ଭାରତ ବିପକ୍ଷରେ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ପ୍ୟାଟ କମିନ୍ସ, ମ୍ୟାକ୍ସୱେଲ ଦଳରୁ ବିଦା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୭।୧୦: ଭାରତ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି। ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦଳରୁ ପ୍ୟାଟ କମିନ୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ ବାଦ ଦିଆଯାଇଛି। ଦଳର ଅଧିନାୟକ କମିନ୍ସ…
କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ
କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା ପର୍ଯ୍ୟନ୍ତ…
‘ଭଲ ହେବ ଯଦି ୨୦୨୭ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିବ’, ଭାବପ୍ରବଣ ହେଲେ ରୋହିତ, ଅଧିନାୟକ ପଦରୁ ହଟାଯିବା ପରେ ଭାଇରାଲ ହେଲା…
ନୂଆଦିଲ୍ଲୀ,୭।୧୦: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଶୁଭମନ ଗିଲଙ୍କୁ ୫୦ ଓଭର ଫର୍ମାଟର ଦାୟିତ୍ୱ ଦିଆଯାଇଥିବାରୁ ଏହି ପଦକ୍ଷେପ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି।…
୩୦୦ କୋଟି କ୍ଲବ୍ରେ ‘କାନ୍ତାରା: ଚାପ୍ଟର ୧’
ବେଙ୍ଗାଲୁରୁ: ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି…
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ EOWର ମାରାଥନ୍ ଜେରା
ମୁମ୍ବାଇ:୭।୧୦: ସିନେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ମାରାଥନ ଜେରା କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(EOW) ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶିଳ୍ପାଙ୍କ…
ଯାତ୍ରୀବାହୀ ବସ୍ ଓଲଟି ୨୦ ଆହତ, ୫ ଗୁରୁତର
ସିମୁଳିଆ,୭।୧୦(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟାରେ ଡିଭାଇଡରକୁ ଧକ୍କା ଦେଇ ଏକ ଯାତ୍ରୀବାସୀ ବସ୍ ଓଲଟି ପଡିଥିଲା। ପୁରୀରୁ ଦୀଘା ଯାଉଥିବାଳ ବେଳେ…
ପାଣି ଟାଙ୍କି ଘରେ ରଖାଯାଇଥିଲା ବେଆଇନ ବାଣ, ଅଚାନକ ଚଢାଉ କଲା ପୋଲିସ, ତା’ପରେ…
ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗ୍ରାମରୁ ପୁଣି ଦୁଇଟି ସ୍ଥାନରୁ ବେଆଇନ ବାଣ ଜବତ କଲା ଛତ୍ରପୁର ଥାନା ପୋଲିସ। ପ୍ରାୟ ୬ ଲକ୍ଷ ବାଣ ଜବତ ସହ ଜଣକୁ ଅଟକ ରଖିଛି ପୋଲିସ।…
ପ୍ରଭାବଶାଳୀଙ୍କୁ ଅନୁକମ୍ପା, ଗରିବଙ୍କୁ ପ୍ରତାରଣା: ଜମି ଦଲାଲଙ୍କ ଅକ୍ତିଆରରେ ସରକାରୀ ଜମି
ପଟ୍ଟାମୁଣ୍ଡାଇ,୭ା୧୦ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଦିନକୁଦିନ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି। ଖାଲି ପଡ଼ିଥିବା ସରକାରୀ ଜମିକୁ ଯିଏ ଯେଉଁଠି ପାରୁଛି ଜବରଦଖଲ କରୁଛି। ପ୍ରଭାବଶାଳୀ ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି…
ଭାଜପାର ନୂଆ ସ୍ଲୋଗାନ: ‘୨୫ରୁ ୩୦, ଆମର ଦୁଇ ଭାଇ ନରେନ୍ଦ୍ର ଆଉ ନୀତୀଶ’
ପାଟନା,୭।୧୦: ୨୦୨୦ ବିଧାନସଭା ନିର୍ବାଚନରେ, ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବଡ଼ ଭାଇ ଭାବରେ ଚିତ୍ରଣ କରି ନିର୍ବାଚନ ଲଢ଼ିଥିଲା। ଯଦିଓ ଜନତା ଦଳ ୟୁନାଇଟେଡ ୪୩ଟି ଆସନ ଜିତିଥିଲା, ତଥାପି ଭାଜପା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ନିର୍ବାଚନ…
ଜବରଦଖଲ ଉଚ୍ଛେଦ ପାଇଁ ଦାବି: ତହସିଲ କାର୍ଯ୍ୟାଳୟକୁ ଆସି ଫେରାଦ ଦେଲେ ଗ୍ରାମବାସୀ
ଅମରପାଲି,୭।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର କୁଡ଼ାପଡ଼ା ଗ୍ରାମରେ ବ୍ୟାପକ ଭାବେ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଏଥିଯୋଗୁ ଯିବାଆସିବା ତଥା ରାସ୍ତାଘାଟ ଆଦି ବିଭିନ୍ନ କ୍ଷେତ୍ରରେ ଗ୍ରାମବାସୀ ବହୁ ଅସୁବିଧାର…
ବନ୍ଧ ଉପରକୁ ମାଡ଼ିଆସିଲା କୁମ୍ଭୀର: ଲୋକଙ୍କ ମଧ୍ୟରେ କୋକୁଆ ଭୟ
ମହାକାଳପଡ଼ା,୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ଛପାଲି-ସ୍କୁଲଘେରି ଗ୍ରାମ ନିକଟରେ କେନାଲ ବନ୍ଧ ଉପରେ ରବିବାର ବିଳମ୍ବିତ ରାତିରେ କୁମ୍ଭୀର ରାସ୍ତା ଅତିକ୍ରମ କରୁଥିବା ଜଣାପଡିଛି। ଲୋକମାନେ ଦେଖି ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷରେ ଏହି ସ୍କୁଲଘେରି…
ବାଲେଶ୍ୱର ସହରରେ ୨୧ ତାରିଖ ପର୍ଯ୍ୟନ୍ତ କଟକଣା: ରାତି ୧୦ଟାରୁ ସକାଳ ୬ଟା ଯାଏ…
ବାଲେଶ୍ୱର, ୭।୧୦ (ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସମେତ ପୌରାଞ୍ଚଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ରାତି ୧୦ ରେ ସମସ୍ତ ଦୋକାନ…
Archives


