Home Left

ନିର୍ବାଚନ ପୂର୍ବରୁ ଫସିଗଲେ ପ୍ରଶାନ୍ତ କିଶୋର, ଏମିତି ସତ୍ୟ ଆସିଲା ସାମ୍ନାକୁ ସମସ୍ତେ ଚକିତ

ପାଟନା,୨୮।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ନଭେମ୍ବର ୬ରେ ହେବାକୁ ଯାଉଛି। କିନ୍ତୁ, ଏହି ଭୋଟ ପୂର୍ବରୁ ମଧ୍ୟ, ଜନ ସୁରାଗର ମୁଖ୍ୟ ଏବଂ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗମ୍ଭୀର ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ନିର୍ବାଚନ…

୨୦୨୭ ବିଶ୍ୱକପ୍‌ ଖେଳିବେ କି ରୋହିତ ଶର୍ମା: ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଇ ଚାଲିଗଲେ

ମୁମ୍ବାଇ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପରେ ସ୍ବଦେଶ ଫେରିଛନ୍ତି। ରୋହିତ ଶେଷ ଦୁଇଟି ଏକଦିବସୀୟ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ସିରିଜରେ ତାଙ୍କର ଚମତ୍କାର ବ୍ୟାଟିଂ…

ସେନାରେ ଭର୍ତ୍ତି ପାଇଁ ମିଳୁନାହାଁନ୍ତି ଲୋକ, ନିଆଯାଉଛି ଏମିତି ଆକ୍ସନ ସମସ୍ତେ ଆଶ୍ଚର୍ଯ୍ୟ

କ୍ୱିଭ,୨୮।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଚାରି ବର୍ଷ ବିତିଗଲାଣି। ଯେତେବେଳେ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲା, ୟୁକ୍ରେନୀୟ ଲୋକମାନେ ପ୍ରବଳ ଉତ୍ସାହ ଏବଂ ଏକତା ପ୍ରଦର୍ଶନ କଲେ। ଦେଶକୁ ରକ୍ଷା କରିବା…

ନୂଆପଡ଼ା ଉପନିର୍ବାଚନ:ଜାତିଭିତ୍ତିକ ଭୋଟକୁ ପ୍ରମୁଖ ଦଳର ପ୍ରାଧାନ୍ୟ

ନୂଆପଡ଼ା,୨୮ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଗୁରୁତ୍ୱ ଦେଇ ଜାତିଭିତ୍ତିକ ଭୋଟକୁ ପ୍ରାଧାନ୍ୟ ଦେଉଛନ୍ତି। ସବୁଠାରୁ ବଡ ଭୋଟ ଆଦିବାସୀମାନଙ୍କର ଥିବାବେଳେ ଏବେ ଏସ୍‌ସି ଓ ଓବିସି ଭୋଟ ଉପରେ ନେତା ବିଶେଷ ଧ୍ୟାନ ଦେଉଛନ୍ତି। ଏହି…

iPhone ୟୁଜର୍ସଙ୍କ ପାଇଁ ଖୁସିଖବର! ଏଣିକି ବିନା ସିମ୍‌ କାର୍ଡରେ ଚାଲିବ ଇଣ୍ଟରନେଟ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୮।୧୦: କଳ୍ପନା କରନ୍ତୁ ଯଦି ଆପଣ ଆପଣଙ୍କ iPhoneରେ SIM କାର୍ଡ ନ ଲଗାଇ ହାଇ-ସ୍ପିଡ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ତେବେ ଏହା କିପରି ହେବ? ଏହି କଳ୍ପନା ଖୁବ ଶୀଘ୍ର ବାସ୍ତବତାରେ ପରିଣତ ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ, Apple…

୨୦୨୫ରେ ଆଉ କେତେ ମ୍ୟାଚ ଖେଳିବେ ବିରାଟ-ରୋହିତ? ଜାଣିନିଅନ୍ତୁ ସମସ୍ତ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୮।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହୋଇଛି। ଭାରତ ୨-୧ ରେ ସିରିଜ ହାରିଛି। ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ପ୍ରାୟ ସାତ ମାସ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା…

କାର୍‌, ପିକଅପ ଭ୍ୟାନରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ, ଗଞ୍ଜେଇର ମୂଲ୍ୟ ଜାଣିଲେ…

ମୋହନା,୨୮।୧୦( ମନ୍ମଥ ମିଶ୍ର ): ୪୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଜିଲା ଅଡବା ଥାନା ବିରିକୋଟ ରାସ୍ତାରୁ ଜବତ କରିଛି ପୋଲିସ l ଗୋଟିଏ କାର୍‌ ଓ ଗୋଟିଏ ପିକଅପ ଭ୍ୟାନ ଜବତ ସହ ୭ ଜଣଙ୍କୁ…

ତୃତୀୟ ଥର ରାଷ୍ଟ୍ରପତି ହେବେ ଟ୍ରମ୍ପ, କହିଲେ ମୁଁ…

ଓ୍ବାଶିଂଟନ,୨୮।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ଧରି ଶିରୋନାମାରେ ଅଛନ୍ତି। ସେ ପ୍ରାୟତଃ ତାଙ୍କ ବକ୍ତବ୍ୟ ପାଇଁ ଏବଂ କେତେବେଳେ ତାଙ୍କ ନିଷ୍ପତ୍ତି ପାଇଁ ଖବରରେ ଅଛନ୍ତି। ସେ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ…

ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପାଳିଲେ ମୁଖ୍ୟମନ୍ତ୍ରୀ: ଦେଲେ ଏମିତି ବାର୍ତ୍ତା

ଭୁବନେଶ୍ୱର,୨୮।୧୦: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ…

ଭୀଷଣ ବେଗରେ ଆସୁଛି ‘ମୋନ୍ଥା’: ଲ୍ୟାଣ୍ଡଫଲ୍‌ ପୂର୍ବରୁ ଧୋଇଗଲା ବେଳାଭୂମି ରାସ୍ତା

ଭୁବନେଶ୍ୱର,୨୮।୧୦:ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦…

ଆନ୍ଧ୍ର ମୁହାଁ ବାତ୍ୟା, ଓଡ଼ିଶାରେ ରେଡ ଆଲର୍ଟ, ଟ୍ରାଭେଲ ଆଡଭାଇଜରୀ ଜାରି, ଏତିକି ରାଜ୍ୟ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରିବା ସହିତ ଘୂର୍ଣ୍ଣିଝଡ଼ ମୋନ୍ଥା ମଛଲିପଟନମ ଏବଂ କଳିଙ୍ଗପଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ…

ବାତ୍ୟା ‘ମୋନ୍ଥା’ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ବଡ଼ ପ୍ରଭାବ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ। ଗତକାଲିଠାରୁ ବାତ୍ୟାର ପ୍ରଭାବ ସାମାନ୍ୟ ଭାବେ ପବନ ବୋହିବା ସହ ଝିପିଝିପି ବର୍ଷା ଲାଗିରହିଛି। ତେବେ ଏହାଠାରୁ ଅଧିକା ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri