Home Left

ଚାଇନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ୪ ଉପଦେଶ ସହ, ମଧୁବନି ପେଟିଂ ଉପହାର ଦେଲେ ରାଜନାଥ

ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ଚାଇନାରେ ଅଛନ୍ତି। ସେ ଚାଇନାର କ୍ୱିଂଡାଓରେ ଅନୁଷ୍ଠିତ SCOର ଏକ ବୈଠକରେ ଯୋଗଦେବାକୁ ଆସିଛନ୍ତି। ଗସ୍ତର ଶେଷ ଦିନ ଅର୍ଥାତ ଶୁକ୍ରବାର, ରାଜନାଥ ସିଂହ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ...

ବାଂଲାଦେଶରେ ପୁଣି ଭାଙ୍ଗିଲା ହିନ୍ଦୁ ମନ୍ଦିର! ଆପତ୍ତିଜନକ ଅବସ୍ଥାରେ ମିଳିଲା ମା’ଦୁର୍ଗାଙ୍କ ମୂର୍ତ୍ତି

ଢାକା,୨୭।୬: ପୁଣିଥରେ ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ବିଶ୍ୱାସ ଉପରେ ଆକ୍ରମଣ ହୋଇଛି। ବାଂଲାଦେଶରେ ମା’ ଦୁର୍ଗାଙ୍କ ମନ୍ଦିର ଭଙ୍ଗାଯାଇଛି। ବାଂଲାଦେଶର ଏହି ଘୃଣ୍ୟ କାର୍ଯ୍ୟର ଭାରତ ତୀବ୍ର ବିରୋଧ କରିଛି। ଭାରତ ସରକାର କହିଛି ଯେ ହିନ୍ଦୁ ଏବଂ...

ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଅଣଦେଖା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ପାଇଁ କମ୍ପାନୀ ସହ ଚୁକ୍ତି...

ପ୍ରବଳ ବର୍ଷା ପାଇଁ ସତର୍କ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର,୨୭ା୬: ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ସତର୍କ କରିଛି। ଏଥିଜନିତ ସ୍ଥିତିର ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି। ବିଭାଗର ପ୍ରମୁଖ...

‘ପାକିସ୍ତାନରେ ସେନା ହିଁ ସମ୍ଭାଳିବ ସରକାର’, ଖୋଲିଗଲା ଶହବାଜ ଶରିଫଙ୍କ ପୋଲ୍‌

ଇସଲାମାବାଦ,୨୭।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ ପାକିସ୍ତାନରେ ଶାସନର ଏକ ହାଇବ୍ରିଡ ମଡେଲ ଅଛି ଯେଉଁଥିରେ ସାମରିକ ଶକ୍ତି ବହୁତ ଅଧିକ। ଆସିଫ ଶାସନର ହାଇବ୍ରିଡ ମଡେଲକୁ ପ୍ରଶଂସା କରିଛନ୍ତି। ଏହି ସପ୍ତାହରେ ଦ୍ୱିତୀୟ ଥର...

ପ୍ରଥମେ ବୋମା ମାଡ, ଏବେ ଆମେରିକା ଇରାନ ପାଇଁ ଖୋଲିଦେଲା ପେଡ଼ି

ଓ୍ବାଶିଂଟନ,୨୭।୬: ଗତ ଦୁଇ ସପ୍ତାହ ଧରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିଥିଲା। ଏହା ଇରାନ ଉପରେ ଆକ୍ରମଣ କରିଥିଲା। ତଥାପି, ଏବେ...

Video: ଅହମଦାବାଦରେ ପୁଣି ଏକ ଅଘଟଣ, ରଥଟଣା ବେଳେ ଡିଜେ ବାଜିବାରୁ ବେକାକୁ ହେଲେ ଗଜରାଜ, ଅନେକେ ଆହତ

ଅହମଦାବାଦ,୨୭।୬: ୧୪୮ତମ ଜଗନ୍ନାଥ ରଥଯାତ୍ରା ଅହମଦାବାଦରେ ଚାଲିଛି। ଏହି ଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା।...

ଗମ୍ଭୀର ସଙ୍କଟ ଗତି କରୁଛି ଚାଇନା: ବିପଦରେ ୫୮,୦୦୦ କୋଟିର ଶିଳ୍ପ

ବେଜିଂ,୨୭।୬: ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ଚାଇନା ଆଜିକାଲି ଏକ ଅନନ୍ୟ କିନ୍ତୁ ଚିନ୍ତାଜନକ କାରଣ ପାଇଁ ଖବରରେ ଅଛି। ତାହା ହେଉଛି ଗଧ ବାଣିଜ୍ୟ। ଚାଇନାରେ ଗଧ ସହିତ ଜଡିତ ଏକ ଶିଳ୍ପ ଅଛି, ଯାହାର ମୂଲ୍ୟ ପ୍ରାୟ...

ବଢିଲା ଶେହବାଜ୍‌ଙ୍କ ଟେନ୍‌ସନ୍‌: ଏବେ କରିବେ କ’ଣ

ଇସଲାମାବାଦ୍‌,୨୭।୬: ପବିତ୍ର ମହରମ ମାସ ଆରମ୍ଭ ହେବା ମାତ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ଟେନସନ ବଢ଼ିଯାଇଛି। ଗୋଟିଏ ପଟେ ତାଙ୍କୁ ବଜେଟ ପାସ କରିବାକୁ ପଡିଛି, ଅନ୍ୟପଟେ ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବାର ବଡ଼ ଚ୍ୟାଲେଞ୍ଜ ମଧ୍ୟ...

ଆଦିବାସୀ ଗାଁରେ ନିଆରା ଢଙ୍ଗରେ ରଥଯାତ୍ରା: ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଦାରିଙ୍ଗବାଡ଼ି,୨୭ା୬(ଅରୁଣ ସାହୁ): ଆଦିବାସୀ  ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ଟକରମାଲା, ଗଦାପୁର ଏବଂ କାଟିଙ୍ଗିଆଠାରେ ଏହି ଯାତ୍ରା...

ୟୁନୁସ ସରକାରଙ୍କ ଉପରେ ଦୋଷ ଝାଡ଼ିଲା ଭାରତ: ସିଧା ଦେଲା ଧମକ

ନୂଆଦିଲ୍ଲୀ/ଢାକା,୨୭।୬: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଦୁର୍ଗା ମାତା ମନ୍ଦିରରେ ଭଙ୍ଗାରୁଜାର ଏକ ଘଟଣା ସାମ୍ନାକୁ ଆସିଛି। ଭାରତ ଏହି ମାମଲାରେ କଡ଼ା ଆପତ୍ତି କରିଛି। ବୈଦେଶିକ ମନ୍ତ୍ରଣାଳୟ ମନ୍ଦିର ଭଙ୍ଗାରୁଜାକୁ ସମାଲୋଚନା କରିଛି ଏବଂ ଏଥିପାଇଁ ବାଂଲାଦେଶ...

ଭାବର ବାନା: ପତିତପାବନ

ସ୍ଥୂଳ ଦୃଷ୍ଟିରେ ଦେଖିଲେ ଖଣ୍ଡେ ତ୍ରିକୋଣକାର ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ା ମାତ୍ର। ତା’ର ନାମ ଧ୍ୱଜା, ନେତ, ପତାକା ଓ ବାନା। ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ଥିବା ଦୁଇଧାରର ଶେଷ ବିନ୍ଦୁରେ ଏକ ଫୁଲ ଲାଗିଥିବା ସେହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri