ବିଜ୍ଞାପନ ବିଭାଗକୁ ପୁନର୍ଗଠନ କରିବ ଗୁଗଲ୍, ଚାକିରି ହରାଇବା ଭୟରେ ୧୨ ହଜାର କର୍ମଚାରୀ
ନୂଆଦିଲ୍ଲୀ, ୨୩।୧୨ : ଆମେରିକୀୟ ଟେକ୍ ଜାଏଣ୍ଟ ଗୁଗଲ୍ ଏହାର ସେଲସ ୟୁନିଟକୁ ପୁନର୍ଗଠନ କରିବାକୁ ଯୋଜନା କରୁଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଅନେକ କର୍ମଚାରୀଙ୍କ ମନରେ ଛଟେଇ ଭୟ ସୃଷ୍ଟି ହୋଇଛି, ଯେତେବେଳେ ପୂର୍ବରୁ କମ୍ପାନୀ ୧୨ ହଜାର…
କଳିଙ୍ଗକୁ ଐତିହାସିକ ସଫଳତା: ଇନଡୋର ଆଥଲେଟିକ୍ସ ଏରିନାକୁ କାଟାଗୋରି-୧ ସାର୍ଟିଫିକେଟ
ଭୁବନେଶ୍ୱର, ୨୩।୧୨ : କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା ଭାରତର ସର୍ବବୃହତ ଇନ୍ ଡୋର ଆଥଲେଟିକ୍ସ ଷ୍ଟାଡିୟମ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଏରିନା ଟ୍ରାକ୍ ଆଣ୍ଡ ଫିଲ୍ଡ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ସମ୍ମାନଜନକ କ୍ୟାଟେଗୋରୀ-୧ ସାର୍ଟିଫିକେଟ୍…
ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ କଳି:ସୋମବାରଠାରୁ ବିନା କୁଳପତିରେ କାର୍ଯ୍ୟ କରିବେ ୧୦ ବିଶ୍ୱବିଦ୍ୟାଳୟ…
କୋଲକାତା,୨୩।୧୨ : ପଶ୍ଚିମବଙ୍ଗର ୧୦ଟି ବିଶ୍ୱବିଦ୍ୟାଳୟ ସୋମବାରଠାରୁ ପୁଣି କୁଳପତି ଶୂନ୍ୟ ହୋଇଯିବେ। ରାଜ୍ୟପାଳ ସି.ଭି.ଆନନ୍ଦ ବୋଷଙ୍କ ଦ୍ୱାରା ନିଯୁକ୍ତ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ କାର୍ଯ୍ୟକାଳ ସୋମବାର ଠାରୁ ଶେଷ ହେବ। କଲିକତା ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ ନଅଟି ବିଶ୍ୱବିଦ୍ୟାଳୟ କାଜି ନାଜରୁଲ…
ଦକ୍ଷିଣ ଭାରତ ହୋଇଛି ଭାଜପା ମୁକ୍ତ, ଏବେ ସାରା ଦେଶରୁ ହଟିବ: କଂଗ୍ରେସ…
ବେଙ୍ଗାଲୁରୁ,୨୩।୧୨ : କଂଗ୍ରେସ ନେତା ତଥା କର୍ନାଟକ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ କହିଛନ୍ତି କଂଗ୍ରେସ କ୍ଷମତାକୁ ଫେରିବା ଆଉ କିଛି ସମୟ ବାକି ରହିଛି। ଦକ୍ଷିଣ ଭାରତ ପୂର୍ବରୁ ଭାଜପା ମୁକ୍ତ ହୋଇ ସାରିଛି। ଖୁବ ଶୀଘ୍ର ସମଗ୍ର ଦେଶରୁ ଭାଜପା…
ପ୍ରିୟଙ୍କାଙ୍କ ବଦଳରେ ଅବିନାଶଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ…
ନୂଆଦିଲ୍ଲୀ,୨୩।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଏହାର ସଂଗଠନରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଅବିନାଶ ପାଣ୍ଡେଙ୍କୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ଥାନରେ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି। ରାଜୀବ…
ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ
ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ…
ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର…
ଇଣ୍ଡିଆରେ ମାୟାବତୀଙ୍କ ପାଇଁ ଲକ୍ଷ୍ମଣ ରେଖା: ବିଏସପିକୁ ମିଶାଇଲେ ଏସପି ସହିତ ଏସବୁ ଦଳ ଯିବେ ବାହାରି…
ନୂଆଦିଲ୍ଲୀ,୨୩।୧୨ : ଦେଶରେ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର ନିର୍ବାଚନରେ କେବଳ ଦୁଇ ମିଳିତ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମଟି ହେଉଛି ଏନଡିଏ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡିଆ। କିଛି…
ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ
ନୂଆଦିଲ୍ଲୀ,୨୩।୧୨: ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ ସବୁଠାରୁ…
ଅଜୟ କୁମାର ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ
ଭୁବନେଶ୍ୱର,୨୩।୧୨: ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ମିଳିଛି। ଆଗାମୀ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ଏମପି ଡା. ଅଜୟ କୁମାରଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଓଡ଼ିଶା ସହ ତାମିଲନାଡୁ ଏବଂ…
ଲୋକସଭା ବିଜୟ ପାଇଁ ଭାଜପାର ସି-ବର୍ଗ ସୂତ୍ର : ମୋଦି ପୁଣି ଫେରିବେ…
ନୂଆଦିଲ୍ଲୀ,୨୩।୧୨ : ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଏଥିପାଇଁ ସମସ୍ତ ଶକ୍ତିରେ ଲାଗିବାକୁ ନିବେଦନ କରିସାରିଛନ୍ତି। ଦଳ ଏହାର ଯୋଜନା ଉପରେ କାମ…
ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଆଶଙ୍କା:ହୁତି ବିଦ୍ରୋହୀଙ୍କ ଯୋଗୁ ଆରବ ସାଗରରେ ଉତ୍ତେଜନା…
ନୂଆଦିଲ୍ଲୀ,୨୩।୧୨ : ୟେମେନର ହୁତି ବିଦ୍ରୋହୀମାନେ ଭାରତର ଭେରାଭାଲଠାରୁ ୨୦୦ ନ୍ୟୁଟିକାଲ ମାଇଲ ଦୂରରେ ଏକ ତୈଳ ଟ୍ୟାଙ୍କର୍ ଉପରେ ଡ୍ରୋନ ଆକ୍ରମଣ କରିଛନ୍ତି। ଏହି ଘଟଣା୧୮ ଡିସେମ୍ବରରେ ଘଟିଥିବା କୁହାଯାଉଛି । ଏହି ଆକ୍ରମଣରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା, କିନ୍ତୁ…
Archives


