୨୦ ବର୍ଷ ପରେ ଆଜି ଏକାଠି ହେବେ ୨ ଭାଇ: ବଦଳିଯିବ ରାଜନୈତିକ ସମୀକରଣ
ପୁନେ,୫।୭: ମହାରାଷ୍ଟ୍ର ରାଜନୀତିରେ ୨୦ ବର୍ଷ ପୂର୍ବେ ଅଲଗା ହୋଇଥିବା ଦୁଇ ଭାଇ ରାଜ ଏବଂ ଉଦ୍ଧବ ଠାକରେଙ୍କୁ ଆଜି ମରାଠୀ ପ୍ରସଙ୍ଗରେ ଏକାଠି ଦେଖିବାକୁ ମିଳିବ। ଗତ କିଛି ବର୍ଷ ମଧ୍ୟରେ ମହାରାଷ୍ଟ୍ର ଅନେକ ରାଜନୈତିକ ସମୀକରଣ ଦେଖିଛି।...
ଭାରତ କହିଲେ ଆମେ ମାସୁଦ ଆଝାରଙ୍କୁ ଗିରଫ କରିବୁ: ଏମିତି ମିଛ କହିଲେ ବିଲାୱଲ ଭୁଟ୍ଟୋ, ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁଣ୍ଡରେ ଦେବେ ହାତ
ଇସଲାମାବାଦ୍,୫।୭: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ବିଷୟରେ ଏକ ବିଭ୍ରାନ୍ତିକର ବୟାନ ଦେଇଛନ୍ତି। ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମୁଣ୍ଡରେ ହାତ ଦେବେ। ଭାରତ ଅନେକ ଥର...
ସର୍ଭାଇକାଲ ଯନ୍ତ୍ରଣା କାହିଁକି ହୁଏ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…
ଆଜିକାଲି ସର୍ଭାଇକାଲ ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ବେକ ହାଡ଼, ମାଂସପେଶୀ, ସ୍ନାୟୁରେ ହୋଇଥାଏ। ବେକର ମେରୁଦଣ୍ଡ, ଯାହାକୁ ‘ସର୍ଭିକାଲ ସ୍ପାଇନ’ କୁହାଯାଏ, ଯାହା ଆମ ମୁଣ୍ଡକୁ ସପର୍ଟୋ ଏବଂ ଘୂର୍ଣ୍ଣନ...
ବିଦେଶରେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ
ହିଞ୍ଜିଳିକାଟୁ,୫ା୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ...
ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ
ଜଗନ୍ନାଥପ୍ରସାଦ,୫।୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାତ୍ର ଗତ ଜୁନ ୧୬ରେ ଚିଠି ନଂ. ୫୭୮୬ରେ ତାଙ୍କ ଇସ୍ତଫା ପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାର...
ଭାରତକୁ ଚେତାବନୀ ଦେଲା ଚାଇନା: ସତର୍କତାର ସହ କାମ କର ନଚେତ୍…
ବେଜିଂ,୫ା୭:ଦଲାଇଲାମା କେବଳ ତାଙ୍କ ଉତ୍ତରାଧିକାର ଚୟନ କରିବାକୁ ଅଧିକୃତ ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଗୁରୁବାର କହିଥିଲାବେଳେ ଚାଇନା ଏହାର ପ୍ରତିବାଦ କରିଛି। ତିବ୍ବତ ମାମଲାରେ ଭାରତ ସତର୍କତାର ସହ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତିରେ ତାହା...
ବର୍ଷା ୪ ମାସରେ ରାସ୍ତାରେ ଗଡ଼େନା ଆମ୍ବୁଲାନ୍ସ
ମହାକାଳପଡ଼ା,୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗହଳି ବିକାଶ ପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ବରାଦ କରାଯାଇଛି। ବର୍ଷା ପାଣିରେ ରାସ୍ତା କାଦୁଅ ଯୋଗୁ ପଡ଼ାକୁ ପଶି ପାରେନା ୧୦୮ ଆମ୍ବୁଲାନ୍ସ।...
ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ…
ଭଞ୍ଜନଗର,୫ା୭(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୁଇ ପୁରାତନ ମହାବିଦ୍ୟାଳୟ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବେବି କିଛି କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛି। ତେଣୁ ତାହାର...
ଏଇ ଭାରତରେ
କୋଲକାତାର ପିଣ୍ଟୁ ପୋହାନ୍ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ ବହି ବେଙ୍ଗଲୀ ଭାଷାରେ ଲେଖିଛନ୍ତି। ସେ ପାନ ବିକିବା ସହ କମ୍ପ୍ୟୁଟର କ୍ଲାସ...
କମିଶନରଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ଅପରାଜିତା, ମୋ ପୁଅ ଏଭଳି ଭୁଲ୍ କରିଥିଲେ…
ଖୋର୍ଦ୍ଧା,୫ା୭(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ଏମ୍ପି ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଜିଲା ବେଗୁନିଆରେ...
ମଣିଷସଂଖ୍ୟା କମୁଛି
ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା...
ମହାପ୍ରଭୁ: ଆଶୀର୍ବାଦ କରନ୍ତୁ
ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସୁନାବେଶ-ଅଧରପଣା ପରେ ନୀଳାଦ୍ରିବିଜେ କରିବେ। ମହାପ୍ରଭୁଙ୍କ ମହାଲୀଳାରେ...
Archives


