ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍ ହୋଇ ଜଳୁଛି ବଗି
ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍ର ୩ ବଗି ହୁତହୁତ୍ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ ଖବର…
ପଡ଼ିଆରେ ବିରୁଷ୍କାଙ୍କ ଚୁମ୍ବନ ସିନ୍: ଭିଡ଼ିଓ ଭାଇରାଲ
ମୁମ୍ବାଇ,୧୫।୧୧: ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଜବରଦସ୍ତ ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଶତକ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା ଶର୍ମା ଖୁସିରେ ଝୁମି ଉଠିଛନ୍ତି। ସେ ଷ୍ଟାଡିୟରୁ…
ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ
ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ। ୫୦ ଓଭରରେ ୪ଓ୍ବିକେଟ ହରାଇ ୩୯୭ରନ କରିଛି ଭାରତ। ମ୍ୟାଚରେ ବିରାଟ କୋହଲି ଓ ଶ୍ରୟସ ଆୟର ଜବରଦସ୍ତ ଶତକ ହାସଲ କରିଛନ୍ତି।
ଇତିହାସ ରଚିଲେ ବିରାଟ କୋହଲି: ସଚିନଙ୍କ ସାମ୍ନାରେ ୫୦ତମ ଶତକ ହାସଲ ପରେ କଲେ ସଲାମ
ମୁମ୍ବାଇ,୧୫।୧୧: ଶେଷରେ ପ୍ରତୀକ୍ଷାରେ ଅବସାନ ଘଟିଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମହାରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ୍ ସେମିଫାଇନାଲରେ କୋହଲି ୫୦ତମ ଶତକ ହାସଲ କରିଛନ୍ତି। ଏହି ସମୟରେ ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ଥିଲେ।…
ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ-ଆହତଙ୍କ ପାଇଁ ୫୦ ହଜାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…
ଶ୍ରୀନଗର,୧୫।୧୧ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କିସ୍ତୱାଡରୁ ଜମ୍ମୁକୁ ଯାଉଥିବା ଏକ ବସ ଡୋଡାର ଆସାର ଅଞ୍ଚଳର ଟ୍ରୁଙ୍ଗାଲ ନିକଟରେ ୩୦୦ ଫୁଟ ଖାଲରେ ଖସି ପଡିଥିଲା। ସୂଚନା ଅନୁଯାୟୀ, ବସରେ ୫୫ଜଣ ଯାତ୍ରୀ…
ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି
ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା ମାତ୍ରେ…
ଛାଡପତ୍ର ବିନା ଲିଭ୍ ଇନ୍ରେ ରହିବା ଦ୍ୱିତୀୟ ବିବାହ ସହ ସମାନ: ହାଇକୋର୍ଟ…
ଚଣ୍ଡିଗଡ଼,୧୫।୧୧ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଛାଡପତ୍ର ନ ଦେଇ ଅନ୍ୟ ଜଣେ ମହିଳା ଅବା ପୁରୁଷଙ୍କ ସହ ଲିଭ୍ ଇନ୍ରେ ରହିବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୪, ୪୯୫ ଅନୁଯାୟୀ ବିବାହିତ ଅପରାଧ…
ଲଞ୍ଚ ହେଲା ଦୁନିଆର ଦ୍ରୁତତମ ଇଣ୍ଟରନେଟ ସେବା, ଗୋଟିଏ ସେକେଣ୍ଡରେ ଡାଉନଲୋଡ ହେବ ୧୫୦ ଫିଲ୍ମ
ବେଜିଂ,୧୫।୧୧: ବିଶ୍ୱର ସବୁଠାରୁ ଦ୍ରୁତ ଇଣ୍ଟରନେଟ ସେବା ଲଞ୍ଚ ହୋଇଛି। ଏହାଦ୍ୱାରା ଅଲଲାଇନରେ ଗୋଟିଏ ସେକେଣ୍ଡରେ ୧୫୦ରୁ ଅଧିକ ଫିଲ୍ମ ଡାଉନଲୋଡ କରିହେବ। ଚାଇନା କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତତମ ଇଣ୍ଟରନେଟ ନେଟଓ୍ବର୍କର ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ,…
ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇଲେ ସର୍ବନମ୍ନ ୬ ମାସ ଜେଲଦଣ୍ଡ: ହାଇକୋର୍ଟ…
ବେଙ୍ଗାଲୁରୁ,୧୫।୧୧ : ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୪-ଏ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ତାଙ୍କୁ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ କର୍ନାଟକ ହାଇକୋର୍ଟ ଜଣେ ଯୁବକଙ୍କୁ ଦିଆଯାଇଥିବା ୬ମାସର କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି। ଜଷ୍ଟିସ…
ସେମିଫାଇନାଲ୍ ମ୍ୟାଚ୍ରେ ଭାରତକୁ ବଡ଼ ଝଟ୍କା: ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଲେ ଗିଲ
ମୁମ୍ବାଇ,୧୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ମ୍ୟାଚ୍ ବେଳେ ଭାରତକୁ…
ମହାଦେବ ବେଟିଂ ଆପ ବିବାଦରେ ଫସିଲା ଡାବର ଗ୍ରୁପ
ନୂଆଦିଲ୍ଲୀ,୧୫।୧୧: ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଦିନକୁ ଦିନ ଏଥିରେ ଅନେକ ବଡ ବଡ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା ଏଫଏମସିଜି ସେକ୍ଟରର…
ୟୁକ୍ରେନକୁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ
ଇସଲାମବାଦ,୧୫।୧୧: କରଜରେ ବୁଡି ରହିଥିବା ପାକିସ୍ତାନ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ପାକିସ୍ତାନ ୟୁକ୍ରେନକୁ ୩୬କୋଟି ୪୦ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ବିକ୍ରି କରିଛି । ଏଥିପାଇଁ ପାକିସ୍ତାନ ଗତ ବର୍ଷ ଆମେରିକାର ଦୁଇ ଘରୋଇ କମ୍ପାନୀ ସହ ଡିଲ…
Archives


