ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଲୋଚନା ପାଇଁ ରାଜି ହେଲେ ଆମେରିକା-ଚାଇନା…
ଓ୍ବାଶିଂଟନ/ବେଜିଂ,୨।୧୧: ବିଶ୍ୱ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ବାସ୍ତବରେ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ଆଲୋଚନା କରିବାକୁ ସହମତ ହୋଇଛନ୍ତି। ୱାଲ ଷ୍ଟ୍ରିଟ ଜର୍ନାଲ ଏହାର ଏକ ରିପୋର୍ଟରେ ଏହା ଦାବି କରିଛି। ରିପୋର୍ଟ ଅନୁଯାୟୀ,…
ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…
ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି। ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ ଉତ୍ତର…
ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଆରମ୍ଭ, ମେ’ ୩୧ ପର୍ଯ୍ୟନ୍ତ ଫିସିଂ ମନା
ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବିରଳ ଅଲିଭ୍ ରିଡ୍ଲେଙ୍କ ମିଳନ ରୁତୁ ଆରମ୍ଭ ହୋଇଛି। ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ। ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ…
ସନ୍ତୋଷୀ ସାହୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ
ଭୁବନେଶ୍ୱର,୧ା୧୧: ନବଗଠିତ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏ୍ଏସ୍ ସନ୍ତୋଷୀ ସାହୁ ନିଯୁକ୍ତ ହୋଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୋର୍ଡ ଅଫ୍ ରେଭିନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର…
ଭାରତକୁ ହଟାଇ ପଏଣ୍ଟ ଟେବୁଲ୍ ଶୀର୍ଷରେ ଦକ୍ଷିଣ ଆଫ୍ରିକା
ପୁଣେ,୧।୧୧: ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନ ବ୍ୟବଧାନରେ ପରାସ୍ତ କରିଛି। ଜିତିବା ପାଇଁ ନ୍ୟୁଜିଲାଣ୍ଡ ୩୫୮ ରନ ଲକ୍ଷ୍ୟ ଥିଲା, କିନ୍ତୁ କିୱି ଦଳ ମାତ୍ର ୧୬୭ ରନ୍ରେ ସୀମିତ ରହିଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସାମ୍ନାରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍ମାନେ…
ବଢୁଛି ଲୋକଙ୍କ ଦରମା, ମାତ୍ର ପକେଟ୍ ଖାଲି, ଜାଣନ୍ତୁ କ’ଣ କହୁଛି ସର୍ବେକ୍ଷଣ ରିପୋର୍ଟ
ଲଣ୍ଡନ,୧ା୧୧: ବ୍ରିଟିଶ ଶ୍ରମିକମାନଙ୍କର ଭାଗ୍ୟ ବର୍ଷର ଶେଷ ମାସରେ ଚମକିଛି। ବୁଧବାର ଶ୍ରମ ବଜାରର ଏକ ସର୍ବେକ୍ଷଣ ଅନୁଯାୟୀ, ବ୍ରିଟିଶ ଶ୍ରମିକମାନେ ସାପ୍ତାହିକ ବେତନରେ ସେମାନଙ୍କର ସର୍ବାଧିକ ଦରମା ପାଇଛନ୍ତି। ଏହା ବ୍ୟତୀତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ସର୍ବାଧିକ ବୃଦ୍ଧି…
ଆଇଏଫ୍ଏସ୍ସ୍ତରରେ ଅଦଳବଦଳ: ସୁଶାନ୍ତଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧ା୧୧: ରାଜ୍ୟ ସରକାର ବୁଧବାର ଆଇଏଫ୍ଏସ୍(ଭାରତୀୟ ବନ ସେବା) ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଫ୍ଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ୍-ଓ୍ବାଇଲ୍ଡ ଲାଇଫ୍) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲ୍ଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସୁଶୀଲ…
ବିଶ୍ୱକପ୍ ମଝିରେ ହଠାତ୍ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧।୧୧: ବିଶ୍ୱକପ ମଝିରେ ହଠାତ୍ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଡେଭିଡ ୱିଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ କେବେବି ଏହି…
ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…
ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ ଥିଲେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି। ତାଙ୍କୁ ବିବାହ କରିବେ…
ପାଇଲଟ-କ୍ରୁ ସଦସ୍ୟ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରିପାରିବେ ନାହିଁ, ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଡିଜିସିଏ…
ନୂଆଦିଲ୍ଲୀ,୧।୧୧ : ଏବେ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରି ପାରିବେ ନାହିଁ। ଏଥିରେ ଆଲକୋହଲ ମାତ୍ରା ରହିଥିବାରୁ ଏହାକୁ ବାରଣ କରାଯାଇଛି। କାରଣ ଏହାଦ୍ୱାରା ନିଃଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷଣରେ ମଦ୍ୟପାନ କରିଥିବା ନିଶ୍ଚିତ…
ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା କଲା ନୌସେନା…
ନୂଆଦିଲ୍ଲୀ,୧।୧୧ : ଦେଶର ସୀମା ରକ୍ଷା କରିବା ପାଇଁ ତିନି ସେନା କ୍ରମାଗତ ଭାବରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଏହି ସମୟରେ ଭାରତୀୟ ନୌସେନା ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ନୌସେନା ବୁଧବାର ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ…
ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…
ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି। ବାସ୍ତବରେ,…
Archives


