Home Middle

ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌,୨ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ ଆରମ୍ଭ…

ଗାଜାର ଜବାଲିଆ କ୍ୟାମ୍ପରେ ଆକ୍ରମଣ ପରେ ହସ୍ପିଟାଲରେ ଜେନେରେଟର ସେବା ବନ୍ଦ

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ହେବାର ୨୭ ଦିନ ବିତିଗଲାଣି । ଗାଜାରେ ଇସ୍ରାଏଲର କାର୍ଯ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ ଏବଂ ଇଣ୍ଟରନେଟ…

ଯେଉଁଦିନ ନିର୍ବାଚନ ଫଳାଫଳ ଆସିବ ଜାଣିନି ମୁଁ ବାହାରେ ଥିବି କି ଜେଲ୍‌ରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ଇଡି ପଚରାଉଚରା ପାଇଁ ଡକାଇଥିଲା। ଏହି ସମୟରେ ସେ ଇଡିରେ ହାଜର ହେବା ପରିବର୍ତ୍ତେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏକ ରୋଡ୍‌ ଶୋ କରିଥିଲେ।  ତାଙ୍କ ସହ…

ସଂସଦ ଭାଙ୍ଗିଦେଲେ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଭିକ, ଏହି ତାରିଖରେ ନିର୍ବାଚନ କରିବାକୁ ଅପିଲ

ବେଲଗ୍ରେଡ,୨।୧୧: ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଭୁଭିକ ସଂସଦ ଭଙ୍ଗ କରିଛନ୍ତି। ୧୭ ଡିସେମ୍ବରରେ ସ୍ଥାନୀୟ ନିର୍ବାଚନ ସହିତ ନୂତନ ସଂସଦକୁ ଭୋଟ ଦେବାକୁ ସେ ଆହ୍ବାନ କରିଛନ୍ତି। ଘରୋଇ ଏବଂ ୟୁରୋପୀୟ ୟୁନିଅନର ରାଜନୈତିକ ଚାପ ଯୋଗୁ ଦୁଇ ବର୍ଷରୁ କମ…

ପୁଣି ହୃଦୟ ଭାଙ୍ଗିଲେ ବିରାଟ କୋହଲି:ଷ୍ଟାଡିୟମରେ ଖେଳିଗଲା ନିରାଶାର ମାହୋଲ

ମୁମ୍ବାଇ,୨।୧୧: ପୁଣି ଦର୍ଶକଙ୍କ ହୃଦୟ ଭାଙ୍ଗିଛନ୍ତି ଭାରତୀୟ କ୍ରିକେଟର୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବା ଆଜି ବି ସମ୍ଭବ ହୋଇପାରିନାହିଁ। କୋଟି କୋଟି…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୧: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଞ୍ଚାୟତ, ପ୍ରତି…

ଯେଉଁଠି କଂଗ୍ରେସ ରହିବ ସେଠାରେ ବିକାଶ ହେବ ନାହିଁ: ମୋଦି

ରାୟପୁର,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର କାଂକେରରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ରାଜ୍ୟର ଶାସକ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଏହି ଦଳ ଉପସ୍ଥିତ ଅଛନ୍ତି ସେଠାରେ ବିକାଶ ହୋଇପାରିବ…

ନୂଆ ଇତିହାସ ଲେଖିଲେ ବିରାଟ କୋହଲି

ମୁମ୍ବାଇ,୨।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ର ଏକ ମ୍ୟାଚରେ ବିରାଟ କୋହଲି ତାଙ୍କ ବ୍ୟାଟ ସହିତ ଏକ ନୂଆ ଇତିହାସ ଲେଖିଛନ୍ତି। ସେ ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସ୍ବତନ୍ତ୍ର…

ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦେଶର ନିର୍ବାଚନ ଆୟୋଗ ଏନେଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ…

ଦୁଇ ଜିଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର,୨ା୧୧: କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲା ପାଇଁ ଗୁରୁବାର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ…

ଟସ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ,୨।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ…

ପିଲାଙ୍କୁ ମା’ଙ୍କ ଠାରୁ ଛଡାଇ ନେଲେ ବାପାଙ୍କ ବିରୋଧରେ ହୋଇ ପାରିବନି ଅପହରଣ ମାମଲା: ହାଇକୋର୍ଟ…

ମୁମ୍ବାଇ,୨।୧୧ : ମା’ଙ୍କର ହେପାଜତରେ ଥିବା କୌଣସି ପିଲାଙ୍କୁ ବାପା ଛଡ଼ାଇ ନେଲେ, ତା’ହେଲେ ତାଙ୍କ ବିରୋଧରେ ଅପହରଣ ମାମଲା ହେବ କି ନାହିଁ, ସେ ନେଇ ବମ୍ବେ ହାଇକୋର୍ଟ ଏହା ଉପରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ବମ୍ବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri