Home Middle

ନୂଆବର୍ଷରେ ବି ହମାସ୍‌କୁ ଛାଡ଼ିଲାନି ଇସ୍ରାଏଲ, ୨୦ ରକେଟ୍‌ କଲା ମାଡ଼

ଜେରୁଜେଲମ୍‌,୧ା୧: ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏହି ସମୟରେ ସୋମବାର ସକାଳେ ଇସ୍ରାଏଲ ଉପରେ ପ୍ରାୟ ୨୦ ରକେଟ ମାଡ଼ କରିଛି। ତେବେ କୌଣସି…

ନୂଆବର୍ଷରେ ଇସ୍ରାଏଲର ବଡ଼ ନିଷ୍ପତ୍ତି: ଗାଜାରେ ଲଢୁଥିବା ୫ ବ୍ରିଗେଡଙ୍କୁ ଫେରାଇ ଆଣିବ…

ଜେରୁଜେଲମ,୧।୧ : ଗତ ତିନି ମାସ ଧରି ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। ବହୁ ଲୋକ ବାସ କରୁଥିବା ଗାଜାକୁ ହମାସ ନିଜର…

ଉଦ୍ଧବ-ସଞ୍ଜୟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଅଯୋଧ୍ୟା ମନ୍ଦିରର ମୁଖ୍ୟ ପୂଜକ: କହିଲେ କେବଳ ରାମଭକ୍ତଙ୍କୁ ଆମନ୍ତ୍ରଣ କରିଛୁ…

ଅଯୋଧ୍ୟା,୧।୧ : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି। ଏହା…

ଦାମଙ୍କ ଉପରୁ ବହିଷ୍କାର ହଟିଲା

ଭୁବନେଶ୍ୱର,୧ା୧: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂୂଆବର୍ଷରେ ଏହି ନୂଆ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ସେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ।  ୨୦୧୯ ନିର୍ବାଚନରେ…

ଆତ୍ମସମର୍ପଣ ନ କରି ଲଢ଼ିବୁ: ଗର୍ଜିଲେ ମମତା ଦିଦି…

କୋଲକାତା,୧।୧ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ମନ୍ଦ ଶକ୍ତିକୁ ପ୍ରତିରୋଧ କରିବା ତଥା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା…

ଇଭିଏମ ଉପରେ ନାହିଁ ବିଶ୍ୱାସ, ୨୦୦୩ରୁ ମୁଁ କହି ଆସୁଛି: ଦିଗବିଜୟ ସିଂ…

ଭୋପାଳ,୧।୧ : ୨୦୨୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି…

ରାହୁଲ ନୁହନ୍ତି ବଡ଼ ନେତା, ତାଙ୍କୁ ଗୁରୁତ୍ୱ ଦେବାର ନାହିଁ ଆବଶ୍ୟକତା, ଟିଭିରେ ସେ କମ ସମୟ ଦେଖାଯାଉଛନ୍ତି: କଂଗ୍ରେସ ନେତାଙ୍କ ମନ୍ତବ୍ୟ…

ଭୋପାଳ,୧।୧ : ମଧ୍ୟପ୍ରଦେଶର ପୂର୍ବତନ ସିଏମ ଦିଗବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। କଂଗ୍ରେସର ପୂର୍ବତନ ଏମପି ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଏତେ ବଡ ନେତା ଭାବରେ ବିବେଚନା…

ନୂଆବର୍ଷରୁ ବଦଳିଲା ସିମ କାର୍ଡ-ବ୍ୟାଙ୍କିଙ୍ଗ-ଆଧାର ନିୟମ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୪ ଆରମ୍ଭ ହୋଇଛି। ନୂଆବର୍ଷରେ, ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଇନକମ ଟ୍ୟାକ୍ସ ରିଟର୍ନ (ଆଇଟିଆର), ସିମ କାର୍ଡ ସହିତ ଜଡିତ ଥିବା ନିୟମରେ ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କଗୁଡିକରେ…

ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ରହିଛି ଗ୍ରାଚ୍ୟୁଇଟି ଅଧିକାର: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ବେଙ୍ଗାଲୁରୁ,୧।୧ : ଡେଲି ଓ୍ବେଜ ସରକାରୀ କର୍ମଚାରୀଙ୍କର ମଧ୍ୟ ଗ୍ରାଚ୍ୟୁଇଟି ଅଧିକାର ରହିଛି । ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।ରେ ମଧ୍ୟ ଆସିଥିଲା। ଡେଲି ଓ୍ବେଜ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇବାକୁ ଯୋଗ୍ୟ ନୁହଁନ୍ତି କି ନାହିଁ…

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର: କମିଲା ସିଲିଣ୍ଡର ଦାମ…

ନୂଆବର୍ଷ,୧।୧ : ସରକାରୀ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି। ଇଣ୍ଡିଆନ ଅଏଲ (ଆଇଓସି), ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ଭଳି ସରକାରୀ ତୈଳ କମ୍ପାନୀ ନୂଆବର୍ଷର ପ୍ରଥମ ଦିନରୁ ହାଲୱାଇ ସିଲିଣ୍ଡର ନାମରେ ଜଣାଶୁଣା…

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ…

ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧: ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri