Home Left

ଭଉଣୀଙ୍କ ବିବାହକୁ ନେଇ ଇମୋଶନାଲ ହେଲେ ଅର୍ଜୁନ କପୁର

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଗତ ବର୍ଷ ମଲାଇକା ଆରୋରାଙ୍କ ସହ ବ୍ରେକଅପ କରିଥିଲେ ଏବଂ ଅଭିନେତା ଏବେ ଅବିବାହିତ ଏବଂ ତାଙ୍କ ଜୀବନରେ ଆଗକୁ ବଢୁଛନ୍ତି। ଏହି ସମୟରେ, ଅଭିନେତାଙ୍କ ଭଉଣୀ ଅଂଶୁଲା କପୁର ତାଙ୍କର ଜୀବନସାଥୀ...

ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ମଞ୍ଜୁରୀ ସ୍ଥଗିତ

ନୂଆଦିଲ୍ଲୀ,୪।୭: ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନକୁ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (FAC) ସ୍ଥଗିତ ରଖିଛି। ଅଲିଭ ରିଡଲେ କଇଁଛ ଏବଂ ବିଦେଶାଗତ ପକ୍ଷୀଙ୍କ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିବାତ୍ୟାରୁ ଉପକୂଳକୁ...

ଲୋମ ଟାଙ୍କୁରା ଘଟଣା, ଉଧାର ପଇସା ମାଗିବାରୁ ଘରେ ନିଆଁ ଲଗାଇ ଦେଲେ ଅଭିଯୁକ୍ତ

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁରେ ଏକ ପାରିବାରିକ ବିବାଦ ଏକ ବିପଜ୍ଜନକ ମୋଡ଼ ନେଇଥିଲା ଯେତେବେଳେ ଏକ ପୁରୁଣା ଋଣ ପାଇଁ ଝଗଡ଼ା ପରେ ଘରେ ନିଆଁ ଲଗାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ୧ ଜୁଲାଇ, ୨୦୨୫...

ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’ ପୁଅ ଗୁରୁତର ଆହତ ହୋଇଛନ୍ତି। ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ରି...

ବଡ କାରନାମା କଲେ ଜାଡେଜା: WTCରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ବର୍ମିହାମ,୪।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ (WTC) ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି କରିପାରି ନାହାଁନ୍ତି। ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ୮୯...

ବନ୍ଦ ହେବ ଆଉ ଏକ ଯୁଦ୍ଧ? ଡେଡଲାଇନ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ପାଲେଷ୍ଟାଇନୀ ଆତଙ୍କବାଦୀ ସଂଗଠନ ହମାସ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧବିରତି ପାଇଁ ଚୂଡ଼ାନ୍ତ ପ୍ରସ୍ତାବ ଗ୍ରହଣ କରିବାକୁ ରାଜି ହୋଇଛି କି ନାହିଁ ତାହା ସମ୍ଭବତଃ ୨୪ଘଣ୍ଟା ମଧ୍ୟରେ ଜଣାପଡିବ।...

ବେଆଇନ ଘାଟରୁ ବାଲି ଚାଲାଣ: ରାସ୍ତା କାଦୁଅ ପଚପଚ ରାସ୍ତା, ସାଙ୍ଘାତିକ ଅଭିଯୋଗ…

ଧର୍ମଶାଳା,୪।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବେଦପୁର ଘାଟରୁ ବେଆଇନ ଭାବେ ଶହଶହ ଟ୍ରାକ୍ଟର ପ୍ରତ୍ୟେକ ଦିନ ବାଲି ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାକ୍ଟର ଗୁଡ଼ିକ ନିକଟସ୍ଥ ନଦୀ ବନ୍ଧଦେଇ ଉତ୍ତରପ୍ରତାପ...

ପୁଣିଥରେ ହେବ NEET ପରୀକ୍ଷା? ଅଭିଯୋଗ ନେଇ ପହଞ୍ଚିଥିବା ୧୨ ଛାତ୍ରଙ୍କୁ କୋର୍ଟ କହିଲେ…

ନୂଆଦିଲ୍ଲୀ,୪।୭: ମାଡ୍ରାସ ହାଇକୋର୍ଟ ଗୁରୁବାର (ଜୁଲାଇ ୩, ୨୦୨୫) ଏକକ ବିଚାରପତିଙ୍କ ଖଣ୍ଡପୀଠ NEET ପୁନଃପରୀକ୍ଷାକୁ ମନା କରିବା ନିର୍ଦ୍ଦେଶ ବିରୁଦ୍ଧରେ ଡାକ୍ତରୀ ଛାତ୍ରଙ୍କ ଏକ ଗୋଷ୍ଠୀର ଆବେଦନକୁ ଖାରଜ କରି କହିଛନ୍ତି ଯେ ଏପରି କୌଣସି ପଦକ୍ଷେପ ୨୦...

ସୀମାରେ ‘ଭୂତ’ ଖଞ୍ଜିଛି ଚାଇନା, ଟେନ୍‌ସନ୍‌ରେ ଭାରତ: ଜାଣନ୍ତୁ ଡ୍ରାଗନର ବିପଜ୍ଜନକ ପ୍ଲାନ୍‌ ବିଷୟରେ…

ବେଜିଂ,୪।୭: ଚାଇନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି। ସେନାକୁ ମଜଭୁତ କରିବା ପାଇଁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଛି। ସାଧାରଣତଃ ଚାଇନା ଯେକୌଣସି ଦେଶ ସହିତ ସିଧାସଳଖ ଯୁଦ୍ଧ କରିବାରୁ ଆଗଭର ହୁଏ ନାହିଁ, କିନ୍ତୁ ସେ ପ୍ରକ୍ସି...

ଚାଇନା ନିକଟରୁ ମୁହଁ ଫେରାଇଲା ପାକିସ୍ତାନ! ମୁନିରଙ୍କ ପରେ ଏବେ ଟ୍ରମ୍ପ ଦରବାରରେ ପହଞ୍ଚିଲେ ପାକ ଏୟାର ଚିଫ୍‌, ଭାରତକୁ ହେବ କି କ୍ଷତି, ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପରେ ଏବେ ଏହାର ବାୟୁସେନା ମୁଖ୍ୟ ଜାହିର ଅହମ୍ମଦ ବାବର ସିଦ୍ଧୁ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ଏହି ଗସ୍ତ କେବଳ ପାକ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଉଷ୍ମତାର ସଙ୍କେତ ନୁହେଁ, ବରଂ...

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା

କଟକ,୪।୭(କାର୍ତ୍ତିକ ସାହୁ): ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେଶନ୍‌ ଲିମିଟେଡ୍‌ ଲାଞ୍ଚ ଘଟଣାରେ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ ପକ୍ଷରୁ ଆଗତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଭି....

ବିଧାୟକଙ୍କ ବଡ଼ ଘୋଷଣା: କଳିଙ୍ଗା ଘାଟିରେ ହେବ ଇକୋ ଟୁରିଜିମ

ଭଞ୍ଜନଗର,୪/୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ମୁଜାଗଡ ଠାରେ ନବନିର୍ମିତ ୱାଚ ଟାୱାର ଏବଂ ବନ ବିଭାଗର ଏକ କୋଠା ଉଦଘାଟିତ ହୋଇଯାଇଛି। ଏଥିସହ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ବନ ମହୋତ୍ସବ ସପ୍ତାହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri