Home Left

ତାଲିବାନ ଶାସନକୁ ମଞ୍ଜୁରୀ ଦେଲା ରୁଷିଆ! ଆମେରିକା ସହ ଖେଳିଲେ ପୁଟିନ,ମାଷ୍ଟ୍ରର ଷ୍ଟ୍ରୋକରେ ପାକସ୍ତାନକୁ ବି ହେବ କ୍ଷତି

ମସ୍କୋ,୪।୭: ଭାରତର ଘନିଷ୍ଠ ବନ୍ଧୁ ରୁଷିଆର ଏକ ବଡ଼ ନିଷ୍ପତ୍ତି ପାକିସ୍ତାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର (ଜୁଲାଇ ୩, ୨୦୨୫)ରେ କହିଛନ୍ତି ଯେ ରୁଷିଆ ଆନୁଷ୍ଠାନିକ ଭାବରେ ଏହାର ଶାସନକୁ ସ୍ବୀକୃତି ଦେବାରେ ପ୍ରଥମ ଦେଶ...

କାର୍ଯ୍ୟରେ ଯୋଗଦେଲେ ଓଏଏସ-ଆରଏସ ଅଧିକାରୀ: ସ୍ବାଭାବିକ ହେଲା କାର୍ଯ୍ୟାଳୟ

ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଶୁକ୍ରବାରଠାରୁ ସ୍ବାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଓଏଏସ ଏବଂ ଓ ଆରଏସ ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ ପରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି...

ପୁନଃରୁଦ୍ଧାର ହେବ ଜଙ୍ଗଲ:୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଏହି ଅବସରରେ...

ମାତ୍ର ୩୦-୪୫ ସେକେଣ୍ଡ ସମୟ…ପରମାଣୁ ଆକ୍ରମଣ ନେଇ ଭୟଭୀତ ପାକିସ୍ତାନ

ଇସଲାମାବାଦ୍‌,୪।୭:୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା ଏବଂ...

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା, ୩ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ବୀରବର ଭଗତଙ୍କୁ ମଦନପୁର ରାମପୁର ଥାନାକୁ ବଦଳି ହୋଇଛି । ମଦନପୁର...

ଓମିନିକୁ ଧକ୍କା ଦେଲା ହାଇୱା; ୨ ମୃତ , ୪ ଗୁରୁତର

କୋଇଡ଼ା,୪।୭: କୋଇଡ଼ା ଥାନା ଏରିଆନ ଛକ ନିକଟରେ ଗୁରୁତର ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ହାଇୱା ଏକ ଓମିନି କାରକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ଆହତ...

କେମିତି ହେବ ପାଇପ୍‌ ମରାମତି …

ନୂଆପଡ଼ା,୪୭ (ମକାରୁ ବେମାଲ) ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ଆନୁକୂଲ୍ୟରେ ଗୁରୁବାର ୩୦ ଦିନିଆ ପାଣି ପାଇପ୍‌ ମରାମତି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଜିଲାର ୫ ବ୍ଲକରୁ ୩୫ ଯୁବକ ପ୍ରଶିକ୍ଷଣ...

ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୪।୭ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।...

୭ରେ ପ୍ରକାଶ ପାଇବ B.Ed, M.Ed ଉତ୍ତର: ପ୍ରତିଟି ପ୍ରଶ୍ନ ପାଇଁ ଦେବାକୁ ପଡ଼ିବ ୨୦୦ ଟଙ୍କା

ଭୁବନେଶ୍ୱର,୪।୭(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌ ଏବଂ ବି.ଏଚ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା-୨୦୨୫ର ସାମୟିକ ଉତ୍ତର ପ୍ରକାଶନ ବା ଆନ୍‌ସାର୍‌ କି’ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କକୁ ନେଇ...

ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି ନେଉଥିବା ଆବାବାବପତ୍ରଗୁଡ଼ିକ କହିଲେ, ଜୀବନର ଚରିତ୍ର, ଶିକ୍ଷା, ସଂସ୍କାର, କର୍ତ୍ତବ୍ୟ, ଗୁଣ...

ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ ସୁରକ୍ଷା ଟିକେ ଢିଲା ହୋଇଯାଇଥାଏ। ଭିଡ ଭିତରେ କେତେବେଳେ ସେମାନଙ୍କ ହାତଛଡା...

ଭବିଷ୍ୟତର ଇରାନ୍‌

ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଇସ୍ରାଏଲ ଓ ଆମେରିକା ବିରୋଧରେ ଇରାନ୍‌ର ୧୨ ଦିନିଆ ଯୁଦ୍ଧ ସବୁ ପକ୍ଷକୁ ବିଜୟୀ ଘୋଷଣା କରିବାକୁ ସୁଯୋଗ ଦେଇଛି। ଇସ୍‌ଲାମିକ ରିପବ୍ଲିକ (ଇରାନ୍‌) ପାଇଁ ବିଜୟ ଶୀଘ୍ର ହେଲା, କାରଣ ତାହାର ଶାସନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri