Home Middle

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଭୂମିକାକୁ ଏନ୍‌ଏସ୍‌ଏମାନଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ପାଇଁ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନିମନ୍ତେ ଡାଭୋସ୍‌ରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏକାଠି ହୋଇଥିବାବେଳେ ଯୁଦ୍ଧ କ୍ଷତିଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ଉପରେ ସମସ୍ତେ ଜୋର୍‌ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତର ସମ୍ଭାବ୍ୟ ଭୂମିକାକୁ ଆୟୋଜକ…

ହିଟ୍‌ ଆଣ୍ଡ ରନ୍‌ କ୍ଷତିପୂରଣ ବଢ଼ାଅ

ନୂଆଦିଲ୍ଲୀ,୧୫।୧(ପି.ଟି.): ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାର ୮ ସପ୍ତାହ ମଧ୍ୟରେ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ…

ଜୟସ୍ବାଲ-ଶିବମଙ୍କ ଅର୍ଦ୍ଧଶତକ: ଭାରତର ଜବରଦସ୍ତ ବିଜୟ

ଇନ୍ଦୋର,୧୪।୧: ଦ୍ୱିତୀୟ ଟି-୨୦ରେ ଭାରତ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୪।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁଆରୀ ୧୭ ରେ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି।…

ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି

ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି…

୪୭ ଆସନରେ ବିଜୟୀ ହେବାକୁ ମୋଦି କରିବେ ମହାରାଲି

ନୂଆଦିଲ୍ଲୀ,୧୪।୧: ଆଦିବାସୀ ସମ୍ପ୍ରଦାୟ ପାଇଁ ଲୋକ ସଭାରେ ୪୭ ଟି ଆସନ ସଂରକ୍ଷିତ ରହିଛି, ଯାହା ଦେଶର ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ ଅଟେ। ୨୦୧୪ରେ ଭାଜପା ଏଥିରୁ ୨୭ଟି ଆସନରେ ଜିତିଥିଲା। ୨୦୧୯ ନିର୍ବାଚନରେ ଏହି ସଂଖ୍ୟା ୩୧କୁ ବୃଦ୍ଧି…

ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ଘାସ ଖୁଆଇଲେ ମୋଦି

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମକର ସଂକ୍ରାନ୍ତି ଅବସରରେ ଗୋମାତାଙ୍କୁ ନିଜ ଘରେ ଘାସ ଖୁଆଇଛନ୍ତି। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତି ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହି ସମୟରେ ଗୁଡି ଉଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ। ଏହାସହ ରବିବାର…

ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ଇମ୍ଫାଲ,୧୪।୧: ଆଜିଠାରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ଏହି ଗସ୍ତ ପାଇଁ ରାହୁଲ ଗାନ୍ଧୀ ଦିଲ୍ଲୀରୁ ମଣିପୁରରେ ପହଞ୍ଚିଥିଲେ। ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପତାକା ଦେଖାଇ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି: ବୃଦ୍ଧ ପିତାଙ୍କ ଭରଣ ପୋଷଣ ପୁତ୍ରର ପବିତ୍ର କର୍ତ୍ତବ୍ୟ

ରାଞ୍ଚି,୧୪।୧: ଜଣେ ବୃଦ୍ଧ ପିତାଙ୍କୁ ରଖିବା ପୁଅର ପବିତ୍ର କର୍ତ୍ତବ୍ୟ ବୋଲି ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି। ସେ ଏହାକୁ ଅସ୍ବୀକାର କରିପାରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ସହିତ କୋର୍ଟ କୋଡେରମା ଜିଲା ଫ୍ୟାମିଲି କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି ଯେଉଁଥିରେ…

ବିବାଦ ମଧ୍ୟରେ ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

ନୂଆଦିଲ୍ଲୀ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ…

ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମିଲିନ୍ଦ ଦେଓରା ରବିବାର ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୧୪ା୧: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri