Home Left

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଆଉ ତା’ପରେ…

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ତାମିଲନାଡୁ କୋଏମ୍ବାଟୁର ଜିଲା କାଟୁର୍‌ ଗ୍ରାମର ହରି.ଏମ୍‌ ବୋଲି ସୂଚନା ମିଳିଛି। ଅଭିଯୁକ୍ତ…

ନାବାଳିକା ବଳାତ୍କାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୧୮ା୧୦(ନରେଶ ଚନ୍ଦ୍ର ପଟ୍ଟାନୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଘଷିପୁରା ଥାନା ଅନ୍ତର୍ଗତ ମୁରବାଲି ଗ୍ରାମର ପୁପୁନ ପାତ୍ର(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି…

ଛିଡ଼ା ହୋଇ କରୁଥିଲେ ଭିଡିଓ: ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ

ଉଦଳା,୧୮ା୧୦(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ସୌମିତ କୁମାର ପାତ୍ର। ସେ ଲକ୍ଷ୍ମୀପୋଷି ମୟୂରଭଞ୍ଜ ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ…

୪ ଭାଇଙ୍କୁ ଗୋଡାଇ ଗୋଡାଇ କରିଥିଲେ ହତ୍ୟା: ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ଦେଲେ ବିଚାରପତି, ଜାଣନ୍ତୁ…

ଆନନ୍ଦପୁର,୧୮ା୧୦(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ୪ ଭାଇଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଦେବଦତ୍ତ ଦାସ ମହାପାତ୍ର ମାମଲାର ବିଚାର କରି ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ଗାଁର ଧନେଶ୍ୱର…

ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ଦେଶରେ ଖେଳିବ ଟିମ୍‌ ଇଣ୍ଡିଆ, ପ୍ରଶଂସକଙ୍କ ପାଇଁ ସୁପର ସଣ୍ଡେ

ନୂଆଦିଲ୍ଲୀ,୧୮।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପରେ, ଟିମ ଇଣ୍ଡିଆ ଏବେ ବ୍ଲୁ ଜର୍ସିରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପର୍ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ।…

ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା ପଡ଼ିଲା ମହଙ୍ଗା, ଶେଷରେ ମାମଲା ପହଞ୍ଚିଲା…

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଶାନ୍ତ ତାଙ୍କ ଗାଁର କୌଣସି ୩ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେବା…

ଟ୍ରେଞ୍ଚ ଖୋଳିବା ପରେ ଧାରଣା ପ୍ରତ୍ୟାହୃତ, ନିୟମିତ ଚଢ଼ାଉ ସହ ଚୋରା ଚାଲାଣକୁ…

ହାଟଡିହୀ,୧୮l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ବାଲି ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେବ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l…

ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର ଅନୁଦାନ…

କାମ ସରୁନି କି ଲୋକଙ୍କୁ ସେବା ମିଳୁନି:  କାମ ସରିବାର ନାଁ ଧରୁନି

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଦୀର୍ଘ ଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟ ଚାଲିଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ ଅହେତୁକ…

ଧନ୍‌ତେରସ୍‌ରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୧୦: ଦୀପାବଳି ପୂର୍ବରୁ ଶନିବାର ଧନ୍‌ତେରସ୍‌ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ରାସ୍ତା ପ୍ରଶସ୍ତିକରଣ ହେବା ସହ ରାଜ୍ୟରେ ୭ ଶହ କି.ମି. ରାସ୍ତା ମରାମତି ଏବଂ ନୀବିକରଣ ହେବ ବୋଲି…

ଦୀପାବଳିରେ ଗହଣା କିଣି ନ ଦେବାରୁ ଏମିତି କଲେ ସ୍ତ୍ରୀ, ସ୍ବାମୀ ହତବାକ

ସିରସା,୧୮।୧୦: ସିରସା କଲାର ପୋଲିସ ଷ୍ଟେଶନ ଅଧୀନରେ ଥିବା କରହିଆ ଗ୍ରାମରେ, ଶୁକ୍ରବାର ବିଳମ୍ବିତ ସାରେ, ପତ୍ନୀ ଉତ୍ସବ ପାଇଁ ତାଙ୍କ ପସନ୍ଦର ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଜିଦ ଧରିଥିଲେ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ପତ୍ନୀ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri