Home Middle

ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁ, କେରଳ, ପୁଡୁଚେରୀରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୬।୨: ତାମିଲନାଡୁ, କେରଳ, ପଶ୍ଚିମ ବଙ୍ଗ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ତାରିଖ ଘୋଷଣା କରିଛି ନିର୍ବାଚନ କମିଶନ (ଇସି)। ଆସନ୍ତା ମାର୍ଚ୍ଚ…

5 years ago

ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ। ଏହି…

5 years ago

୧.୩୪ କୋଟି ଅତିକ୍ରମ କଲାଣି କରୋନା ଟିକାକରଣ

ନୂଆଦିଲ୍ଲୀ,୨୬ ।୨: କରୋନା ମହାମାରୀକୁ ଏଡାଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

5 years ago

ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ

ନୂଆଦିଲ୍ଲୀ,୨୬ ।୨: କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟି ଜଟିଳତା ଓ ଇ-କମର୍ସକୁ ନେଇ ବ୍ୟବସାୟୀମାନେ…

5 years ago

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ କରିଛନ୍ତି…

5 years ago

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା

ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ…

5 years ago

୨ ଦିନରେ ଭାରତ ଜିତିଲା ପିଙ୍କ୍‌ ବଲ ଟେଷ୍ଟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଛି। ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଦେଇଛି…

5 years ago

୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ ଆପତ୍ତିଜନକ କଣ୍ଟେ‌ଣ୍ଟ

ନୂଆଦିଲ୍ଲୀ,୨୫।୨: ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆରୁ ଆପତ୍ତିଜନକ କଣ୍ଟେଟ୍‌ ହଟାଇବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ଏବଂ ଓଟିଟି…

5 years ago

ମଧ୍ୟରାତ୍ରରୁ ଏଲଓସିରେ ଫାୟରିଂ ବନ୍ଦ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଫାୟରିଂ ବନ୍ଦ ହୋଇଛି। ସୀମାରେ ଅସ୍ତ୍ରବିରତି ନେଇ ଦୁଇପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।…

5 years ago

ଭାରତ ବନ୍ଦ: ୮ କୋଟିରୁ ଅଧିକ ବ୍ୟବସାୟୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ୮ କୋଟିରୁ ଅଧିକ ବ୍ୟବସାୟୀ…

5 years ago