ନୂଆଦିଲ୍ଳୀ, ୩।୧୧: ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍ଯୋଗେ ପାନୀୟ ଜଳ ସୁବିଧା ଉପଲବ୍ଧ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ…
ରାଞ୍ଚତ୍,୩ା୧୧: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ସମନ କରିଛି। ତାଙ୍କୁ ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର…
ନୂଆଦିଲ୍ଲୀ,୩।୧୧: ଦେଶର ୬ ଟି ରାଜ୍ୟରେ ୭ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାରତୀୟ…
ଓ୍ବାଶିଂଟନ୍, ୩।୧୧: ସମୁଦ୍ର ଜଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କାରଣରୁ ସେଠାରେ ବାସ କରୁଥିବା ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡ଼ିଯାଇଛି। ତେବେ ପୃଥିବୀର ସବୁଠାରୁ ବିଶାଳ ପ୍ରାଣୀ…
ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି।…
ମୋର୍ବି,୨ା୧୧: ଗୁଜରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ପରେ ଏତେ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ମୃତଦେହ କେବେ ଦେଖି ନାହାନ୍ତି ବୋଲି ସହରର ଶବଦାହ ଏବଂ କବରସ୍ଥାନର…
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାତି ପାହିଲେ ଧାମନଗର ଉପନିର୍ବାଚନ। ଏଥିପାଇଁ ଶେଷ ହୋଇଛି ପାଇଁ ସମସ୍ତ ପ୍ରସ୍ତୁତି । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଯାଏ ଭୋଟଗ୍ରହଣ କରାଯିବ। ତେବେ…
ଆଡିଲେଡ,୨।୧୧: ଆଡିଲେଡ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ତମ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୫ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୬…
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବୁଧବାର ମାମଲା ରୁଜୁ କରିଛି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଅର୍ଚ୍ଚନା ନାଗ,…
ଓ୍ବାର୍ସା,୨ା୧୧: ରୁଷିଆର କାଲିନିନ୍ଗ୍ରାଡ୍ ସହିତ ଏହାର ସୀମାରେ ତାର ବାଡ଼ ନିର୍ମାଣ କରିବ ପୋଲାଣ୍ଡ। ପ୍ରତିରକ୍ଷା ମନ୍ତ୍ରୀ ମାରିଅସ ବ୍ଲାସଜାକ୍ ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି…