ଆଧାର ଅପଡେଟରେ ଅଧିକ ଟଙ୍କା ନେଲେ ଦେବାକୁ ପଡିବ ୫୦ ହଜାର ଜରିମାନା: ସରକାରଙ୍କ କଡ଼ା ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୪।୧୨ : ଆଇଟି ମନ୍ତ୍ରଣାଳୟ ସଂସଦକୁ କହିଛନ୍ତି ଯଦି କୌଣସି ଅପରେଟର ଆଧାର ସେବା ପାଇଁ ଅଧିକ ଚାର୍ଜ ନେଉଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରାଯାଉଛି ଏବଂ ତାଙ୍କୁ ନିୟୋଜିତ ରେଜିଷ୍ଟ୍ରାରଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଉଛି।…
ଭିତର କଥା ବାହାରକୁ ନ ଯାଉ
ଭୁବନେଶ୍ୱର,୧୪।୧୨(ଅନିଲ ଦାସ)୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଲୋକ ସଭା ଭିତରେ ୨ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରିରୁ ଚାମ୍ବରକୁ ଡେଇଁ ଏମ୍ପିମାନଙ୍କ ଟେବୁଲ ଉପରେ ଚଢ଼ି ବାଚସ୍ପତିଙ୍କ ଆଡ଼କୁ ଯିବା ଘଟଣା ସାରା…
ଫିଲିପାଇନ୍ସ ବିରୋଧରେ ଚାଇନାର ଆକ୍ରୋଶ ନେଇ ଚିନ୍ତିତ ବାଇଡେନ ସରକାର…
ଓ୍ବାଶିଂଟନ,୧୪।୧୨: ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଆକ୍ରୋଶକୁ ନେଇ ଆମେରିକାର ଯୁଗ୍ମ କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ଚାଲର୍ସ ବ୍ରାଉନ ଜୁନିୟର ସେ କହିଛନ୍ତି ପରିସ୍ଥିତି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଜାହାଜ ଦ୍ୱାରା ଆକ୍ରୋଶ…
ନୂଆ ବୋତଲରେ ପୁରୁଣା ମଦରୁ ଫଳାଫଳ ଆଶା କରିବା ବୃଥା: ଜାତିସଂଘରେ କହିଲା ଭାରତ…
ଜେନେଭା,୧୪।୧୨: ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଆନ୍ତଃସରକାରୀ ବୁଝାମଣାର ୧୫ ତମ ବର୍ଷରେ ପ୍ରବେଶ କରିବାବେଳେ ମତଭେଦ ସମାଧାନ ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ମୋର ମତ ହେଉଛି ଆମେ ନୂଆ…
ଏକାଠି ନିର୍ବାଚନ ଲଢ଼ିବେ ନଓ୍ବାଜଙ୍କ ଦଳ-ଜେୟୁଆଇଏଫ୍
ଇସଲାମାବାଦ,୧୩ା୧୨: ଆସନ୍ତାବର୍ଷ ଫେବୃୟାରୀରେ ପାକିସ୍ତାନରେ ପ୍ରସ୍ତାବିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଏହାର ସମ୍ଭାବନାକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ପ୍ରଦେଶର ଆସନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ (ପିଏମ୍ଏଲ୍-ଏନ୍) ଏବଂ…
ବ୍ରେକଅପ୍ ପରେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କଲେ ପାର୍ଟନରଙ୍କୁ ଅଭିଯୁକ୍ତ କରାଯାଇପାରିବ ନାହିଁ: ହାଇକୋର୍ଟ
ରାୟପୁର, ୧୩ା୧୨: ଯଦି ବ୍ରେକଅପ୍ କାରଣରୁ ଜଣେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ପାର୍ଟନରଙ୍କୁ ମୃତ୍ୟୁ ପାଇଁ ଦାୟୀ ହୋଇପାରିବ ନାହିଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। ନିକଟରେ ଜଣେ ମହିଳା ଏବଂ ତାଙ୍କ ଭାଇଙ୍କ ବିରୋଧରେ…
‘ଲକ୍ଷ୍ମୀ’ ବସରେ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା
ଭୁବନେଶ୍ୱର,୧୩ା୧୨: ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ…
ନିଜେ ଇ-ରିକ୍ସା ଚାଳକ,ବାପା ବଢ଼େଇ…ପାର୍ଲାମେଣ୍ଟରେ ହଙ୍ଗାମା କରି ଚର୍ଚ୍ଚାରେ ଲକ୍ଷ୍ନୌର ସାଗର ଶର୍ମା
ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଦର୍ଶକ ଗ୍ୟାଲେରୀରୁ ୨ ଜଣ ଯୁବକ ଏମ୍ପିମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନକୁ ଡେଇଁଥିଲେ। ପରେ ସ୍ମୋକ୍ ଷ୍ଟିକ୍ ଦ୍ୱାରା ପାର୍ଲାମେଣ୍ଟରେ ଧୁଆଁ ଛାଡ଼ିଥିଲେ। ଏହି ଦୃଶ୍ୟ ଦେଖି କିଛି…
ସଂସଦ ସୁରକ୍ଷାରେ ତ୍ରୁଟି: ଆଉ ପରିଦର୍ଶକଙ୍କୁ ମିଳିବନି ପାସ୍, ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୧୩ା୧୨: ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର। ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ। ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର…
ଦାୟିତ୍ୱ ଗ୍ରହଣ ପରେ ମୋହନଙ୍କ ବଡ଼ ନିଷ୍ପତ୍ତି
ଭୋପାଳ,୧୩ା୧୨: ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ମାଇକ୍ ବାଜିବାକୁ ମୁଖ୍ୟମନ୍ତ୍ରୀ ନିଷେଧ କରିଛନ୍ତି। ଭୋପାଳରେ ପ୍ରଥମ କ୍ୟାବିନେଟ ବୈଠକରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।…
ହୁତି ବିଦ୍ରୋହୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ କାର୍ଗୋ ଜାହାଜ
ସାନା,୧୩ା୧୨: ୟେମେନର ହୁତି ବିଦ୍ରୋହୀ ଅଧୀନରେ ଥିବା ବାବ୍ ଅଲ୍ ମାଣ୍ଡେବ ଷ୍ଟ୍ରେଟ୍ରେ ଥିବା ଏକ ଭାରତୀୟ ମାଲବାହୀ ଜାହାଜରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ସୌଭାଗ୍ୟବଶତଃ ଜାହାଜଟି ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଗଲା। ଏହା ଏକ ଭାରତୀୟ କମ୍ପାନୀର…
ଘର ଚଳାଇବା ପାଇଁ ବଳାତ୍କାରର ଶିକାର ହେଉଛନ୍ତି ଯୁବତୀ
ମ୍ୟାନ୍ମାର,୧୩ା୧୨: ଦାରିଦ୍ର୍ୟ ଏବଂ ଭୋକିଲା ହେତୁ ରୋହିଙ୍ଗ୍ୟା ଯୁବତୀମାନେ ନିଜ ପରିବାର ଛାଡ଼ି ଅଳ୍ପ ବୟସରେ ବିବାହ କରିବା ସହ ଘର ଚଳାଇବା ପାଇଁ ଏମାନେ ବଳାତ୍କାରର ଶିକାର ହେଉଛନ୍ତି। ରୋହିଙ୍ଗ୍ୟାଙ୍କ ବିରୋଧରେ ଅତ୍ୟାଚାର କିଛି ନୂଆ ନୁହେଁ। ଯେଉଁ ଦେଶକୁ…
Archives


