Home Left

କୁମ୍ଭାରିପଦରରେ ଜିଲାପାଳ-ଉପଜିଲାପାଳ: ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ମାନ୍ଥା”କୁ ନେଇ ତତ୍ପରତା ହୋଇଛି ଜିଲ୍ଲା ପ୍ରଶାସନ। ଅତି ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମରେ ଅପରାହ୍ନରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ପହଞ୍ଚି ସ୍ଥିତି…

ବାତ୍ୟା ପାଇଁ ୨ ଦିନ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା, ଜାଣନ୍ତୁ କେବେ ଖୋଲିବ

ଭୁବନେଶ୍ୱର,୨୭।୧୦: ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର ୨୮, ୨୯ରେ ଛୁଟି ନେଇ ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ୮ ଜିଲାରେ…

ଜିଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍‌: ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ…

ଗଞ୍ଜାମ,୨୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶିକ୍ଷଣ ଏକାଡେମି, ଭୁବନେଶ୍ୱରତ୍‌ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।…

ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୫୦୦ କୋଟି ଟଙ୍କାର ଚୁକ୍ତି

ମୁମ୍ବାଇ,୨୭।୧୦: ଇଣ୍ଡିଆ ମାରିଟାଇମ୍ ଉଇକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୂର୍ବ ଉପକୂଳର ଉଦୀୟମାନ ସାମୁଦ୍ରିକ ହବ୍ ରୂପେ ଉପସ୍ଥାପନ କରି ପୋର୍ଟ-ଆଧାରିତ ଅର୍ଥନୀତି ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍‌ଘାଟନୀ ଅଧିବେଶନରେ…

ଟିମ ଇଣ୍ଡିଆରେ ସ୍ଥାନ ନ ପାଇବା ପରେ ବଡ଼ ନିଷ୍ପତ୍ତି ନେଲେ ଜୟସ୍ବାଲ, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଦିନିକିଆରେ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା। ଜୟସ୍ବାଲ ଭାରତୀୟ ଦଳ ପାଇଁ ଓପନିଂ ବ୍ୟାଟସମ୍ୟାନ ଭାବରେ ଖେଳନ୍ତି। ଅଷ୍ଟ୍ରେଲିଆ ଗସ୍ତ…

ମୋନ୍ଥାର ପ୍ରଭାବ:  ଛୁଟି ବାତିଲ୍‌ ପରେ ଜରୁରୀ କାଳୀନ ବୈଠକ

କେସିଙ୍ଗା,୨୭।୧୦(ତୁମେଶ୍ବର ସାହୁ ): ଆସନ୍ତା ୨୮ ରୁ ୩୦ ତାରିଖ ଯାଏ  ହେବାକୁ ଥିବା ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବିଡିଓ  ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ସୋମବାର ଅନୁଷ୍ଠିତ…

ବାତ୍ୟା ପ୍ରଭାବରେ ଛେଚିଲା ବର୍ଷା, ଲ୍ୟାଣ୍ଡଫଲ ବେଳେ ପ୍ରଭାବିତ ଆଶଙ୍କା, ଜାଣନ୍ତୁ କ’ଣ କହିଲେ IMD ଡିଜି

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ…

ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବିଧାୟକ

ଛତ୍ରପୁର,୨୭ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସୋମବାର ଆର୍ଯ୍ୟପଲ୍ଲୀ ଓ ଅଗସ୍ତି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ବୁଲି ଦେଖିଛନ୍ତି। ଏଥିସହ ସମୁଦ୍ରକୂଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକ ସରଞ୍ଜାମ…

ଜଙ୍ଗଲରେ ଚାଲିଥିଲା ବେଆଇନ ମଦ ବେପାର, ଅଚାନକ ମାଡି ବସିଲା ଅବକାରୀ ବିଭାଗ, ଆଉ ତା’ପରେ…

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଧରପକଡକୁ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ସୋମବାର ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ର…

ନୂଆପଡ଼ା ଉପନିର୍ବାଚନ: ତ୍ରୁଟିଶୂନ୍ୟ ଉପରେ ଗୁରୁତ୍ୱାରୋପ

ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶସ୍ବରୂପ ଦ୍ୱିତୀୟ ବ୍ୟାଚ୍‌ ସେକ୍ଟର ଅଧିକାରୀ, ଜିଲା ଓ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ରବିବାର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମପ୍ରାପ୍ତ ଅଧିକାରୀମାନେ ଆଗାମୀ ଦ୍ୱିତୀୟ…

ବାତ୍ୟାକୁ ନେଇ କଳିଙ୍ଗା ଘାଟି ସିଲ୍‌ କଲା ପ୍ରଶାସନ, ଭୂସ୍ଖଳନ ଆଶଙ୍କା କରି…

ଜି.ଉଦୟଗିରି,୨୭।୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) : ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ କନ୍ଧମାଳ ଜିଲା କଳିଙ୍ଗା ଘାଟି ରାସ୍ତାକୁ ଜିଲାପାଳ ବେଶଭୂଷଣ ୩ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍‌ କରିଥିବା ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ସମଗ୍ର…

‘ମୋନ୍ଥା’ ଲାଗି ୩୨ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୭।୧୦: ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲକରାଯାଇଛି। ୨୭ ଓ ୨୮ ଦୁଇ ଦିନ ପାଇଁ ବାତିଲ ହୋଇଛି। ୩୨ ଟ୍ରେନ୍‌ ବାତିଲ ଘୋଷଣା କଲା ପୂର୍ବତଟ ରେଳ ବିଭାଗ। କିଛି ଜିଲାରେ ସ୍କୁଲ ମଧ୍ୟ ଛୁଟି କରାଯାଇଛି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri