Home Middle

ଆଜିଠୁ ନୂଆ ମୋଟର ଯାନ ଆଇନ: ବହୁଗୁଣା ହେଲା ଜରିମାନା ରାଶି

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ-୨୦୧୯ ରବିବାରଠାରୁ ଲାଗୁ କରାଯିବ। ମୋଟର ଯାନ ଆଇନ ୧୯୮୮କୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଡ଼କ ପରିବହନ…

7 years ago

ବ୍ୟାଙ୍କ ମହାମିଶ୍ରଣ: ପ୍ରଯୁକ୍ତି, ମାନବସମ୍ବଳ ପରିଚାଳନା ହେବ ସବୁଠୁ ବଡ଼ ଆହ୍ବାନ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ଘୋଷଣା କରିଛନ୍ତି। ନେକ୍ସଟ ଜେନେରେଶନ ବ୍ୟାଙ୍କ ବା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କ ପ୍ରତିଷ୍ଠା…

7 years ago

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ ଟଙ୍କା…

7 years ago

୩ ଆଇପିଏସ୍‌ଙ୍କୁ ପଦୋନ୍ନତି, ମିଳିଲା ଡିଜି ପାହ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୩ଜଣ ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତି, ମନୋଜ କୁମାର…

7 years ago

ପୁଣି ଅଡ଼ୁଆରେ ପ୍ରଶାସନ, ଏମାର ମଠ ଛାଡ଼ିବାକୁ ମହନ୍ତ ଅରାଜି

ପୁରୀ ଅଫିସ,୩୧।୮: ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମଠର କୋଠିଘର, ଲାଇବ୍ରେରୀ, ଦୋକାନ ଘର ଉଚ୍ଛେଦ କରାଯାଇଥିବା ବେଳେ…

7 years ago

ଅଛେ ଦିନ୍‌ ଆଣିବାର ପ୍ରତିଶ୍ରୁତି ଦେଇ ମୋଦି ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି: ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୮: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଶନିବାର ଟୁଇଟ୍‌ କରି…

7 years ago

ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ: ୧୯ ଲକ୍ଷ ୬ ହଜାର ୬ଶହ ୫୭ଙ୍କ ନାମ ନାହିଁ

ଗୁଆହାଟୀ,୩୧।୮: ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇଛି। ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସାମିଲ୍‌ କରାଯାଇଛି। ତେବେ…

7 years ago

ଭୀମା-କୋରେଗାଓ୍ବଁ ମାମଲା: ଲିଓ ଟଲଷ୍ଟୟଙ୍କ ମହାନ୍‌ କୃତି ‘ଓ୍ବାର ଆଣ୍ଡ୍‌ ପିସ୍‌’କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୧।୮: ଏବେ ଭୀମା-କୋରେଗାଓ୍ବଁ ହିଂସାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବିଚାରପତି ସରଙ୍ଗ କୋତଓ୍ବାଲ ବୁଧବାର ଅଭିଯୁକ୍ତ ବର୍ନନ ଗୋଞ୍ଜାଲଭେସ୍‌ଙ୍କୁ ପଚାରିଥିଲେ ଯେ, ସେ…

7 years ago

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା…

7 years ago

ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା

ନୂଆଦିଲ୍ଲୀ,୩୧ା୮: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ମାସ ୨୩ରେ ବଡ଼ ଧରଣର ଆର୍ଥିକ ପ୍ୟାକେଜ ଘୋଷଣା…

7 years ago