Home Left

ଦକ୍ଷିଣକାଳୀଙ୍କ ପୀଠରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମହିଳା, ଯୁବକଙ୍କ ଜୀବନ

ସାକ୍ଷୀଗୋପାଳ,୨୧।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ବୀରଗୋନ୍ଦପୁର ଗ୍ରାମରେ ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବୟସ ୪୫…

ଗୋଟିଏ ନୁହେଁ ଏକାବେଳକେ ୩ ଲଘୁଚାପ

ଭୁବନେଶ୍ୱର,୨୧।୧୦: ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ ଏ ନେଇ ଆକଳନ କରିଛନ୍ତି। ଗୋଟିଏ ସୃଷ୍ଟି ହୋଇଛି, ୨୬ ବେଳକୁ ଦ୍ବିତୀୟ, ୨୯ ବେଳକୁ ୩ୟ ଲଘୁଚାପ। ତେବେ…

ଗାଈକୁ ମାରି ଖାଇଲା ବାଘ

ରେଢ଼ାଖୋଲ,୨୧।୧୦: ସମ୍ବଲପୁର ଜିଲା ରେଢ଼ାଖୋଲ ରେଞ୍ଜ ବନ୍ତଲୋଇ ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ଗାଁ ନିକଟ ଜଙ୍ଗଲରେ ଏକ କଲରାପତରିଆ ବାଘ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର…

ଏହି ଭାରତୀୟ ଟିମର ଅଧିନାୟକ ହେବେ ପନ୍ତ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ୱିକେଟକିପର ରିଷଭ ପନ୍ତ ଆହତ ହେବା ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ସେ ଅକ୍ଟୋବର ୩୦ରେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତ A ଏବଂ ଦକ୍ଷିଣ ଆଫ୍ରିକା A ମଧ୍ୟରେ ପ୍ରଥମ…

ମାଦଳ ବଜାଇଲେ, ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…

କେନ୍ଦୁଝର,୨୧।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ତିନି ଦିନିଆ ଗସ୍ତରେ ଆସି ଗତକାଲି ଅପରାହ୍ନରେ ନିଜ ଜନ୍ମ ଗ୍ରାମ ରାଇକଳାରେ ପହଞ୍ଚି ଦୀପାବଳୀ ପାଳନ କରିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।…

ଧୂମଧାମରେ ଶ୍ୟାମାକାଳୀ ପୂଜା: ଭକ୍ତଙ୍କ ଜମୁଛି ଭିଡ଼

କୋରାପୁଟ,୨୧/୧୦(ଅମିତାଭ ବେହେରା ) କୋରାପୁଟ ବେଙ୍ଗଲୀ କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସ୍ଥାନୀୟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ମଣ୍ଡପଠାରେ ଆୟୋଜିତ ହୋଇଛି। ଚଳିତ ବର୍ଷ ୨୫ତମ ଭାବେ ଏହି ଶ୍ୟାମାକାଳୀ ପୂଜା କରାଯାଉଥିବାବେଳେ ସୋମବାର ମଧ୍ୟରାତ୍ରିରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା।…

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସମେତ ପାଞ୍ଚ ଜଣଙ୍କୁ ମାଡ଼ିବସିଲା ପୋଲିସ

କେନ୍ଦୁଝର,୨୧।୧୦: (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଚଢ଼ାଉ କରି ଏକ ତିନି ମହଲା ଘରୁ ଦେହ ବ୍ୟବସାୟ ରେ ଲିପ୍ତ ଅଭିଯୋଗ ରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ରାଣୀ…

ପ୍ରେମିକ ଘର ବାରଣ୍ଡାରେ ଶୋଇଥିଲେ ପ୍ରେମିକା: ନିଆଁ ଲଗାଇଦେଲେ ପରିବାର,ଆଉ ତା’ପରେ..

ପରଜଙ୍ଗ,୨୧/୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ କୁମୁସୀ ପଞ୍ଚାୟତ ବସନ୍ତପଡା ଗ୍ରାମରେ ଗତ ୨ ତାରିଖରୁ ବୋହୂର ସ୍ବୀକୃତି ଦାବିରେ ପ୍ରେମିକ ସୁବ୍ରତ ସାହୁଙ୍କ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା। ଏକ ରୋଷେଇ ଘର…

କାହିଁକି ହ୍ବାଇଟ ହାଉସ ଉପରେ ଚାଲିଲା ବୁଲଡୋଜର? ଜଣାପଡିଲା ଅସଲ କାରଣ

ଓ୍ବାଶିଂଟନ,୨୧।୧୦: ବୁଲଡୋଜରର ଶବ୍ଦ ଏବେ ହ୍ବାଇଟ ହାଉସରେ ପ୍ରତିଧ୍ୱନିତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଅକ୍ଟୋବର, ୨୦୨୫ରେ ହ୍ବାଇଟ ହାଉସର ପୂର୍ବ ୱିଙ୍ଗରେ ବୁଲଡୋଜର ଏବଂ କ୍ରେନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ୟ ହେଉଛି ହ୍ବାଇଟ ହାଉସରେ…

ଢାବାରେ ଯୁବକଙ୍କ ଗୁଣ୍ଡାରାଜ: ମାଲିକ-କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ

ବାରିପଦା,୨୧/୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ଥାନା ଅଧିନ ମୁର୍ଗାବାଡିସ୍ଥିତ ଏକ ଢାବାରେ କିଛି ଦୃବୁର୍ତ୍ତ ଗଣ୍ଡଗୋଳ ଘଟାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରାଇ ଢାବା ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ…

ହୁତୁହୁତୁ ହୋଇ ଜଳିଗଲା କାଜୁ ଫ୍ୟାକ୍ଟ୍ରି: ଲିଭୁନି ନିଆଁ

ଗଜପତି(ଗିରିଧାରୀ ପରିଛା)-୨୧/୧୦- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାବନ୍ଧ ଥାନା ଅନ୍ତର୍ଗତ ଲାବଣ୍ୟଗଡଠାରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ନିଆ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ନଷ୍ଟ ହୋଇଯାଇଥିବାବେଳେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ଗତକାଲି ରାତିଠାରୁ ବର୍ତ୍ତମାନ…

ନୂଆପଡା ଉପନିର୍ବାଚନ ତଦାରଖ କରିବା ପାଇଁ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆପଡା,୨୧/୨୦(ମକାରୁ ବେମାଲ): ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ତିନି ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri