Home Middle

ଲଗାତାର ୩ ଦିନ ଛୁଟି ନେଲେ ରହିବ ନାହିଁ ଚାକିରି, ନୂଆ ନିୟମ ଜାରି କଲା ଏହି କମ୍ପାନୀ…

ନୂଆଦିଲ୍ଲୀ,୨୨।୧୦ : ଅଫିସରେ ଚାକିରି ସମ୍ବନ୍ଧରେ ଆମାଜନ କଡା ନିୟମ ଲାଗୁ କରିଛି। ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଲଗାତାର ୩ ଦିନ ଛୁଟି ନେବେ ସେମାନଙ୍କର ଚାକିରି ଆଉ ରହିବ ନାହିଁ। କମ୍ପାନୀ କହିଛି ଯେଉଁମାନେ ଲଗାତାର ୩…

ଗୁଗଲ ଦେବ ଲୋନ

ନୂଆଦିଲ୍ଲୀ,୨୨।୧୦: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ…

ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର…

ଏଣିକି ଦୁଇଘଣ୍ଟା ଭିତରେ ସରିଯିବ ଟ୍ରେନ ଟିକେଟ୍‌ର ବୈଧତା, ଘଣ୍ଟାକରେ ଦେବାକୁ ପଡିବ ୧୦ଟଙ୍କା ଫାଇନ୍‌

ନୂଆଦିଲ୍ଲୀ,୨୨।୧୦: ଦେଶ ଦିଲ୍ଲୀ-ମେରୁଟ ପ୍ରଥମ ରାପିଡ ଟ୍ରେନ ଉପହାର ପାଇଛି। ରାପିଡ ଟ୍ରେନ ନମୋ ଭାରତର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଲୋକ ଯାତ୍ରା କରିଛନ୍ତି। ନାମୋ ଭରତର ପ୍ରଥମ ଦିନରେ ସାହିବାବାଦରୁ ଦୁହାକିକୁ ୧୦ହଜାର ଲୋକ ଯାତ୍ରା କରିଛନ୍ତି। ନମୋ…

ନଓ୍ବାଜ କଲେ ପର୍ଦ୍ଦାଫାଶ,ଆଣବିକ ପରୀକ୍ଷଣ ନ କରିବା ଲାଗି ବିଲ କ୍ଲିଣ୍ଟନ ଦେଇଥିଲେ ୫ ବିଲିୟନ ଡଲାରର ଅଫର…

ଇସଲାମାବାଦ, ୨୨୧୦: ପାକିସ୍ତାନକୁ ଫେରିବାର କିଛି ଘଣ୍ଟା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ କାର୍ଯ୍ୟକାଳର ସଫଳତା ବିଷୟରେ କହିବା ସହିତ ୧୯୯୮ରେ ଆଣବିକ ପରୀକ୍ଷଣ କରି ଭାରତର ଆଣବିକ ବିସ୍ଫୋରଣକୁ ସେ କିପରି ଉପଯୁକ୍ତ ଉତ୍ତର ଦେଇଥିଲେ,ସେ ସମ୍ପର୍କରେ…

ଇସ୍ରାଏଲ-ହମାସ ଯୁଦ୍ଧ ପ୍ରଭାବ: ଆମେରିକାରେ ଇହୁଦୀ ମହିଳାଙ୍କ ବିଭତ୍ସ ହତ୍ୟା

ଡେଟ୍ରୋୟଟ,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ପ୍ରଭାବ ଅନେକ ଦେଶରେ ଦେଖିବାକୁ ମିଳୁଛି। ତେବେ ଏହାର ପ୍ରଭାବ ଆମେରିକାର ମିଚିଗାନ ରାଜ୍ୟର ବୃହତ୍ତମ ସହର ଡେଟ୍ରୋୟଟରେ ଘଟିଥିବା ଲେମହର୍ଷଣକାରୀ ଘଟଣାରେ ଦେଖିବାକୁ ମିଳିଛି। ଡେଟ୍ରୋୟଟର ସାୟନାଗୋଗୁଇ(ଇହୁଦୀମାନଙ୍କ ପ୍ରାର୍ଥନା…

ସହାୟତା ପହଞ୍ଚିବାର ଗୋଟିଏ ଦିନ ପରେ ବୋମାବାଡ ତୀବ୍ର କଲା ଇସ୍ରାଏଲ, ମସଜିଦରେ ଏୟାର ଷ୍ଟ୍ରାଇକ୍‌

ଗାଜା,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଛି। ଏହାରି ଭିତରେ ଇସ୍ରାଏଲର ସେନ୍ୟବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ଶନିବାର ଇଜିପ୍ଟ ସୀମାନ୍ତ ରାଫାହ ପଏଣ୍ଟ ଦେଇ ଗାଜା…

ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ

ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍‌ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର ପାଇଁ…

‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ…

ପୋଷାକ ଭଳି ଦଳ ପରିବର୍ତ୍ତନ କରୁଛନ୍ତି ନୀତୀଶ କୁମାର: ଚିରାଗ ପାସଓ୍ବାନ…

ପାଟନା,୨୧।୧୦ : ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ କଡ଼ା ସମାଲୋଚନା କରିଛନ୍ତି। ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରେ ଯୋଗଦେବା…

ସକ୍ରିୟ ହେଉଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୧ା୧୦: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ।…

ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ’ , ଅକ୍ଟୋବର ୨୫ରେ ଲ୍ୟାଣ୍ଡଫଲ ପୂର୍ବାନୁମାନ, ଭିଡ଼ିଓରେ ଭୟଙ୍କର ରୂପ..

ନୂଆଦିଲ୍ଲୀ,୨୧।୧୦ : ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତେଜ’ ତୀବ୍ର ହୋଇଛି ଏବଂ ବର୍ତ୍ତମାନ ୟେମେନର ସୋକୋଟ୍ରା ଉପରେ କେନ୍ଦ୍ରିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri