Home Middle

ଶିକ୍ଷକଙ୍କୁ ମିଳିବ ସରକାରୀ ଘର, ସରକାରଙ୍କ ନୂଆ ଯୋଜନା, ପ୍ରଥମେ ମିଳିବ ୫ ଲକ୍ଷଙ୍କୁ…

ପାଟନା,୩୦।୧୦ : ବିହାରର ସରକାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ ବିଦ୍ୟାଳୟ ନିକଟରେ ରହିବା ସୁବିଧା ଯୋଗାଇବା ପାଇଁ ଶିକ୍ଷା ବିଭାଗ ଦ୍ୱାରା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯୋଜନା ଅନ୍ତର୍ଗତ ପ୍ରଥମେ ରାଜ୍ୟର ପ୍ରାୟ ୫ ଲକ୍ଷ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ…

ନାବାଳିକା ଅପହରଣରେ ନୂଆ ମୋଡ, ଅବିବାହିତା ମହିଳାଙ୍କ ମିଥ୍ୟା ଡେଲିଭରୀ ଘଟଣାର ପର୍ଦ୍ଦାଫାଶ…

ଭୋପାଳ,୩୦।୧୦ : ଅକ୍ଟୋବର ୨୧ରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ କନ୍ୟା ପୂଜନ ନାମରେ ଦୁଇ ନିରୀହ ନାବାଳିକାଙ୍କୁ ଅପହରଣ ମାମଲା ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ତୃତୀୟ ଦିନରେ ପ୍ରାୟ ୬୦ଘଣ୍ଟା ପରେ କୋଲାରର ଇଂରାଜୀ ଭିଲ୍ଲା କଲୋନୀରୁ ଉଭୟ ନାବାଳିକାଙ୍କୁ…

ସେମିଫାଇନାଲରୁ ୪ ଟିିମ୍‌ ବାହାର, ଓ୍ବାଲର୍‌ଡ କପ୍‌ ଦୌଡ଼ରେ ଏବେ ୬ ଟିମ୍‌…

ନୂଆଦିଲ୍ଲୀ,୩୦।୧୦ : ବିଶ୍ୱକପ ୨୦୨୩ ବର୍ତ୍ତମାନ ଧୀରେ ଧୀରେ ସେମିଫାଇନାଲ ଆଡକୁ ଗତି କରୁଛି। କିଛି ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରୁଥିବାବେଳେ କେତେକ ଦଳ ଖରାପ ଫର୍ମ ସହ ସଂଘର୍ଷ…

ଭୋଟ ସହିତ ଲୋକଙ୍କୁ ନୋଟ୍‌ ମାଗୁଛନ୍ତି ପୂର୍ବତନ ଭାଜପା ନେତା, ଭାଇରାଲ ଭିଡ଼ିଓ ଦେଖନ୍ତୁ…

ଭୋପାଳ,୩୦।୧୦ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ଭାଜପା ସମସ୍ତ ୨୩୦ ଟି ଆସନ ପାଇଁ ପ୍ରାର୍ଥୀ ନିଶ୍ଚିତ କରିଛି। ତେବେ ବହୁ ଭାଜପା ନେତା ଅଛନ୍ତି ଯେଉଁମାନେ ଦଳରୁ ଟିକେଟ ନ ପାଇବା…

ରାଶନ ହେରଫେର କରି ଫିଲ୍ମ ନିର୍ମାଣ, ଇଡି ସ୍କାନରରେ ବଲିଉଡ-ଟଲିଉଡ ଅଭିନେତ୍ରୀ ଅଭିନେତା…

କୋଲକାତା,୩୦।୧୦ : ପଶ୍ଚିମବଙ୍ଗରେ ଚାଲିଥିବା ରାଶନ ସ୍କାମର ଯାଞ୍ଚ ବର୍ତ୍ତମାନ ଟଲିଉଡରୁ ବଲିଉଡ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୪ରେ ମୁକ୍ତିଲାଭ କରିଥିବା ମୈଗ୍ରୋବ ନାମକ ଏକ ବଙ୍ଗଳା ଚଳଚ୍ଚିତ୍ରରେ ବଲିଉଡର ପ୍ରସିଦ୍ଧ ଆଇଟମ ଅଭିନେତ୍ରୀ ରାଖୀ ସାୱନ୍ତ ଏକ ଆଇଟମ ଡ୍ୟାନ୍ସ କରିଥିବାବେଳେ…

ନିର୍ବାଚନୀ ବଣ୍ଡ ପାଣ୍ଠିର ଉତ୍ସ ଜାଣିବା ଜନସାଧାରଣଙ୍କର କୌଣସି ଅଧିକାର ନାହିଁ, ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୩୦।୧୦ : ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନର ଅସ୍ପଷ୍ଟ ନିର୍ବାଚନୀ ବଣ୍ଡ ମୋଡକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ମତ ଉପସ୍ଥାପନ କରିଛନ୍ତି। ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ନିର୍ବାଚନୀ ବଣ୍ଡର ଉତ୍ସ…

ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍‌ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…

ଟ୍ରେନ୍‌ ଟ୍ରାଜେଡି: ୨୬ ଟ୍ରେନ୍‌ ବାତିଲ, ୨୨ ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।…

ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ ଅଞ୍ଚଳରେ ରବିବାର ସକାଳେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା…

ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୫୦ରୁ ଅଧିକ ଆହତ

ଭୁବନେଶ୍ୱର,୩୦ା୧୦: ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ଗୋଟିଏ ରାୟଗଡ଼ା ଏବଂ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ…

ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ୩୧ରେ ନେବେ ଶପଥ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟପାଳ ଭାବେ ଶପଥ ନେବେ।…

ସିମ୍‌ ସ୍ବାପ୍‌ ସ୍କାମ୍‌ରୁ ବର୍ତ୍ତିବା ଉପାୟ

ନୂଆଦିଲ୍ଲୀ,୩୦ା୧୦: ଅକ୍ଟୋବର ୧୮ରେ ଉତ୍ତର ଦିଲ୍ଲୀ ହାଇକୋର୍ଟର ଜଣେ ମହିଳା ଆଇନଜୀବୀ ଫୋନ୍‌ ହ୍ୟାକିଂ ଠକେଇର ଶିକାର ହୋଇଥିଲେ। ଅଜଣା ନମ୍ବରରୁ ଆସିଥିବା ୩ଟି ମିସ୍‌ଡ କଲ୍‌ ଯୋଗୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଭାନ୍‌ ହୋଇଯାଇଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri