Home Left

ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ…

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ...

ଭାରତକୁ ବଡ଼ ଉପହାର ଦେଲେ ପୁଟିନ: ମିଳିବ ଗଦାଗଦା ଚାକିରି

ମସ୍କୋ/ନୂଆଦିଲ୍ଲୀ,୧୦।୭: ରୁଷିଆରେ ଶ୍ରମିକ ଅଭାବକୁ ଦୃଷ୍ଟିରେ ରଖି ଏକ ରୁଷିଆ ୨୦୨୫ ଶେଷ ସୁଦ୍ଧା ଭାରତରୁ ୧୦ ଲକ୍ଷ ଶ୍ରମିକଙ୍କୁ ଡାକିବାକୁ ଯୋଜନା କରିଛି। ୟୁକ୍ରେନ ଯୁଦ୍ଧ ଯୋଗୁ ରୁଷିଆରେ ପୁରୁଷ ଏବଂ ଶ୍ରମିକଙ୍କ ଅଭାବ ଦୂର କରିବା ପାଇଁ...

ସରକାରଙ୍କ ବଡ଼ ଘୋଷଣା, ସ୍କୁଲ-କଲେଜ ସମୟରେ ଗର୍ଭବତୀ ହେଲେ ଛାତ୍ରୀଙ୍କୁ ମିଳିବ ଲକ୍ଷଲକ୍ଷ ଟଙ୍କା

ମସ୍କୋ,୧୦।୭: କେବଳ ଯୁଦ୍ଧ ଏବଂ ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ, ବରଂ ଏକ ବଡ଼ ଜନସଂଖ୍ୟା ସମସ୍ୟା ପାଇଁ ମଧ୍ୟ ଖବରର ଶୀର୍ଷରେ ଅଛି। ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ ଜନ୍ମଗ୍ରହଣ କରୁଥିବା ପିଲାଙ୍କ ସଂଖ୍ୟା...

ପାଗ ବଦଳିଲେ ବଦଳିଯାଏ ଭାରତର ଏହି ହ୍ରଦଗୁଡ଼ିକର ରଙ୍ଗ

ଆପଣ ଅନେକ ହ୍ରଦ ଦେଖିଥିବେ, କିନ୍ତୁ କେବେ ଏପରି ହ୍ରଦ ଦେଖିଛନ୍ତି କି ଯାହା ପାଗ ଏବଂ ସମୟ ଅନୁସାରେ ରଙ୍ଗ ପରିବର୍ତ୍ତନ କରେ। ଏହା ଶୁଣିବାକୁ ଟିକେ ଅଜବ ଲାଗିପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ବିଶେଷ କଥା...

ଓଡ଼ିଶାରେ ହଲଚଲ: ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବଡ଼ ନେତା

ଭୁବନେଶ୍ୱର, ୧୦।୭: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା...

ହଠାତ୍‌ ନିଦରୁ ଉଠିଗଲେ ହୁଏ କି ହାର୍ଟଆଟାକ୍‌? ଡାକ୍ତର ଦେଲେ ଏହି ସଠିକ୍‌ ଉତ୍ତର…

ହଠାତ୍‌ ନିଦରୁ ଉଠିବା ପରେ କ’ଣ ହାର୍ଟ୍‌ଆଟାକ୍‌ ହୁଏ କି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରେ। ତେବେ ଗାଜିଆବାଦର ଏକ ହସ୍ପିଟାଲର ମେଡିସିନ ଏବଂ ଜେନେରାଲ ଫିଜିସିଆନ ଡକ୍ଟର କହିଛନ୍ତି, ନିଦ ଆମ ଶରୀର ପାଇଁ...

ବିହାର ନିର୍ବାଚନୀ ତାଲିକା ସଂଶୋଧନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିରୋଧୀଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ବିହାରରେ ନିର୍ବାଚନ କମିଶନ (ଇସି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମରେ ଯୁକ୍ତି ଓ ବ୍ୟବହାରିକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା କେତେକ ଆବେଦନର...

ବିବାହର ୭ ମାସ ପରେ ବୋହୂଙ୍କୁ ବଳାତ୍କାର କଲେ ଶ୍ୱଶୁର: ସ୍ବାମୀ ଜାଣିବା ପରେ…

ଆଗ୍ରା,୧୦।୭: ଉତ୍ତର ପ୍ରଦେଶର ଆଗ୍ରାରୁ ଯୌତୁକ ନିର୍ଯାତନା, ଯୌନ ଶୋଷଣ ଏବଂ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଚାପ ପକାଇବାର ଏକ ମାମଲା ସାମ୍ନାକୁ ଆସିଛି। ବିବାହର ୭ ମାସ ପରେ, ବିବାହିତ ମହିଳାଙ୍କ ବାପା ଜ୍ୱାଇଁ...

ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍‌ସର୍କିଟ୍‌ରେ ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା...

ଅଧରାତିରେ ଚୋର ଚୋର କହି ପିଟିଲେ, ସକାଳୁ କଲେ ଜ୍ୱାଇଁ: ଜାଣନ୍ତୁ ରାତିରେ ଏମିତି କ’ଣ ଘଟିଲା

ଜୌନପୁର,୧୦।୭:ଅଧରାତିରେ ଜଣେ ଯୁବକ ଗୋଟିଏ ଘରେ ପ୍ରବେଶ କରିଥିଲେ। ଠିକ ସେତିକିବେଳେ ଲାଇଟ ଜଳିଗଲା ଏବଂ ଘରର ଲୋକମାନେ ଉଠିପଡ଼ିଲେ। ଯୁବକକୁ ଦେଖିବା ମାତ୍ରେ ସେମାନେ ଚିତ୍କାର କଲେ, ଚୋର-ଚୋର। ସେମାନେ ତାଙ୍କୁ ଖୁବ୍‌ ପିଟିଲେ। ଯୁବକ ଜଣକ କହିବା...

ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦ା୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ...

କିମ ଜୋଙ୍ଗ ଉନ ପାଇଁ କାଳ ସାଜିଲେ ଏହି ମହିଳା: ଏବେ ନେବେ ପ୍ରତିଶୋଧ

ପ୍ୟାଙ୍ଗୟୋଙ୍ଗ,୧୦।୭: ପ୍ରଥମ ଥର ପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର କୋରିଆରୁ ପଳାଇ ଆସିଥିବା ଜଣେ ବ୍ୟକ୍ତି ଦକ୍ଷିଣ କୋରିଆର ଏକ କୋର୍ଟରେ କିମଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri