Home Middle

ନାଇଟ୍‌ କ୍ଲବ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଚାଲିଗଲା ୪୦ ଜୀବନ

ବ୍ୟାଙ୍କକ୍‌,୫।୮: ଥାଇଲ୍ୟାଣ୍ଡର ଏକ ନାଇଟ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ…

4 years ago

ବଢିଲା ରେପୋ ରେଟ୍‌: ବଢିବ ଘର ଋଣ ସୁଧ ହାର

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକରେ ଆରବିଆଇ ରେପୋ ରେଟ୍‌କୁ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ରେପୋ ରେଟ୍‌…

4 years ago

ସୁଧୀର ରଚିଲେ ଇତିହାସ: ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ

ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସୁଧୀର ପାରା ଭାରୋତ୍ତଳନରେ ସେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ…

4 years ago

ଅର୍ପିତାଙ୍କ ନାଁରେ ୩୧ ପଲିସି, ନୋମିନି ଅଛନ୍ତି ପାର୍ଥ

କୋଲକାତା,୫ ।୮: ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟ ସମ୍ପର୍କିୟ ଅର୍ପିତା ମୁଖାର୍ଜୀଙ୍କ ନାମରେ ୩୧ଟି ଜୀବନ…

4 years ago

୬ରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର,୫ା୮(ବ୍ୟୁରୋ): ଆସନ୍ତା ୬ତାରିଖରେ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୭ରେ ବିଜ୍ଞାନ ଭବନ ପରିସରରେ ହେବାକୁ ଥିବା ନୀତି ଆୟୋଗ ୭ମ…

4 years ago

କମିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି…

4 years ago

ଘୋଟିଲା ଯୁଦ୍ଧ ବାଦଲ

ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ…

4 years ago

ଜାପାନ ସୀମାରେ ମାଡ଼ ହେଲା ଚାଇନା କ୍ଷେପଣାସ୍ତ୍ର

ତାଇପେଇ.୪।୮: ଆମେରିକାର ପ୍ରତିନିଧି ସ୍ପିକର ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଉତ୍ତ୍ୟକ୍ତ ହୋଇପଡିଛି। ଗୁରୁବାର ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଚାଇନା ସମରାଭ୍ୟାସ କରିବା…

4 years ago

ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ…

ଅହମ୍ମଦାବାଦ୍‌,୪ା୮: ଅହମ୍ମଦାବାଦ୍‌ରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଗୋ-ଫାଷ୍ଟ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ଏହି ବିମାନରେ ଏକ ପକ୍ଷୀ ବାଡ଼େଇ ହୋଇଯିବାରୁ ବିମାନଟିକୁ ଅହମ୍ମଦାବାଦ ଫେରିବାକୁ ପଡ଼ିଛି।…

4 years ago

ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟୀକରଣ, ଆମ ପର୍ଯ୍ୟନ୍ତ ପ୍ରତି ମାମଲା ଆସିଲେ ୫୦୦ ବର୍ଷରେ ବି ଶେଷ ହେବନି ଶୁଣାଣି…

ନୂଆଦିଲ୍ଲୀ, ୪।୮ : ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୌଲ କୋର୍ଟର ସଦସ୍ୟମାନଙ୍କୁ କହିଛନ୍ତି। ଏଥି ସହ ସେ କହିଛନ୍ତି…

4 years ago