‘ସି-ସେକ୍ସନ୍’ ପ୍ରସବ ଅସ୍ୱାଭାବିକ ନୁହେଁ, ମୋର ଦୁଇଥର ହୋଇଛି: କରିନା କପୁର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ତାଙ୍କର ଦୁଇ ପୁଅ ତୈମୁର ଓ ଜେହାଙ୍ଗିରଙ୍କୁ ‘ସି-ସେକ୍ସନ୍’ (ଶଲ୍ୟ ଚିକିତ୍ସା ଦ୍ୱାରା ପ୍ରସବ) ମାଧ୍ୟମରେ ଜନ୍ମ ଦେବା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, କୌଣସି…
‘ବରିଷ୍ଠ ଖବରଦାତା ସନ୍ତୋଷ ପାଢ଼ୀଙ୍କ ଅକାଳ ବିୟୋଗ କରିଛି ମର୍ମାହତ’
ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ପରିସରରେ ଛତ୍ରପୁର ପ୍ରେସ୍ କ୍ଳବର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଖବରଦାତା ସନ୍ତୋଷ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଛତ୍ରପୁର ନାଗରିକ କମିଟି ପକ୍ଷରୁ…
ନଦୀ ତଟରେ ପଡ଼ିଛି ଅଜଣା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୂଲ୍ୟା ନଦୀ ତଟରେ ପଙ୍କାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି। ଖବର…
ଭୁଶୁଡ଼ିଲା ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟ୍ର ଗେଟ୍ ଛାତ
ଭୁବନେଶ୍ୱର,୨୩ା୧୦: ସମ୍ ହସ୍ପିଟାଲ ନିକଟରେ ଥିବା ଏକ ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟର ଗେଟ୍ ଛାତ ଗୁରୁବାର ଭୁଶୁଡ଼ି ପଡ଼ିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆଜି ସନ୍ଧ୍ୟାରେ ଉକ୍ତ ଗେଟ୍ ଛାତ ପଡ଼ିଥିବାବେଳେ ରାତିରେ ହିଁ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ଏଥିରେ…
ରାଜନୀତିକରଣ ହେବ ନାହିଁ ଶିକ୍ଷାନୁଷ୍ଠାନ: ବିଧାୟକ
ଭଞ୍ଜନଗର,୨୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ…
ବ୍ରିଜ୍ ତଳକୁ ଖସିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ଦିଗପହଣ୍ଡି,୨୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀ ବ୍ରିଜ୍ ତଳକୁ ଖସି ଜଣେ ବାଇକ୍ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଧରମପୁର ଗ୍ରାମର…
କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି-ସଦସ୍ୟଙ୍କ ନିଲମ୍ବନ ଆଦେଶ ସ୍ଥଗିତ
କେନ୍ଦୁଝର/ହାଟଡିହୀ,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ପାଇଁ ଜାରି ହୋଇଥିବା ଆଦେଶ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ଆସନ୍ତା ଅକ୍ଟୋବର ୩୧…
ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଅତିଥି ଫ୍ୟାକଲ୍ଟି, ଜାଣନ୍ତୁ କେମିତି କରିବେ ଆବେଦନ…
ଭୁବନେଶ୍ୱର,୨୩ା୧୦: ଅତିଥି ଫ୍ୟାକଲ୍ଟି ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ୪୮୮ ଓ ୬୬୨ ବର୍ଗ, ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅବସରପ୍ରାପ୍ତ ଶିକ୍ଷାବିତ୍ଙ୍କୁ ଅତିଥି ଫ୍ୟାକଲ୍ଟି ଭାବେ ନିଯୁକ୍ତି ଦିଆଯାଇପାରିବ।…
ରାସ୍ତାକୁ ମାଡ଼ି ଆସିଲାଣି ଲଟାବୁଦା, ପ୍ରଶାସନ ନିଷ୍କ୍ରିୟ
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରୁ ପୁଇଁତୋଳା ଗ୍ରାମକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ରାସ୍ତା ପାର୍ଶ୍ୱ ଉପରକୁ ଲଟାବୁଦା ମାଡ଼ି ରାସ୍ତା ଏକ ପ୍ରକାର ସଂକୁଚିତ ହୋଇପଡ଼ିଲାଣି। ଏଥିସହ ରାସ୍ତା…
‘ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବ ବାଲୁକା ଗୁଳ୍ମ’
ଅସ୍ତରଙ୍ଗ,୨୩ା୧୦: ଦିନକୁ ଦିନ ଅଶାନ୍ତ ହେଉଛି ବଙ୍ଗୋପସାଗର। ଓଡ଼ିଶାର ପ୍ରାୟ ଅର୍ଦ୍ଧାଧିକ ଉପକୂଳ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ପରିସ୍ଥିତିରେ ବାଲୁକା ଗୁଳ୍ମ ଓ ଉପକୂଳ ଉଦ୍ଭିଦ ସଂରକ୍ଷଣ ହିଁ ପ୍ରାକୃତିକ ପ୍ରତିରକ୍ଷା…
ଶୁଖିଲା ଗଛର ଗଣ୍ଡି ପଡ଼ି ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ିବସିଲେ ଗ୍ରାମବାସୀ
ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ ଯୁବକଙ୍କ…
ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ
ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୯,୦୦୦ କୋଟି ଟଙ୍କା) ନିବେଶ କରିବ ଏବଂ…
Archives


