Home Middle

ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍‌ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା

ଇସଲାମବାଦ,୧୦।୧୧: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ…

ଆଇସିସି ସଦସ୍ୟରୁ ଶ୍ରୀଲଙ୍କା ନିଲମ୍ବିତ

ନୂଆଦିଲ୍ଲୀ,୧୦।୧୧ : ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିରୋଧରେ ବଡ଼ ଆକ୍ସନ ନେଇଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଟିମର ସଦସ୍ୟତାକୁ ନିଲମ୍ବିତ କରି ଦେଇଛି। ଆଇସିସି ବୋର୍ଡ ମିଟିଂରେ ର୍ନିଣ୍ଣୟ ନେଇଛି କି, ଶ୍ରୀଲଙ୍କା କ୍ରିକେଟ…

ଦେଶରେ ଆରମ୍ଭ ହେବ ଏଆର ଟ୍ୟାକ୍ସି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ଏନିସିଆର ଆକାଶରେ ଉଡିବ ଟ୍ୟାକ୍ସି। ଟ୍ୟାକ୍ସ କେମିତି ଉଡିବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି! ଏହା ଟ୍ୟାକ୍ସି ନୁହେଁ ତ ଏଆର ଟ୍ୟାକ୍ସି। ଇଣ୍ଡିଗୋ କମ୍ପାନୀର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ ଦେଶରେ ଅଲ ଇଲେକ୍ଟ୍ରି ଏଆର ଟ୍ୟାକ୍ସି ସେବା ଆରମ୍ଭ…

ଦିଲ୍ଲୀରେ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନିୟମ

ନୂଆଦିଲ୍ଲୀ,୧୦।୧୧: କୃତିମ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ କିଛି ମାତ୍ରାରେ ସୁଧାର ଆସିଛି।ଦିଲ୍ଲ-ଏନସିଆରରେ ବର୍ଷା ହେବାରୁ ଏକ୍ୟୁଆଇ ଆଗ ଅପେକ୍ଷ କମିଛି। ଏହି କ୍ରମରେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ନିୟମ ଲାଗୁ କରିବା ନିଷ୍ପତ୍ତିକୁ ଏଡାଇ ଦେଇଛନ୍ତି। ଦିଲ୍ଲୀ…

ଧନତେରସରେ ରେକର୍ଡ ସ୍ତରରେ ସୁନା ବିକ୍ରି, ୨୭ହଜାର କୋଟି ଟଙ୍କାର ହେଲାଣି ସୁନା ବ୍ୟବସାୟ

ନୂଆଦିଲ୍ଲୀ,୧୦।୧୧: ଧନତେରସ ଉପଲକ୍ଷେ ଲୋକ ସୁନା-ରୁପା କିଣୁଛନ୍ତି। ଏନେଇ ଜୁଏଲରୀ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜିର ଦିନରେ ଜୁଏଲାରୀ ଦୋକାନୀମାନେ ରେକର୍ଡ ସ୍ତରର ବ୍ୟବସାୟ କରିଛନ୍ତି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆଣ୍ଡ ଗୋଲ୍ଡସ୍ମିଥ୍‌ ଫେଡେରଶନର ରାଷ୍ଟୟୀୟ ଅଧ୍ୟକ୍ଷ ପଙ୍କଜ…

ବ୍ୟକ୍ତିଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ,୧୦।୧୧:ଆଧୁନିକତାର ଛାପରେ ବିଜ୍ଞାନ ସହାୟତାରେ ରୋବଟ ଦ୍ୱାରା ମଧ୍ୟ ଯେକୌଣସି କାମ ହୋଇ ପାରୁଛି। ମଣିଷର ବିନା ସହାୟତାରେ ରୋବଟ ମେସିନ୍‌ ବିଭିନ୍ନ କାମ ଅତି ସହଜରେ କରିପାରୁଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ…

ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, କହିଲେ ଅଟକି ରହିଥିବା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ଦିଅନ୍ତୁ

ନୂଆଦିଲ୍ଲୀ,୧୦।୧୧: ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍‌ରେ ଡକାଯାଇଥିବା ବିଧାନସଭା ଅଧିବେଶନ ଅଧିବେଶନକୁ ସୁପ୍ରିମକୋର୍ଟ ବୈଧ ବିବେଚିତ କରିଛନ୍ତି। ସେହିପରି ବିଧାନସଭା ଦ୍ବାରା ପାରିତ ହୋଇଥିବା ବିଲକୁ ପଞ୍ଜାବ ରାଜ୍ୟପାଳ ବନବାରି ଲାଲ ପୁରୋହିତ ଅନୁମୋଦନ ନ କରିଥିବାରୁ ସୁପ୍ରିିମକୋର୍ଟ ଅସନ୍ତୋଷ ବ୍ୟକ୍ତ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଯନ୍ତ୍ରାଂଶରେ ନିଆଁ , ଆମେରିକାରେ ସ୍କୁଲ ବନ୍ଦ

କାଲିଫର୍ନିଆ,୧୦।୧୧: ଆମେରିକାର ଦକ୍ଷିଣ କାଲିଫର୍ନିଆର ଟଷ୍ଟିନ ସହରରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ବିଶ୍ୱଯୁଦ୍ଧ-୨ସମୟରେ ତିଆରି ହୋଇଥିବା ବ୍ଲିମ୍ପ ହ୍ୟାଙ୍ଗରରେ ନିଆଁ ଲାଗିଯାଇଛି। ସେହି ସମୟରେ ଏହି କୋଠାରେ ବଡ ବଡ ଏୟାରସିପ୍‌ ରଖାଯାଉଥିଲା। ଏହି ବ୍ଲିମ୍ପ ହ୍ୟାଙ୍ଗର ଜଳିବା…

ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଲେ, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ପରିସ୍ଥିତି ସମ୍ପର୍କରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ରାଜଧାନୀ ଦିଲ୍ଲୀରେ ବର୍ଷା ପରେ ସୁପ୍ରିମକୋର୍ଟ କହିଛନ୍ତି, ଏଥିପାଇଁ ଦିଲ୍ଲୀ ସରକାରଙ୍କୁ ଧନ୍ୟବାଦ ଦେଇ ହେବ ନାହିଁ କିନ୍ତୁ କହିପାରିବା ଯେ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି।…

ଭାରତ ସହ ସମ୍ପର୍କକୁ ସୁଧାରିବାକୁ ଚାହୁଁଛି କାନାଡା

ଓଟାଓ୍ବା,୧୦।୧୧: ଏବେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ବର୍ତ୍ତମାନ କାନାଡାର ବୈଦେଶିକ ମନ୍ତ୍ରୀ ମେଲିନ ଜଲି କହିଛନ୍ତି ଯେ ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ସହ ଯୋଗାଯୋଗରେ…

ସୁପ୍ରିମକୋର୍ଟ ପରିସରରେ ଖୋଲିଲା ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ପ୍ରଥମ କାଫେ

ନୂଆଦିଲ୍ଲୀ,୧୦ା୧୧: ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡ ଶୁକ୍ରବାର ଅନ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ପରିସରରେ ‘ମିଟି କାଫେ’ର ଉଦ୍‌ଘାଟନ କରିଛନ୍ତି। ନୂତନ ଭାବରେ ନିର୍ର୍ମିତ କାଫେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ। ଏହି କାଫେର ପରିଚାଳକ ଦୃଷ୍ଟିହୀନ ଏବଂ…

ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରତିଦିନ ଜଣେ ଖବରଦାତାଙ୍କର ହେଉଛି ମୃତ୍ୟୁ

ଜେରୁଜେଲମ,୧୦।୧୧: ଗାଜା-ଇସ୍ରାଏଲ ଯୁଦ୍ଧରେ ପ୍ରତିଦିନ ୧ରୁ ଅଧିକ ଖବରଦାତାଙ୍କୁ ହତ୍ୟା କରାଯାଉଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି ଅନୁଯାୟୀ, ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଗାଜା-ଇସ୍ରାଏଲ ଯୁଦ୍ଧ ସବୁଠାରୁ ଘାତକ ବିବାଦ ହୋଇଛି। ଏହି କମିଟି କହିଛି ଯେ ଯୁଦ୍ଧ ଆରମ୍ଭ ହେବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri