ଆଜି ଲଘୁଚାପ, ବାତ୍ୟା ସମ୍ଭାବନା
ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା): ବଙ୍ଗୋପସାଗରର ଉତ୍ତର ପଶ୍ଚିମ ତଥା ଉତ୍ତର ଓ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତନରୁ ୩.୧ରୁ ୪.୫ କିମି ଉପରେ ସକ୍ରିୟ ରହିଛି। ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଉଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଥାଇଲ୍ୟାଣ୍ଡ ଯାଏ ୫.୮…
ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
ଭୁବନେଶ୍ୱର,୨୭।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…
ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କଲା ଭାରତ: ସିରିଜ୍ ୨-୦ରେ ଅଗ୍ରଣୀ
ଥିରୁଭାନନ୍ତପୁରମ୍,୨୬।୧୧: ଥିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି। ଏହା ସହ ଟିମ ଇଣ୍ଡିଆ ମଧ୍ୟ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ଅଗ୍ରଣୀ ହାସଲ କରିଛି। ପ୍ରଥମେ ଖେଳିବା ପରେ…
ଇତିହାସ ରଚିଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆ ବିପକ୍ଷରେ କଲା କାରନାମା
ଥିରୁଭାନନ୍ତପୁରମ୍,୨୬।୧୧:ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଛି। ଏଥିସହ ଭାରତୀୟ ଦଳ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ଦଳ ଟି-୨୦ ଫର୍ମାଟରେ ସର୍ବାଧିକ ଥର ୨୨୦+…
ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍ର ବିଶାଳ ଲକ୍ଷ୍ୟ ରଖିଲା ଭାରତ
ଥିରୁଭାନନ୍ତପୁରମ,୨୬।୧୧: ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ର ରବିବାର ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଟିମ୍ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବ୍ୟାଟର ଯଶସ୍ବୀ…
ଦେଶର ନାଗରିକ କୋର୍ଟ ଆସିବାକୁ ଭୟ କରିବାର ଆବଶ୍ୟକତା ନାହିଁ: ସିଜେଆଇ
ନୂଆଦିଲ୍ଲୀ,୨୬।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ରବିବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ‘ଲୋକ ଅଦାଲତ’ ଭାବରେ କାର୍ଯ୍ୟ କରିଛନ୍ତି। ଦେଶର ନାଗରିକମାନେ କୋର୍ଟକୁ ଯିବାକୁ ଭୟ କରିବା ଉଚିତ ନୁହେଁ କିମ୍ବା ଏହାକୁ ଶେଷ ବିକଳ୍ପ…
ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ
ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହମାସ ସାମରିକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ,…
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ୱର,୨୬ା୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୋମବାର ରାଷ୍ଟ୍ରପତି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବାକୁ ଥିବାବେଳେ ଭର୍ଚୁଆଲି ସେ ଏକ ମଲ୍ଟି-ମଡେଲ୍ ଲଜିଷ୍ଟିକ୍ସ ପାର୍କ…
ସବୁ ଚର୍ଚ୍ଚାର ଘଟିଲା ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିଲା ଗୁଜରାଟ ଟାଇଟାନ୍ସ
ମୁମ୍ବାଇ,୨୬।୧୧: ସମସ୍ତେ ଅପେକ୍ଷାର ଅନ୍ତ ଘଟାଇ ବଡ଼ ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରହିବେ ବୋଲି ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ଏହା ସହିତ ହାର୍ଦ୍ଦିକଙ୍କୁ ଦଳରେ ରଖି ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ନେଇ…
ବିମାନରେ ଡେଷ୍ଟିନେଶନ ଓ୍ବେଡିଂ: ଏତିକି ସମୟ ପାଇଁ ବୁକିଂ କଲେ ବିମାନ
ଦୁବାଇ,୨୬।୧୧: ଆରମ୍ଭ ହୋଇଛି ବିବାହ ଋତୁ। ବିବାହକୁ ଜାକଜକମରେ ଓ ନୂଆ ଢଙ୍ଗରେ କରିବା ପାଇଁ ବର-କନ୍ୟାଙ୍କ ପରିବାର ବିଭିନ୍ନ ପ୍ରକାର ପ୍ଲାନିଂ କରିବା ଆରମ୍ଭ କଲେଣି। ଓ୍ବେଡିଂ ସହ ଏବେ ଡେଷ୍ଟିନେଶନ ଓ୍ବେଡିଂର ଚାହିଦା ଅଧିକ। ଏହାରି ଭିତରେ ନିକଟରେ…
ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ
ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ଯୋଗ ଦେବେ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ ଜାପାନ…
ମୁମ୍ବାଇ ଆକ୍ରମଣକୁ କେବେ ଭୁଲିପାରିବୁ ନାହିଁ: ମୋଦି
ନୂଆଦିଲ୍ଲୀ,୨୬ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍ କି ବାତ୍’ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମନେ ପକାଇ ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ନଭେମ୍ବର ୨୬ କୁ ଆମେ କେବେ…
Archives


