅଜବ ସଙ୍କଟ ଦେଖାଦେଇଛି। ଜେଲରେ ଥିବା କଏଦୀଙ୍କ ସଂଖ୍ୟା ଏଠାରେ ବୃଦ୍ଧି ପାଉଛି। ଯେଉଁ କାରଣରୁ କୋର୍ଟ ସେମାନଙ୍କ ରାୟ ଦେବାରେ ବିଳମ୍ବ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଜେଲ୍‌ରେ ଅତ୍ୟଧିକ ଭିଡ଼ ଥିବାରୁ ଏଠାରେ ଥିବା…

ଗ୍ରୀନ୍‌କାର୍ଡଧାରୀଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୧୩ା୧୦: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଅଣ-ପ୍ରବାସୀମାନଙ୍କୁ ଆମେରିକା ସରକାର ଏକ ଖୁସି ଖବର ଦେଇଛନ୍ତି। ଗ୍ରୀନ୍‌କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ଏହା ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବ ବୋଲି ଆମେରିକା…

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଦେଶରେ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୧୩ା୧୦: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଏହି ଆଲର୍ଟ…

ପି-୨୦ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୦: ‘ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍‌ ପି-୨୦ ଭାରତରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପି -୨୦କୁ ଉଦ୍‌ଘାଟନ କରି ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶିଖର ସମ୍ମିଳନୀ ହେଉଛି ଏକ ମହାକୁମ୍ଭ। ଆପଣ ସମସ୍ତେ…

ଶାଳୀନ ପୋଷାକ ପିନ୍ଧିବେ ଭକ୍ତ: ସମସ୍ତ ନିଯୋଗ, ପ୍ରଶାସନ, ହୋଟେଲକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ୧୩ା୧୦(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରସଙ୍ଗରେ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚିଠି ମାଧ୍ୟମରେ ସମସ୍ତ ନିଯୋଗ ସମ୍ପାଦକ ଏବଂ ସଭାପତିଙ୍କୁ ଅବଗତ କରାଇଛନ୍ତି। ଉକ୍ତ…

ଆଫଗାନିସ୍ତାନରେ ପୁଣି ଭୂକମ୍ପ…

କାବୁଲ,୧୩।୧୦: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏକ ସପ୍ତାହ ମଧ୍ୟରେ ଦାରିଦ୍ର୍ୟର ଶିକାର ହୋଇଥିବା ଦେଶରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରହିଛି।…

ଇସ୍ରାଏଲ୍‌ରୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ: ଶିଶୁଙ୍କୁ ଗୁଳି କରି ଜାଳିଦେଲେ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୬ ଦିନ ବିତିଗଲାଣି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ଫଟୋ ଜାରି କରିଛି। ଫଟୋରେ ଶିଶୁଙ୍କୁ ଗୁଳି କରି ଜାଳିଦେଇଛନ୍ତି ହମାସ ଆକ୍ରମଣକାରୀ। ଅନେକ ଫଟୋ ଦେଖାଇ…

ସବୁକିଛି ବହୁତ ଭୟାନକ, ଆମେ ଇସ୍ରାଏଲ ସହ ଅଛୁ: ଆମେରିକାର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡା ହୋଇଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ସେ ହମାସର ଆତଙ୍କ ଦେଖିଥିଲେ। ଆଣ୍ଟୋନି ବ୍ଲିଙ୍କେନ…

୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢିଲେ ମା’-ବାପା: ଶେଷରେ…

ଜେରୁଜେଲମ,୧୩।୧୦: ନିଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ମା’-ବାପା ସବୁକିଛି କରିପାରନ୍ତି। ଏହାର ନିଚ୍ଛକ ଉଦାହରଣ ଇସ୍ରାଏଲ-ହମାସ ଯୁଦ୍ଧରେ ଦେଖିବାକୁ ମିଳିଛି। ୧୦ ମାସର ଯମଜ ସନ୍ତାନଙ୍କୁ ରକ୍ଷା କରିବା ପାଇଁ ହମାସ ଆକ୍ରମଣକାରୀଙ୍କ ସହ ଲଢି ପ୍ରାଣ ହରାଇଛନ୍ତି ମା’-ବାପା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri